ସୌର ଆଲୋକରେ ଆଲୋକିତ ହେବ କୋଣାର୍କ ସହର, ୨୫ ବର୍ଷ ପାଇଁ ସୌରଶକ୍ତି କିଣିବ ଗ୍ରୀଡକୋ

solar power 1

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସାରା କୋଣାର୍କ ସହରକୁ ଆଲୋକିତ କରିବ ଏବେ ସୌରଶକ୍ତି । ରାଜ୍ୟର ପ୍ରଥମ ସହର ଭାବେ ଅର୍ଖ କ୍ଷେତ୍ର ହେବ ସୌର ସହର । ଗୁଜୁରାଟ ଏବଂ ମୁଢିରା ଭଳି କୋଣାର୍କ ମଧ୍ୟ ପାଲଟିବ ସୌଲାର ଟାଉ ନ। ସୂର୍ଯ୍ୟ ମନ୍ଦିର ଓ ଆଖପାଖ ଅଞ୍ଚଳର ସୌରଶକ୍ତି ର ବ୍ୟବସ୍ଥା କରାଯାଇଛି । ଏଥିପାଇଁ କଳାହାଣ୍ଡି ତେନ୍ତୁଳି ପଦାରେ ୧୦ ମେଗା ୱାର୍ଡ ର ସୌର ପ୍ରକଳ୍ପ ପ୍ରସ୍ତୁତ କରାଯାଉଛି । ଏନେଇ ଗ୍ରଡ୍ କର୍ପୁରେସନ ପକ୍ଷରୁ ସୂଚନା ଦିଆଯାଇଛି ।

ସୂର୍ଯ୍ୟ ଦେବଙ୍କ ଉପସ୍ଥାପନା ସ୍ଥଳ କୋଣାର୍କ ଏବଂ ସୌରଶକ୍ତି ର ସମ୍ପର୍କ ସ୍ଥାପନା ଲକ୍ଷ୍ୟରେ ଏନେଇ ୨୦୨୦ରେ ଘୋଷଣା କରାଯାଇଥିଲା । କୋଣାର୍କ ସୂର୍ଯ୍ୟ ନଗରୀ ପ୍ରାଇଭେଟ ଲିମିଟେଡ ଠାରୁ ୨୫ବର୍ଷ ପାଇଁ ସୌରଶକ୍ତି କିଣିବ ଗ୍ରେଟକୁ । କିଲୋୱାର୍ଡ ପ୍ରତି ୨ଟଙ୍କା ୭୭ ପଇସା ହିସାବରେ ପ୍ରକ୍ଳପରେ ୪୦ରୁ ୪୫ କୋଟି ପୁଞ୍ଜି ନିବେଶ କରିବ ସୂର୍ଯ୍ୟ ନଗରୀ ।

solar power

ତେବେ ୨୦୨୩ ମସିହା ସୁଧା ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖାଯାଇଛି । ଅନ୍ୟତମ ପ୍ରାଚୀନ ସୂର୍ଯ୍ୟ ଉପାସନା ପୀଠ ଗୁଜୁରାଟ ମୁଢେରାକୁ ସଂପୂର୍ଣ୍ଣ ସୌର ପରିଚାଳିତ କରାଯାଇଛି । ସଂପୂର୍ଣ୍ଣ ସୌର ପରିଚାଳିତ ହେବାରେ ଏହା ଦେଶର ପ୍ରଥମ ଗାଁ । ଗତ ୯ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପ୍ରକଳ୍ପର ଶୁଭ ଉଦଘାଟନ କରିଥିଲେ ।

ସୌର ପ୍ରକଳ୍ପ ପ୍ରତିଷ୍ଠା ଦ୍ୱାରା ଏଠାରେ ଥିବା ସୂର୍ଯ୍ୟ ମନ୍ଦିର ମଧ୍ୟ ରଙ୍ଗ ବେରଙ୍ଗର ଆଲୋକରେ ଉଭାସିତ ହେଉଛି । କେନ୍ଦ୍ର ସରକାରଙ୍କ ଏମନାରେ ସ୍କିମ୍ ଅନ୍ତର୍ଗତ ଏହି ପ୍ରକଳ୍ପ ପ୍ରତିଷ୍ଠା କରିବ କୋଣାର୍କ ସୂର୍ଯ୍ୟ ମନ୍ଦିର । ପ୍ରାଇଭେଟ ଲିମିଟେଡ କନସେପ୍ଟ ଏଠାରେ ଉପ୍ତାଦନ ହେବାକୁ ଥିବା ସୌରଶକ୍ତି ଷ୍ଟେଗ୍ରି ସହ ଯୋଡି ହେବ । ଏବଂ କୋଣାର୍କ ସୋଲା ଲାଇଟ୍ ପ୍ରକଳ୍ପ ସହିତ ବ୍ୟବହାର ହେବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *