ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ସମସ୍ତ ଙ୍କ ମନରେ ଏହି ପ୍ରଶ୍ନ ନିଶ୍ଚିତ ଭାବେ ରହିଥାଏ କି କଣ ପାଇଁ ପ୍ରଗ୍ନେନସି ରହୁନାହିଁ । ଏହାର କାରଣ କଣ ହୋଇଥାଇ ପାରେ ଏହି ସମସ୍ୟା କୁ ନେଇ ଅନେକ ଅଧିକାଶଂ ସମୟ ରେ ଚିନ୍ତାରେ ରହିଥିବାର ଦେଖିବା ପାଇଁ ମିଳନ୍ତି । ଯାହା ଫଳ ରେ ଅନେକ ମହିଳା ମାନେ ମେଡିସିନ ସେବନ କରିବାରେ ମଧ୍ୟ ଦେଖା ଦେଇଥାନ୍ତି ।
ହେଲେ ଏହା ପରେ ବି ଯଦି ଗର୍ଭ ରହୁନାହିଁ । ଏହି ସମୟ ର ଆପଣ ମାନେ ଟିକେ ଛୋଟ ଜିନିଷ ଉପରେ ଧ୍ୟନ ଦିଅନ୍ତୁ । ଜାହାକୁ ଫୋଲ କରିବା ଦ୍ୱାରା ଆପଣ ମାନେ ଅତି ସହଜ ରେ ମାଆ ହୋଇପାରିବେ । ତେବେ ବନ୍ଧୁଗଣ ବହୁତ ସମୟ ରେ ମହିଳା ମାନେ ଭାବିଥାନ୍ତି କି ତାଙ୍କର ସଂ-ମ୍ଭୋ-ଗ କରିବା ସମୟ ରେ ତାଙ୍କର ସ୍ୱାମୀ ଙ୍କ ବି-ର୍ଯ୍ୟ ତାଙ୍କ ଠାରେ ରହୁ ନାହିଁ । ଏବଂ ତାହା ବାହାର କୁ ବାହାରି ଆସେ । ତୋ ଏମିତି କଣ ପାଇଁ ହୋଇଥାଏ ଏହାକୁ ରୋକିବା ବିଷୟ ରେ ଆଲୋଚନା କରିବା ।
ତେବେ ବନ୍ଧୁଗଣ ଏହା ଏକ ଛୋଟ ସମସ୍ୟା ନୁହେଁ । ଯଦି ଆପଣଙ୍କ ବି-ର୍ଯ୍ୟ ତାଙ୍କ ଠାରେ ରହିବ ନାହିଁ । ତେବେ ଆପଣ କେବେବି ମାଆ ହୋଇ ପାରିବେ ନାହିଁ ।
ମହିଳା ମାନଙ୍କ ଏମିତି ଅସୁବିଧା କଣ ପାଇଁ ହୁଏ ।
ବହୁତ ସମୟ ରେ ଏମିତି ଦେଖିବା ପାଇଁ ମିଳେ କି ମହିଳା ମାନଙ୍କ ସର୍ଭିକାଲ ଲେନଥ ବହୁତ ଛୋଟ ହୋଇଥାଏ । ଯାହା ଫଳରେ କଣ ହୁଏ ନାଁ ଯେତେ ବେଳେ ଆପଣ ଙ୍କ ସ୍ୱାମୀ ଙ୍କ ବି-ର୍ଯ୍ୟ ଭିତର କୁ ଯାଏ । ତାହା ସଂଙ୍ଗେ ସଂଙ୍ଗେ ବାହାରି ଆସେ । ଦର୍ଶକ ବନ୍ଧୁ ଆପଣଙ୍କ ଶରୀରରେ ଏମିତି କିଛି ସ୍ଥାନ ନାହିଁ ଯେଉଁଠାରେ ଆପଣଙ୍କ ସ୍ୱାମୀ ଙ୍କ ବୀ-ର୍ଯ୍ୟ ଗଛିତ ହେଇ ରହିପାରିବ । ତେଣୁ ଯଦି 20 ପ୍ରତିଶତ ବି ବୀ-ର୍ଯ୍ୟ ଆପଣଙ୍କ ଶରୀର ରେ ରହିପାରିବ ତାହାଲେ ଆପଣ ମାଆ ହେଇପାରିବେ । କାରଣ ବି-ର୍ଯ୍ୟର ବେଗ ବହୁତ ଅଧିକ ହୋଇଥାଏ ।
ତେଣୁ ଏହି ସମୟ ରେ ବହୁତ ସଂଖ୍ୟକ ବି-ର୍ଯ୍ୟ ବାହାର କୁ ଆସିଥାଏ । ଏହି ସମୟରେ ଆପଣଙ୍କର ଧଳା ଅଠାଳିଆ ଅଂଶ ବାହାରି ଆପଣଙ୍କର ସ୍ୱାମୀଙ୍କ ର ବୀ-ର୍ଯ୍ୟ ଆପଣଙ୍କର ଭିତରରକୁ ଯିବା ସମୟରେ ଏହା ଆପଣଙ୍କ ସ୍ୱାମୀ ଙ୍କ ବୀ-ର୍ଯ୍ୟ ରେ ପହଁରି ଟ୍ୟୁବ ରେ ଯାଇ ପହଞ୍ଚି ଥାଏ ଯାହା ଦ୍ୱାରା ଆପଣ ଗର୍ଭବତୀ ହେଇଥାନ୍ତି । ତେବେ ଏହି ଭଳି ସମସ୍ୟା ରୁ ଆପଣ ମାନେ ମୁକ୍ତି ପାଇବା ପାଇଁ ଯେଉଁ ମହିଳା ମାନଙ୍କର ସର୍ଭିକାଲ ଲେଥନ ବହୁତ ଛୋଟ ହୋଇଥାଏ । ଜାହା ଦ୍ୱାରା ଆପଣଙ୍କ ସ୍ୱାମୀ ଙ୍କ ବୀ-ର୍ଯ୍ୟ ଆପଣଙ୍କ ଠାରେ ପହଁଚି ପାରେ ନାହିଁ ।
ତେବେ ଏହି ସମୟ ରେ ଆପଣ ମାନେ ଗୋଟେ କାମ କରନ୍ତୁ ନିଜର ପୋଜିସନ କୁ ପରିବର୍ତନ କରନ୍ତୁ । ଯେଉଁ ସମୟରେ ସଂ-ମ୍ଭୋ-ଗ କରୁଛନ୍ତି ସେହି ସମୟ ରେ ଆପଣ ମାନେ ଗୋଡ ପାଖରେ ଏକ ତକିଆ ଟେ ରଖନ୍ତୁ ଏହା କରିବା ଦ୍ୱାରା ଆପଣ ମାନଙ୍କ ଉଚ୍ଚତା ବଢିବା ସହିତ ଆପଣଙ୍କ ସ୍ୱାମୀ ଙ୍କ ବୀ-ର୍ଯ୍ୟ ବାହାର କୁ ନଆସି ସେମିତି ଭିତର କୁ ଯାଏ । ଯାହା ଫଳ ରେ ଆପଣ ମାନେ ମାଆ ହେବାର ସମ୍ଭାବନା ଅଧିକ ପରିମାଣ ରେ ରହିଥାଏ । ସେହି ପରି ବନ୍ଧୁଗଣ ଆପଣ ମାନେ ଏହାର ଧ୍ୟନ ରଖିବେ କେବେବି ସ-ମ୍ଭୋ-ଗ କରିବା ସମୟ ରେ ଛିଡା ହୋଇ ସଂ-ମ୍ଭୋ-ଗ କରିବେ ନାହିଁ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।