ମାତ୍ର 2 ଟଙ୍କା ଜମା କରନ୍ତୁ, ବର୍ଷକୁ ମିଳିବ 36 ହଜାର ଟଙ୍କା…ଜାଣନ୍ତୁ କିପରି ?

2 Rs

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଗରିବ ଏବଂ ମଧ୍ୟ ବିତ୍ତ ଙ୍କ ଚିନ୍ତା ଗଲା ତେବେ ମୋଦି ସରକାର ଆଣିଛନ୍ତି ବଡ ଯୋଜନା । କେବଳ ଆପଣ ମାନେ 2 ଟଙ୍କା ସଞ୍ଚୟ କଲେ ମିଳିବ ମୋଟା ଅଙ୍କର ଟଙ୍କା ତେବେ ବନ୍ଧୁଗଣ ହଜାରେ କି ଦୁଇ ହଜାର ନୁହେଁ ଏକା ଥରେ ମିଳିବ ଆପଣ ମାନଙ୍କୁ 36 ହଜାର ଟଙ୍କା । ତେବେ ନିଜର ଭବିଷ୍ୟତ ପାଇଁ ଚିନ୍ତା କରୁଥିବା ଲୋକ ମାନଙ୍କ ପାଇଁ କେନ୍ଦ୍ର ସରକାର ଙ୍କ ଏହି ଯୋଜନାଟି ବହୁତ ଲାଭ ଦାୟକ ଅଟେ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିନେବା ଆପଣ ମାନେ କେମିତି ଏହି ଯୋଜନା ର ଲାଭ ଉଠେଇ ପାରିବେ ।

ତେବେ ବନ୍ଧୁଗଣ ଗରିବ ଏବଂ ମଧ୍ୟମ ବର୍ଗର ଲୋକ ମାନେ ସବୁ ବେଳେ ନିଜର ଭବିଷ୍ୟତ କୁ ନେଇ ଚିନ୍ତା କରିଛନ୍ତି । ସେମାନେ ଦିନ ରାତି ଖଟି ଜାହା ସଞ୍ଚୟ କରନ୍ତି । ତେବେ ଟଙ୍କାଟିଏ ସଞ୍ଚୟ କରିବା ସମ୍ଭବ ହୋଇନଥିବାରୁ ଭବିଷ୍ୟତ ଧୂଳିସାତ ହୋଇଯାଏ । ତେବେ ବନ୍ଧୁଗଣ ଏହି ସବୁକୁ ଦୃଷ୍ଟିରେ ରଖି କେନ୍ଦ୍ରସରକାର ଆଣିଛନ୍ତି ଏକ ବଡ ଯୋଜନା ଜାହାର ନାମ ପିଏମ ଶ୍ରମ ଯୋଗୀ ମାନଧନ ପେନସନ ଯୋଜନା ଗରିବ ଓ ମଧ୍ୟମ ବର୍ଗ ଲୋକ ମାନଙ୍କର ଭବିଷ୍ୟତ ସୁଦୃଢ କରିବା ପାଇଁ ଏହା ବିରାଟ ପରିକଳ୍ପନା ।

pm sym

ଏହି ଯୋଜନାର ଲାଭ ଉଠାଇବାକୁ ହେଲେ ଜଣଙ୍କର ବୟସ 18 ବର୍ଷ ହୋଇଥିବା ଦରକାର ଆଉ ହିତାଧିକାରୀଙ୍କୁ 40 ବର୍ଷରୁ ଅଧିକ ହୋଇ ନଥିବା ଜରୁରୀ । ଯଦି ଆପଣଙ୍କର ବୟସ 18 ବର୍ଷ ତେବେ ଆପଣ ଏହି ଯୋଜନାରେ ସାମିଲ ହୋଇପାରିବେ । ଏବଂ ମାସକୁ ମାତ୍ର 55 ଟଙ୍କା ଜମା କରି ଯୋଜନାର ଲାଭ ଉଠେଇ ପାରିବେ । ତେବେ ମାସକୁ 55 ଟଙ୍କା ହିସାବରେ ନେଲେ ଆପଣ ମାନଙ୍କୁ ଦିନକୁ କେବଳ 2 ଟଙ୍କା ହିସାବରେ ନେବାକୁ ପଡିବ ।

ସେହିପରି 29 ବର୍ଷ ବୟସ ରେ ବ୍ୟକ୍ତି ଯୋଜନାରେ ସାମିଲ ହେବାକୁ ଚାହୁଁଥିଲେ ମାସକୁ 100 ଟଙ୍କା ଦେବାକୁ ପଡିବ । ଆଉ 40 ବର୍ଷ ବୟସ ରେ ଲୋକ ମାନଙ୍କୁ 200 ଟଙ୍କା ଦେବାକୁ ହେବ । ଏହି ଯୋଜନା ରେ ସାମିଲ ହେବାକୁ ହେଲେ କିଛି ସର୍ତ୍ତ ଉପରେ ନଜର ଦେବାକୁ ହେବ । ପିଏମ୍ ଶ୍ରମଯୋଗୀ ମାନଧନ ପେନସନ ଯୋଜନା ରେ ସାମିଲ ହେବାକୁ ହେଲେ ବ୍ୟକ୍ତିଙ୍କ ରୋଜଗାର ମାସକୁ 15 ହଜାର ରୁ କମ୍ ହେବା ଆବଶ୍ୟକ ଅଟେ ।

ତେବେ ଏହି ଯୋଜନାର ଲାଭ ଉଠାଇବା ପାଇଁ ପାଖରେ ଥିବା କମନ ସର୍ଭିସ ସେଣ୍ଟରକୁ ଯିବାକୁ ହେବ । ସେଠାରେ ଆପଣ ମାନଙ୍କୁ ଆଧାର କାର୍ଡ ଓ ବ୍ୟାଙ୍କ IFSC କୋର୍ଡ ଦେବାକୁ ହେବ । ଆପଣଙ୍କ ଦସ୍ତାବିଜ ଅନଲାଇନ ରେଜିଷ୍ଟର ହେବା ପରେ ଆପଣଙ୍କୁ ଶ୍ରମ ଯୋଗୀ କାର୍ଡ ମିଳିଯିବ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଯୋଜନା ଆପଣମାନଙ୍କୁ କେମିତି ଲାଗିଲା ନିଶ୍ଚିତ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *