ମଦ ନିଶାରୁ କିପରି ମୁକ୍ତି ପାଇବେ ଏଇ ଗୋଟେ କାମ କରନ୍ତୁ । Top 30 ଅନୁଚିନ୍ତା

Anuchinta

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଯଦି ରୋଜଗାର କିମ୍ବା ବ୍ୟବସାୟରେ କୌଣସି ବିଘ୍ନ ଆସୁଥାଏ ତେବେ ଅନ୍ଧ ଲୋକଙ୍କୁ ଭୋଜନ କରାଇବା ସହିତ ଗୋଲାପଜାମିନ ଖାଇବାପାଇଁ ଦେବାଦ୍ୱାରା ବିଘ୍ନ ଦୂରହୋଇଥାଏ । ଯଦି ଘରେ ମାତାଙ୍କୁ କୌଣସି କଷ୍ଟ ହେଉଥାଏ ଏବଂ ତାହା ଦୂର ହେଉନଥାଏ ତେବେ ଶହେ ଏକ ପେଡା ନେଇ ପିଲାମାନଙ୍କୁ ବାଣ୍ଚିବାଦ୍ୱାରା ତାହା ଦୂର ହୋଇଥାଏ । ଯଦି ଜୀବନରେ କୌଣସି ପ୍ରକାର ର ସମସ୍ୟା ଦୂର ହେଉନଥାଏ ତେବେ ଶହେ ଗ୍ରାମ ଗୋଟା ଚାଉଳ କୌଣସି ପୋଖରୀରେ ପକାଇବା ଦ୍ୱାରା ମଙ୍ଗଳକାରୀ ହୋଇଥାଏ ।

ଯଦି କୌଣସି କାନରୋଗ ଭଲ ହେଉନଥାଏ ତେବେ କଳା ଏବଂ ଧଳା ଖସାକୁ କଳା କପଡାରେ ବାନ୍ଧି କୌଣସି ଶୁନସାନ୍ ସ୍ଥାନରେ ପୋତିବା ଦ୍ୱାରା ତାହା ଦୂରହୋଇଥାଏ । ଯଦି ରକ୍ତଚାପ, ଅସ୍ତବ୍ୟସ୍ତ କିମ୍ବା ଅଜଣାଭୟ ଆସୁଥାଏ ତେବେ ଶୋଇବା ସମୟରେ ମୁଣ୍ଡ ପାଖରେ କ୍ଷୀର ରଖି ସକାଳୁ କିକର ଗଛ ମୂଳରେ ଢାଳିବାଦ୍ୱାରା ତାହା ଦୂରହୋଇଥାଏ ।

jitu das

ଗୁରୁବାର ଦିନ ଅଧିକ ଲୁଣ ଖାଇବା ଉଚିତ୍ ନୁହେଁ ଏହା ମଙ୍ଗଳକାରୀ ହୋଇଥାଏ ଏବଂ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେବା ସହିତ କାର୍ଯ୍ୟରେ ବାଧା ଉତ୍ପନ୍ନ ହୋଇଥାଏ । ଗୁରୁବାର ଦିନ ବାଳ , ଦାଢି କିମ୍ବା ନଖ କାଟିବା ଉଚିତ୍ ନୁହେଁ ଏହା ଅଶୁଭ ହୋଇଥାଏ ଏବଂ ସନ୍ତାନ ସୁଖରେ ବାଧା ଉତ୍ପନ୍ନ ହୋଇଥାଏ । ନିଶାଦ୍ରବ୍ୟ ସେବନ ଅଭ୍ୟାସ ଯଦି ଛାଡିପାରୁ ନଥାନ୍ତି ତେବେ ଗୁରୁବାର ଦିନ ଛାଡିବା ପାଇଁ ସଂକଳ୍ପ କରିବାଦ୍ୱାରା ମଙ୍ଗଳକାରୀ ହୋଇଥାଏ ଏବଂ ନିଶାଦ୍ରବ୍ୟ ସେବନ କରିବା ଅଭ୍ୟାସ ଦୂରହୋଇଥାଏ ।

ବିଦ୍ୟାର୍ଥୀମାନଙ୍କ କାର୍ଯ୍ୟ କ୍ଷମତା ବଢାଇବା ପାଇଁ ହେଲେ ଅଧ୍ୟୟନ କରିବା ସମୟରେ ପୂର୍ବକୁ ମୁଖକରୀ ଅଧ୍ୟୟନ କରିବା ଉଚିତ୍ ଏହା ମଙ୍ଗଳକାରୀ ହୋଇଥାଏ । ଘରେ ତାୱା କିମ୍ବା କଢେଇ କେବେବି ଅଇଁଠା କରିବା ଉଚିତ୍ ନୁହେଁ କିମ୍ବା ଅଇଁଠା ଜିନିଷ ରଖିବା ଅନୁଚିତ୍ ଏହା ଅଶୁଭ ଏବଂ ଅମଙ୍ଗଳକାରୀ ହୋଇଥାଏ । ଗରମ କଢେଇରେ କେବେବି ପାଣି ପକାଇବା ଉଚିତ୍ ନୁହେଁ ଏହା ଅଶୁଭ ହୋଇଥାଏ ଏବଂ ଏହାର ଶବ୍ଦ ଜୀବନରେ କୈଣସି ସମସ୍ୟା ଉତ୍ପନ୍ନ କରିବାର ସମ୍ଭାବନା ରହିଥାଏ । ରୋଷେଇ ଘରେ ତାୱା କଢେଇ ଭଲ ଭାବେ ସଫା ନକରି ବ୍ୟବହାର କଲେ ରାହୁଙ୍କ ଖରାପ ପ୍ରଭାବ ପଡିଥାଏ ଏବଂ ଘରର ପୁରୁଷ ଲୋକମାନେ ନିଶାସକ୍ତ ହୋଇଥାନ୍ତି ।

jitu das

ଘରର ପୂର୍ବଦିଗରେ ବାସ୍ତୁଦୋଷ ରହିଲେ ନେତ୍ରରୋଗ , ଚର୍ମରୋଗ , କ୍ଷୟ ରୋଗ ଇତ୍ୟାଦି ଦେଖାଦେବା ସହିତ ମୁହଁ ଏବଂ ଦାନ୍ତରେ ଯନ୍ତ୍ରଣା ଦେଖାଦେଇଥାଏ । ଘରର ପୂର୍ବ ଦିଗରେ କୌଣସି ବାସ୍ତୁ ଦୋଷ ଦେଖାଦେଲେ ପିତା ପୁତ୍ର ସମ୍ପର୍କ ଖରାପ ହୋଇଥାଏ ଏବଂ ଚାକିରି ସମ୍ପର୍କିତ ସମସ୍ୟା ଦେଖାଦେବା ସହିତ ସମ୍ପର୍କିତ ସମସ୍ୟା ଦେଖାଦେବା ସହିତ ମସ୍ତିଷ୍କ ଦୁର୍ବଳତା ଦେଖା ଦେବାର ସମ୍ଭାବନା ରହିଥାଏ । ସଂନ୍ଧ୍ୟା ଛଟାରୁ ନଅଟା ସୂର୍ଯ୍ୟ ପଶ୍ଚିମ ଦିଗରେ ରହିଥାନ୍ତି ଏହି ସମ.ରେ ଘରେ ବସିବା , ପଢିବା ଏବଂ ଖାଦ୍ୟଖାଇବା ଉଚିତ୍ ଏହା ମଙ୍ଗଳକାରୀ ହୋଇଥାଏ ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *