ତୁଳା ରାଶି ୨୦୨୩ | ମିଳିବ ପ୍ରଚୁର ଧନ

tula

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଇଂରାଜୀ ନବ ବର୍ଷ ୨୦୨୩ ମସିହାରେ ତୁଳା ରାଶିର ବ୍ୟକ୍ତି ବିଶେଷ୍ୟକ ପାଇଁ ଭଲ ଫଳ ପ୍ରଦାନ କରିବ । ଆପଣଙ୍କ ବ୍ୟବହାର ରେ ଅନ୍ୟମାନେ ଆପଣଙ୍କ ଆଡକୁ ଆକର୍ଷିତ ହୋଇଥାନ୍ତି । ତୁଳା ରାଶିର ବ୍ୟକ୍ତିମାନେ ସାହାସୀ, ପରାକ୍ରମୀ, ସ୍ପଷ୍ଟ ବାଦୀ ସ୍ୱଭାବର ବ୍ୟକ୍ତି ହୋଇଥାନ୍ତି । ଆପଣ ଅନେକ ଥର ପରୀକ୍ଷା ନୀରିକ୍ଷା କରି ଭାବି ଚିନ୍ତି କାର୍ଯ୍ୟ କରିଥାନ୍ତି ।

ତୁଳା ରାଶି ର ବ୍ୟକ୍ତି ମାନେ ଅନ୍ୟର ଦୁଃଖ କଷ୍ଟ ଆଦୌ ଦେଖି ପାରନ୍ତି ନାହିଁ । ନିଜ କାମରେ ମତଲବ ରଖିଥାନ୍ତି । ଅନ୍ୟ ର କଥାରେ ମଥା ପୂରାଇବାକୁ ଆଦୌ ଭଲ ପାଆନ୍ତି ନାହିଁ । ତେଣୁ ଆପଣଙ୍କ ପାଇଁ ଶୁଭ ରଙ୍ଗ ହେଉଛି ଧଳା ବା ସିଲଭର ।ଆପଣଙ୍କ ପାଇଁ ଶୁଭ ବାର ହେଉଛି ଶୁକ୍ରବାର । ଏହି ରାଶିର ଦେବତା ହେଉଛନ୍ତି କୁବେର ଦେବ । ଏହି ରାଶିର ଶୁଭ ଦେବୀ ହେଉଛନ୍ତି ମାଁ ସନ୍ତୋଷୀ ବା ମାଁ କମଳା । ଏହି ରାଶିର ଉଚ୍ଚ ଆଶା ଯୋଗୁ ଅନେକ ସମୟରେ ସେ ସଫଳତାର ଶୀର୍ଷ ସ୍ଥାନରେ ପହଞ୍ଚିଥାନ୍ତି ।

tula

ପାରିବାରିକ ଜୀବନରେ ମଧ୍ୟ ତୁଳା ରାଶିର ଗୁରୁତ୍ୱ ରହିଥାଏ । ତୁଳା ରାଶିର ବ୍ୟକ୍ତିମାନଙ୍କ ପାଇଁ ଏହି ୨୦୨୩ଟି ଅନୁକୂଳ ରହିଛି । ବ୍ୟବସାୟ ରୋଜଗାର କ୍ଷେତ୍ରରେ ତୁଳା ରାଶିର ବ୍ୟକ୍ତିମାନେ ଏହି ବର୍ଷ ଆରମ୍ଭରେ ମିଶ୍ରିତ ଫଳାଫଳ ପାଇଁବାର ସମ୍ଭାବନା ଅଛି । ଏହି ସମୟ ଅବଧିରେ କୌଣସି ନୂତନ ପ୍ରତିଷ୍ଠା ନକରିବା ଆପଣଙ୍କ ପାଇଁ ଭଲ ହେବ । ଯେଉଁମାନେ ଚାକିରି ସହିତ ଜଡିତ ଅଛନ୍ତି ସେମାନେ ଚାକିରି କ୍ଷେତ୍ରରେ ସମ୍ମାନ ପ୍ରାପ୍ତି କରିବେ । ଏହି ଅବଧି ମଧ୍ୟରେ ଆପଣ ଆପଣଙ୍କ ବ୍ୟବସାୟ ରୁ ବହୁତ ଅଧିକ ଲାଭ ପ୍ରାପ୍ତି କରିବେ । ଭାଗ୍ୟଦାରୀ ବ୍ୟବସାୟୀ ପାଇଁ ଏହି ସମୟ ଅତ୍ୟନ୍ତ ଶୁଭ ରହିବ ।

ସର୍ବ ପ୍ରଥମ ମହତ୍ୱପୂର୍ଣ୍ଣ ଘଟଣାଟି ହେଉଛି – ଯେଉଁ ବ୍ୟକ୍ତି ପ୍ରପଟିକୁ ନେଇ ସମସ୍ୟାରେ ଥିଲେ ବା ପ୍ରପଟିକୁ ନେଇ ବହୁତ ଦିନ ଧରି କିଛି ଡିସପୁଟ ଚାଲିଥିଲା ତ ୨୭ ଜାନୁୟାରୀ ପରେ ଏହି ସବୁ ସମସ୍ୟାରୁ ମୁକ୍ତି ପାଇଁବେ । କାରଣ ଶନିଦେବଙ୍କ ଅଢେଇ ସମାପ୍ତ ହୋଇଯିବ ।

ଦ୍ୱିତୀୟ ମହତ୍ୱପୂର୍ଣ୍ଣ ଘଟଣାଟି ହେଉଛି- ଶନିଦେବ ଯେତେବେଳେ ପଞ୍ଚମ ଘରେ ଗୋଚର କରିବେ ଯେଉଁ ବ୍ୟକ୍ତି ବହୁତ ଦିନ ଧରି ଫ୍ୟାମିଲି ପ୍ଲାନିଂ କରୁଛନ୍ତି ତେବେ ପଞ୍ଚମ ଘରକୁ ଶନିଦେବ ଯେତେବେଳେ ଆସିବେ ତ ଆପଣଙ୍କ ପାଇଁ ସମୟ ବହୁତ ଶୁଭ ରହିବ । ତୃତୀୟ ମହତ୍ୱପୂର୍ଣ୍ଣ ଘଟଣାଟି ହେଉଛି- ଦେବଗୁରୁ ବୃହସ୍ପତି ଏପ୍ରିଲ ୨୦୨୩ରେ ଆପଣଙ୍କ ସପ୍ତମ ଘରକୁ ପ୍ରବେଶ କରିବେ । ଯାହା ଆପଣଙ୍କ ପାଇଁ ବହୁତ ଶୁଭ ରହିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *