ବଡ଼ ବଡ଼ିଆଙ୍କ କାଳ ହେଲା ପେଟ ତଳର ଭୋକ !!

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଅର୍ଚ୍ଚନା ନୁହେଁ ପେଟ ତଳର ଭୋକ କଲା ବଦନାମ ତେବେ ବନ୍ଧୁଗଣ ଏହି ନାମଟି ଏବେ ସଂମ୍ପର୍ଣ୍ଣ ଚର୍ଚ୍ଚାରେ । ବନ୍ଧୁଗଣ ପ୍ରତିଦିନ ଅର୍ଚ୍ଚନା ନାଗ ଙ୍କ ସଂମ୍ପର୍କ ରେ ଘନଘନ ଖବର ପ୍ରସାରଣ ହେଉଛି । ଏକ ଗାଁ ରୁ ଆସି ଭୁବନେଶ୍ୱର ରେ ନିଜର କଳା ସାମ୍ରାଜ୍ୟ ବିସ୍ତାର କରିଥିବା ଏହି ଅର୍ଚ୍ଚନା । ତେବେ ଏହି ଅର୍ଚ୍ଚନା ଙ୍କ କଳାସାମ୍ରାଜ୍ୟ ପାଇଁ ଦାୟୀ କିଏ ।

ବନ୍ଧୁଗଣ ଏହାର ଉତ୍ତର ରେ କେବଳ ଏତିକି କୁହାଜାଇ ପାରେ । ବଡ ବଡିଆ ପେଟ ତରଳ ଭୋକ ବି ଅର୍ଚ୍ଚନା ଙ୍କୁ କରିଦେଇଛି କୋଟିପତି । ଅଭିଯୋଗ ଅନୁସାରେ ବଡ ବଡିଆ ଙ୍କୁ ହନି ଟ୍ରାପ ରେ ଫସେଇ ପରେ ସେମାନଙ୍କ ସଂ-ମ୍ପର୍କ ବେଳର ଫୋଟ ବା ଭିଡ଼ିଓ କରି ପରେ ସେମାନଙ୍କୁ ବ୍ଲାକମେଲ କରୁଥିଲା ଅର୍ଚ୍ଚନା ଏବଂ ପରେ ମୋଟା ଅଙ୍କର ଅର୍ଥ ଦାବି କରୁଥିଲା ।

archan

ଯଦି ଅର୍ଚ୍ଚନା ଙ୍କ ବିରୋଧ ରେ ଆସିଥିବା ଅଭିଯୋଗ ଠିକ୍ ତେବେ ତାଙ୍କ ବିରୋଧ ରେ ଦୃଢ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିବାର ଆବଶ୍ୟକତା ରହିଛି । ହେଲେ ଯେଉଁ ବଡ ବଡିଆ ବାବୁ ମାନେ ନିଜର ଯୈ-ନ ଲାଳସା କୁ ମେଣ୍ଟେଇବାକୁ ଜାଇ ଅର୍ଚ୍ଚନା ଙ୍କ ନାଗ ଫାସରେ ପଡିଗଲେ ସେମାନଙ୍କର କଣ ଭୁଲ ନଥିଲା ଏହି ସୂତ୍ରରୁ ଯଦି ଜଣେ ନଚାହିଁଥାନ୍ତା ତେବେ ତେବେ ଅର୍ଚ୍ଚନା ଙ୍କ ଫାସରେ ପଡିଥାନ୍ତା କି ଅନେକଙ୍କୁ ବି ଅର୍ଚ୍ଚନା ଫସେଇବାକୁ ଚେଷ୍ଟା କରିଥିବା ବେଳେ ବିଫଳ ମଧ୍ୟ ହୋଇଛି ।

ମାତ୍ର ଯେଉଁ ମାନେ ତା ଟ୍ରାପ ରେ ପଡିଗଲେ କେବଳ ଯୌ-ନ ଲାଳସା ପାଇଁ ବଦନାମ ହେଲେ ବୋଲି ସାଧାରଣ ରେ ଚର୍ଚ୍ଚା ହୋଇଛି । ନିଜ ସ୍ୱାମୀକୁ ଧୋକା ନଦେଇ ଲୁଚି ଲୁଚି ଅନ୍ୟ ପୁରୁଷ ସହିତ ଶା-ରୀ-ରିକ ସଂ-ମ୍ପ-ର୍କ ରଖୁନଥିଲା ଅର୍ଚ୍ଚନା ଏହି ଘଟଣା ରେ ଅର୍ଚ୍ଚନା ଙ୍କ ସ୍ୱାମୀ ଜଗବନ୍ଧୁ ବି ସୋପର୍ଟ କରୁଥିଲେ । ହେଲେ ଏଠାରେ ବଡବଡିଆ ବାବୁ ମାନେ ନିଜ ସ୍ତ୍ରୀ କୁ ଧୋକା ଦେଇ ଶା-ରୀ-ରିକ ସଂ-ମ୍ପ-ର୍କ ରଖିବାକୁ ଅର୍ଚ୍ଚନା ପାଖକୁ ଆସୁଥିଲେ କଣ ସେମାନଙ୍କୁ ବି ଦଣ୍ଡ ଦିଆଯିବାର ଆବଶ୍ୟକତା ନାହିଁ ।

Archana 1

ଏହି ସବୁ ପ୍ରଶ୍ନ ଏବେ ସାଧାରଣ ରେ ଉଙ୍କି ମାରୁଛି । ତେବେ ଜାହା ସୁଣିବା ପାଇଁ ମିଳୁଛି ଅନେକ ନେତା ମନ୍ତ୍ରୀ ଫିଲ୍ମ ପ୍ରୋଜଜକ ଙ୍କ ସମେତ ଆହୁରି ବଡ ବଡ ଲୋକ ମାନେ ଏହିଥିରେ ସାମିଲ ରହିଥିବା ବେଳେ ଏମାନଙ୍କୁ ଆଗାମୀ ସମୟ ରେ ଆଇନ ଦ୍ୱାରା କେଉଁ ପ୍ରକାରର ଦଣ୍ଡ ମିଳୁଛି ଦେଖିବାକୁ ବାକି ରହିଲା ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *