‘ସେ ଯାହାକୁ ବାହା ହୋଇ ଖୁସିରେ ରହୁଛି ରହୁ, କିନ୍ତୁ ମୁଁ ଜାଣିଛି ତାଙ୍କୁ କେବେ ପାଇବି ନାହିଁ, ସେ ଯଦି ମତେ ଛାଡି…’ କାନ୍ଦି କାନ୍ଦି ଏମିତି କହିଲେ Rani Panda

rani

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଯାତ୍ରା ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ ଅଭିନେତ୍ରୀ ରାନୀପଣ୍ଡାଙ୍କୁ ଜାଣିଥିବେ । ରାଣୀ ଖଣ୍ଡଗିରି ରେ ନିଜ ବ୍ଳାଉଜ ଖୋଲିବା ପରଠାରୁ ସାରା ଓଡିଶାରେ ଚର୍ଚ୍ଚାକୁ ଆସିଗଲେ । ଆଉ ସେବେ ଠାରୁ ରାଣୀ କିଛି ନା କିଛି ବିବାଦ ପାଇଁ ଚର୍ଚ୍ଚାରେ ରହୁଛନ୍ତି । ତେବେ ଗତ କିଛି ସମୟ ହେବ ରାଣୀଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ।

ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ରାଣୀ ଏହି ଭିଡିଓରେ କାନ୍ଦି କାନ୍ଦି ନିଜ ଦୁଃଖ ପ୍ରକାଶ କରିଛନ୍ତି । ରାଣି ଏହି ଭିଡିଓରେ କାନ୍ଦି କାନ୍ଦି କହୁଛନ୍ତି କି ଜୀବନର ଶେଷ ଇଛା ଅଛି ବଲିଉଡରେ ଯିବା ପାଇଁ ସଲମାନ ଖାନକୁ ଭେଟ କରିବା ପାଇଁ । ଯଦି ସେତିକି ଭଗବାନ ମୋର ଆଶା ପୂରଣ କରିଦିଅନ୍ତି ତା ହେଲେ ମୁଁ ଭାବିବି ମୁଁ ମୋ ଜୀବନରେ ସବୁ କିଛି ପାଇଗଲି ।

rani p

ମୋତେ ଆଉ ଯାହା ଦରକାର ସେଇଟା ତ ମୁଁ କେବେ ପାଇପାରିବି ନାହିଁ ମୁଁ ଜାଣିଛି । ଯାହାକୁ ମୁଁ ହୃଦୟ ଦେଇ ଭଲ ପାଇଛି ଯାହାକୁ ମୁଁ ସାରା ଜୀବନ ସାଥି କରିବାକୁ ଚାହୁଁଛି ତାକୁ ମୁଁ କେବେ ବି ପାଇପାରିବିନି । ମୁଁ ଭଗବାନ ଙ୍କୁ ଡାକିବି ମୁଁ ଜାହାକୁ କୁ ପାଇଲି ତାକୁ ତ ପାଇ ପାରିଲି ନାହିଁ । ସେ ଜାହାକୁ କୁ ବି ବାହା ହେଉ ଜାହାକୁ ବି କରୁ କେବଳ ଖୁସୀରେ ରହୁ ସେ ତା ସ୍ତ୍ରୀ ସହିତ ଭଲ ରେ ରହୁ ବାସ ମତେ କେବଳ ସଲମାନ ଖାନ ଏବଂ ତାର କେରିୟର ଦରକାର ।

ମୁଁ ରୋଜଗାର କରିଲେ ଗରିବ ଲୋକ ମାନଙ୍କୁ ସାହାଯ୍ୟ କରିବି ବାସ ମତେ ଆଉ କିଛିବି ଦରକାର ନାହିଁ । ତେବେ ବନ୍ଧୁଗଣ କିଛି ଏମିତି ଭାବେ କାନ୍ଧି କାନ୍ଦି କରି ରାନୀ ନିଜର ମନ ର କଥାକୁ ଏଠାରେ ସେୟାର କରିଥିବାର ଦେଖିବା ପାଇଁ ମିଳିଛନ୍ତି । ତେବେ ଏହାକୁ ନେଇ ଆପଣ ମାନଙ୍କ ମତାମକତ କଣ ରହିବ ଆପଣ ମାନେ ନିଶ୍ଟୁିତ ଭାବେ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *