ଗିରଫ ହେଲା ହନିଟ୍ରାପ ସୁନ୍ଦରୀ ଅର୍ଚ୍ଚନାର ସ୍ୱାମୀ ଜଗବନ୍ଧୁ, ଆଜି ସତ୍ୟବିହାର ଘରୁ ଉଠାଇ ନେଇଛି କମିଶନରେଟ ପୋଲିସ୍

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଗିରୋଫ ହେଲା ହନିଟ୍ରାପ ସୁନ୍ଦରୀ ଅର୍ଚ୍ଚନା ର ସ୍ୱାମୀ ଜଗବନ୍ଧୁ । ସତ୍ୟବିହାର ସ୍ଥିତ ଘରୁ ଆଜି ସକାଳୁ ସକାଳୁ ଜଗବନ୍ଧୁ ଙ୍କୁ ଉଠେଇ ନେଇଛି କମିଶନରେଟ ପୋଲିସ । ତେବେ ବ୍ଲାକମେଲିଂ ସିଣ୍ଡିକେଟ ରେ ମାଷ୍ଟର ମାଇଣ୍ଡ ଥିଲା ଜଗବନ୍ଧୁ । କାହାକୁ ବ୍ଲାକମେଲ କରାଯିବ କେଉଁ ନେତା ଙ୍କୁ ହନିଟ୍ରାପ ରେ ଫସାଯିବ ତାହାକୁ ନେଇ ଜଗବନ୍ଧୁ କରୁଥିଲା ପ୍ଲାନ ।

ତେବେ ଅର୍ଚ୍ଚନା ଗିରୋଫ ହେବା ପରେ ଫେରାର ହୋଇଜାଇ ଥିଲା ସ୍ୱାମୀ ଜଗବନ୍ଧୁ । ସ୍ୱାମୀ ସ୍ତ୍ରୀ ମିଶି ଚଳେଇ ଥିଲେ ଦେ-ହ ବ୍ୟ-ବସାୟ ର ସାମ୍ରାଜ୍ୟ । ପୂରା ସାମ୍ରାଜ୍ୟ ର ରାଣୀ ଥିଲେ ଅର୍ଚ୍ଚନା ଏବଂ ରାଜା ଥିଲେ ସ୍ୱାମୀ ଜଗବନ୍ଧୁ । ଜଗବନ୍ଧୁ ଅର୍ଚ୍ଚନା ଙ୍କୁ ବିବାହ କରିବା ପରେ ଆରମ୍ଭ ହୋଇଥିଲା ଏହି ଦେ-ହ ବ୍ୟ-ବସାୟ । ତେବେ ଏହିଥିରେ ଦୁହେଁ ମିଶି ଟାର୍ଗେଟ କରୁଥିଲେ ବଡ ବଡିଆ ନେତା , ମନ୍ତ୍ରୀ , ପ୍ରୋଜଜକ , ଏବଂ ବିଲ୍ଡର ମାନଙ୍କୁ ।

Archana 1

ପ୍ରଥମେ ସ୍ୱାମୀ ଜଗବନ୍ଧୁ ତିଆରି କରିଥିବା ଚିଠା ଅନୁସାରେ ଅର୍ଚ୍ଚନା ଫୋନ କରି ହନି ଟ୍ରାପ ରେ ଫସାଉଥିଲେ । ଆଉ ତା ପରେ ଫସିଥିବା ନେତାଙ୍କୁ ଦେ-ହର ସୁଖ ଦେଇ ପରେ ସେମାନେ ତାଙ୍କୁ ବ୍ଲାକମେଲ କରୁଥିଲେ । ଆଉ ଏହିଥିରୁ ରୋଜଗାର କରୁଥିଲେ ଲକ୍ଷ ଲକ୍ଷ ଟଙ୍କା ତେବେ ଯେତେ ବେଳେ ଅର୍ଚ୍ଚନା ଗିରୋଫ ହୋଇଥିଲେ । ସେତେ ବେଳେ ଜଗବନ୍ଧୁ ଫେରାର ହୋଇଜାଇଥିଲେ ।

ଆଉ ଏବେ ଯେତେ ବେଳେ ତାଙ୍କ ସତ୍ୟ ବିହାର ସ୍ଥିତ ଆଲିସାନ ଘରେ ଲୁଚି ରହିଥିବା ଖବର କମିଶନ ରେଟ ପୋଲିସ ଜାଣିବାକୁ ପାଇଥିଲା ସେତେ ବେଳେ ଜଗବନ୍ଧୁ କୁ ମାଡି ବସିଥିଲା କମିଶନ ରେଟ ପୋଲିସ ।

ତେବେ ଏମିତି ରେ ଅର୍ଚ୍ଚନା ଙ୍କ ପରେ ପରେ ଏବେ ଜଗବନ୍ଧୁ ଙ୍କୁ ବି କମିଶନରେଟ ପୋଲିସ ଗିରୋଫ କରିବା ପରେ କେଉଁ ପ୍ରକାରର ତଦନ୍ତ ହେଉଛି ଦେଖିବାକୁ ବାକି ରହିଲା । ତେବେ ବନ୍ଧୁଗଣ ଏହି ପରି ଘଟଣା ରେ ଏହି ଦୁଇ ସ୍ୱାମୀ ସ୍ତ୍ରୀ ଙ୍କୁ କେଉଁ ପ୍ରକାରର ଦଣ୍ଡ ମିଳିବା ଉଚିତ ନିଶ୍ଚିତ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *