ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏପରି ଏକ ପ୍ରମ ସ-ମ୍ପର୍କ ବିଷୟ ରେ ଜଣାଇବୁ ଯାହା ଆପମ ଙ୍କୁ ଆଶ୍ଚର୍ଯ୍ୟ କରାଇଦେବ । ତେବେ ଆସନ୍ତୁ ଜାଣିବା ସମ୍ପୁର୍ଣ୍ଣ ଖବର ବିଷୟ ରେ , ତେବେ ଉକ୍ତ ଘଟଣା ରେ ଜଣେ ପ୍ରେମିକ ଯାହାର ନାମ ହେଉଛି ସୋରଜ , ତେବେ ସୋରଜ ଜଣେ ରାଜସ୍ଥାନି ଝିଅ କୁ ପ୍ରେମ କରିଥିଲେ ତେବେ ଘଟଣା ମୁତାବକ ସୋରଜ ସେହି ରାଜସ୍ଥାନି ଝିଅକୁ ପ୍ରେମ କରି ମନ୍ଦିର ରେ ବିବାହ କରିଥିଲେ ।
ତେବେ ସୋରଜ ଙ୍କ ଏପରି ବିବାହ ତାଙ୍କ ପ୍ରେମିକ ଙ୍କ ସହ ସାରା ଜୀବନ ସାଥୀ ରେ କଟାଇବା ପାଇଁ ନଥିଲା ବରଂ ସେ ସେହି ରାଜସ୍ଥାନି ଝିଅ ସହ କେବଳ ଶା-ରି-ରୀକ ସ-ମ୍ପ-ର୍କ ରଖିବା ପାଇଁ ସୋରଜ ସେହି ଝିଅକୁ ଭଲ ପାଇ ବିବାହ କରିଥିଲେ । ତେବେ ସୋରଜ ସେହି ଝିଅ ଙ୍କ ସହ ଶା-ରି-ରୀକ ସ-ମ୍ପ-ର୍କ ରଖିବା ପାଇଁ ସେହି ଝିଅକୁ ବାଧ୍ୟ କରୁଥିଲା ଏବଂ ସୋରଜ ଶା-ରି-ରୀକ ସ-ମ୍ପ-ର୍କ ରଖିବା ପାଇଁ ସେ ରାଜସ୍ଥାନ କୁ ଧାଇଁ ଯାଉଥିଲେ ଏବଂ ସୋରଜ ସେହି ଝିଅକୁ ମଧ୍ୟ ଓଡିଶା କୁ ଡାକିଆଣୁଥିଲେ ତାଙ୍କ ସହ ସ-ମ୍ପ-ର୍କ ରଖିବା ପାଇଁ ।
ତେବେ ସେହି ରାଜସ୍ଥାନି ଝିଅ ଙ୍କ ର କହିବା ମୁତାବକ ସୋରଜ ତାଙ୍କ ସହ ଶା-ରି-ରୀକ ସ-ମ୍ପ-ର୍କ ରଖିବା ପରେ ସେ ଦୁଇ ଦୁଇ ଥର ଗର୍ଭ ଧାରଣ କରିଛନ୍ତି ଏବଂ ସୋରଜ ଏହାକୁ ଜାଣି ପାରି ତାଙ୍କର ପିଲା ନଷ୍ଟ ମଧ୍ୟ କରାଇ ଦେଇଛନ୍ତି , ତେବେ ଏଥର ଉକ୍ତ ମହିଳା ଜଣକ ତାଙ୍କର ଗର୍ଭ ଧାରଣ ବିଷୟ ରେ ସୋରଜ ଙ୍କୁ କହିନଥିଲେ । ତେବେ ସୋରଜ ଯେତେବେଳେ ଏହି କଥାକୁ ଜାଣି ପାରିଥିଲେ ସେତେବେଳେ ଉକ୍ତ ମହିଳା ଜଣକ 6 ମାସ ର ଗର୍ଭ ଧାରଣ କରିଥିଲେ ।
ଏବଂ ସେ ଏହି ସବୁ ବିଷୟ ରେ ଜାଣିବା ପରେ ସୋରଜ ଏବେ ଫେରାର ଅଛନ୍ତି ଏବେ ତାଙ୍କର କୌଣସି ପ୍ରକାର ର ପତା ନାହିଁ । ତେବେ ଉକ୍ତ ମହିଳା ଜଣକ ଏବେ ସୋରଜ ଙ୍କ ର ଘର ଆଗରେ ଆସି ଧାରଣ ଦେଇ ତାଙ୍କର ଘର ଆଗରେ ବସିଛନ୍ତି । ତେବେ ଏହି ଘଟଣା ଟି ଘଟିଛି ଆମ ରାଜ୍ୟ ରେ କେନ୍ଦ୍ରାପଡା ଜିଲ୍ଲା ର ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଡିହାପଡା ଗ୍ରାମପଞ୍ଚାୟତ ର ଜାମୁକୁଣ୍ଡା ଗାଁ ର ମାଗୁଣି ସୁୱାଇଁ ଙ୍କ ର ବଡ ପୁଅ ସୋରଜ ସୁୱାଇଁ ଏହି ଘଟମା ର ମୁଖ୍ୟ ଅପରାଧୀ ।
ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।