ପୋଲିସ ଆଗରେ କାନ୍ଦୁଛି ଜଗବନ୍ଧୁ, ଗରିବ ଘରର ପୁଅଟେ ମୁଁ ଅର୍ଚ୍ଚନା କଥାରେ ପଡି …

ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଜଗବନ୍ଧୁ ଙ୍କୁ ଯେତେ ବେଳେ ପୋଲିସ ଆରେଷ୍ଟ କରିଥିଲା ସେତେ ବେଳେ ଭୋ ଭୋ ହୋଇ କାନ୍ଦିବାକୁ ଲାଗିଥିଲେ ଜଗବନ୍ଧୁ ହଁ ବର୍ତମାନ ସମୟ ରେ ବିଶ୍ୱାସ ବି କରି ପାରୁନାହାଁନ୍ତି ଜଗବନ୍ଧୁ ଯେ ତାଙ୍କ ନାମରେ ଲାଗିଛି ଏତେ ସବୁ ଦଫା । ଜାହାକୁ ସୁଣି ପୋଲିସ ଆଗରେ କାନ୍ଦି ପକେଇଲେ ଜଗବନ୍ଧୁ । ଆଉ କହିଲେ ମୁଁ ଗରିବ ଘରର ପୁଅଟିଏ ମୋ ବାପା ମାଆ ବହୁତ ଗରିବ ଅଟନ୍ତି । ଆଉ ସେ ସଂଘର୍ଷ କରି ଜିବନ ରେ ଆଗକୁ ବଢିଥିଲେ ନିଜ ପରିଶ୍ରମ କରି ଜିବନ ରେ ଆଗକୁ ବଢିବାକୁ ଚାହୁଁଥିଲେ ଜଗବନ୍ଧୁ ।

ହେଲେ ସ୍ତ୍ରୀ ର ବୁଦ୍ଧି ରେ ପଡି ଟଙ୍କା ଲୋଭରେ ପଡି କୁଆଡେ ବର୍ବାଦ ହୋଇଗଲେ ବୋଲି ପୋଲିସ ଆଗରେ କହିଛନ୍ତି । ହଁ ବନ୍ଧୁଗଣ ରାଣୀ ମହୁମାଛି ଅର୍ଚ୍ଚନା ନାଗ ଙ୍କ ସ୍ୱାମୀ ଜଗବନ୍ଧୁ ଙ୍କୁ ଆଜି କମିଶନରେଟ ପୋଲସ ଗିରୋଫ କରିଛି । ଆଜି ସକାଳେ ଜଗବନ୍ଧୁ ଚାନ୍ଦ ଙ୍କୁ କମିଶନରେଟ ପୋଲିସ ଉଠେଇ ନେଇଥିଲା ଜଗବନ୍ଧୁ ଙ୍କୁ ତାଙ୍କ ସତ୍ୟବିହାର ସ୍ଥିତ ଘରୁ ଉଠେଇ ନେଇ ପଚରା ଉଚୁରା କରିବା ସମୟ ରେ ଏହି ଭଳି କିଛି କାନ୍ଦି ପକେଇ ଥିଲେ ଜଗବନ୍ଧୁ ।

Jagbandhu 1

ଅର୍ଚ୍ଚନା ଙ୍କ ବ୍ଲାକମେଲିଂ ମାମଲା ରେ ଜଗବନ୍ଧୁ ସଂମ୍ପୃକ୍ତ ରହିଥିବା ସନ୍ଧେହ କରିବା ସହିତ ଅନ୍ୟ କିଛି ଠୋସ ପ୍ରମାଣ ପାଇବା ପରେ ପୋଲିସ ଗିରୋଫ କରିଥିବା କୁହାଯାଉଛି । ତେବେ ପୂର୍ବରୁ ଜଗବନ୍ଧୁ ଙ୍କୁ ପୋଲିସ ଥାନା କୁ ଡାକି ଛାଡି ଦେଇଥିବା ବେଳେ ବର୍ତମାନ ସମୟ ରେ ପୁଣି ଗିରୋଫ କରିଛି । ଏବଂ ଜଗବନ୍ଧୁ ଙ୍କ ବାବଦ ରେ ମିଳିଥିବା ତଥ୍ୟ ବି ଆଶ୍ଚର୍ଯ୍ୟ କରିଦେଉଛି ।

ବହୁତ ତଥ୍ୟ ଏମିତି କିଛି ସାମ୍ନାକୁ ଆସିଛି । ଜାହାକି ପୋଲିସ ହୁଏତ ଏହି ସବୁ ତଥ୍ୟକୁ ପୋଲିସ ସାମ୍ନାକୁ ଆଣିପାରେ । ତେବେ ଜଗବନ୍ଧୁ କେମିତି ଅର୍ଚ୍ଚନା ଙ୍କ ସହିତ ମିଶି କେମିତି ଖେଳୁଥିଲେ ଏମିତି ବ୍ଲାକମେଲିଂ ର ଖେଳକୁ ଆଉ କିଭଳି ଫସୁଥିଲେ ବଡବଡିଆ ଙ୍କୁ କେମିତି ସ୍ତ୍ରୀ ଡାକୁଥିଲେ ବଡବଡିଆ ଙ୍କୁ ନିଜ ବେଟରୁମ୍ କୁ ଆଉ ସେହି ସମୟ ରେ ଜଗବନ୍ଧୁ କରୁଥିଲେ କଣ ଏବଂ ଘରକୁ ଗେଷ୍ଟ ଆସୁଥିଲା ବେଳେ ଜଗବନ୍ଧୁ କେମିତି ମିଶୁଥିଲେ ।

Jagbandhu Archana

ଜଗବନ୍ଧୁ ସେମାନଙ୍କ ଆଗରେ ନିଜର ପରିଚୟ କୁ ଲୁଚେଇ ରଖୁଥିଲେ କି ଯଦି ଏମିତି ନୁହେଁ ତେବେ କେମିତି ମ୍ୟନେଜ କରୁଥିଲେ । ଏହି ସବୁ କୁ ନେଇ ଏବେ ପ୍ରଶ୍ନ ଉଠିଥିବା ବେଳେ ଏହା ଉପରେ କମିଶନରେଚ ପୋଲିସ ସଂମ୍ପର୍ଣ୍ଣ ତଦନ୍ତ କରିବ ବୋଲି ଆଶା କରୁଛୁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *