ଅର୍ଚ୍ଚନାର ମେ ଫେୟାର ହୋଟେଲ୍ ମାଲିକ ଦିଲ୍ଲୀପ ରାୟଙ୍କ ସହ ଅଛି କି ସମ୍ପର୍କ? | Archana Nag

Archana Nag

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଏହି ଫୋଟ କୁ ଦେଖନ୍ତୁ ୟେଉଁଥିରେ ଅର୍ଚ୍ଚନା ଛିଡା ହୋଇଥାନ୍ତି ଦିଲ୍ଲୀପ ରାୟ ଙ୍କ ସହିତ ତେବେ ଦିଲ୍ଲୀପ ରାୟ ମେଫେୟାର ହୋଟେଲ ଏବଂ ଇଣ୍ଡଷ୍ଟ୍ରୀର ମାଲିକ ଅଟନ୍ତି । ତାହା ସହିତ ସେ ଜଣେ ସାଂସଦ ଏବଂ ଜଣେ ବିଧାୟକ ବି ରହିସାରିଛନ୍ତି । ତେବେ ରାଉରକେଲା ରୁ ଛିଡା ହୋଇଥିବା ଦିଲ୍ଲୀପ ରାୟ । ତେବେ ସେ କାହିଁକି ଅର୍ଚ୍ଚନା ଙ୍କ ସହିତ ଫୋଟ ଉଠେଇଲେ ମେଫେୟାର ହୋଟେଲ କୁ ଅନେକ ସମୟ ରେ ଯିବା ଆସିବା କରିଛନ୍ତି ତାଙ୍କ ସ୍ୱାମୀ ଏବଂ ଅର୍ଚ୍ଚନା ଜାହା ଏବେ କାହାକୁ ଅଛପା ନାହିଁ ।

ତେବେ ବଡ ବଡିଆ ଲୋକ ମାନଙ୍କୁ ଫସାଉଥିଲେ ଅର୍ଚ୍ଚନା ଯେଉଁଥିରେ ଅନେକ ରାଜନେତା ଙ୍କ ଠାରୁ ଆରମ୍ଭ କରି ଫିଲ୍ମ ପ୍ରଜୋଜକ ଙ୍କର ନାମବି ବାହାରିଥିଲା । ତେବେ କଣ ଏହା ସଂନ୍ଦେହ ସୃଷ୍ଟି କରୁଛି ତେବେ ଦିଲ୍ଲୀପ ରାୟ ଙ୍କୁ ବି ଫସେଇବା ପାଇଁ ଚେଷ୍ଟା କରୁଥିଲେ କି ଅର୍ଚ୍ଚନା । ଅନ୍ୟ ପଟେ ଏହା ପୂର୍ବରୁ ମଧ୍ୟ ଗୋଟେ ଖବର ଆସିଥିଲା ଯେ ରାଉରକେଲାର ଜଣେ ପ୍ରତିଷ୍ଟ ବ୍ୟବସାୟୀ ଙ୍କୁ ଫସେଇ ଥିଲେ ଅର୍ଚ୍ଚନା ଏବଂ ତାଙ୍କର ସ୍ୱାମୀ ଜଗବନ୍ଧୁ ଆଉ ଭିଡ଼ିଓ କ୍ଲିପ୍ସ ପ୍ରତିବଦଳରେ ଦୁଇ କୋଟି ଟଙ୍କା ଦାବି କରିଥିଲେ ।

Archana

ଆଉ ଏହା ପରେ ଜଗବନ୍ଧୁ ଙ୍କ ଉପର କୁ ଗୁଳି ମାଡ କରାଜାଇଥିଲା ଜାହା ତାଙ୍କ ବେକ ପାଖ ଦେଇ ଚାଲିଜାଇଥିଲା । ତେବେ ଏହା ମଧ୍ୟ ଗଣମାଧ୍ୟମ ରେ ଖବର ପ୍ରସାରିତ ହୋଇସାରିଛି । ତେବେ ଅର୍ଚ୍ଚନା ନିଜର ମାୟା ଜାଲରେ ଅନେକ ଜଣଙ୍କୁ ଫସେଇବା ପାଇଁ ଚେଷ୍ଟା କରିଛନ୍ତି । ଏଠାରେ ଗୋଟିଏ ପ୍ରଶ୍ନ ଯେ ହୋଟେଲ ତ ସମସ୍ତେ ବୁଲିବାକୁ ଜାଆନ୍ତି । ହେଲେ ହୋଟେଲ ର ମାଲିକ ଏବଂ ଜଣେ ପ୍ରତିଷ୍ଟିତ ବ୍ୟକ୍ତି କାହିଁକି ଗୋଟେ ଝିଅ ସହ ଏମିତି ଫୋଟ ଉଠେଇବ ଯିଏକି ସମସ୍ତ ଙ୍କୁ ଏମିତି ବ୍ଲାକ୍ ମେଲ କରିଚାଲିଛି ।

କୁହାଯାଏ ଇଲାଇଟ କ୍ଲବ୍ ରେ ସମସ୍ତେ ସମସ୍ତ ଙ୍କ କଥା ଜାଣିଥାନ୍ତି । ତେବେ ବଡ ବଡିଆ କ୍ଲବ୍ ରେ ସମସ୍ତେ ଜାଣନ୍ତି କାହାର ଗୁମର କଣ ଅଟେ ଏହି ସବୁ ମଧ୍ୟରେ ଅର୍ଚ୍ଚନା ଙ୍କ ଭଳି ଝିଅ ଯିଏ ସମସ୍ତ ଙ୍କୁ ଫସଉଛି ତାହା ସହିତ କାହିଁକି ଛିଡା ହୋଇଥିଲେ ଦିଲ୍ଲୀପ ରାୟ ତେବେ କଣ କିଛି କନେକ୍ସନ ରହିଛି କି ମେଫେୟାର ହୋଟେଲ ସହିତ ଅର୍ଚ୍ଚନା ଙ୍କର ନା ଅର୍ଚ୍ଚନା ଜାଣଇ ସୁଣି ଦିଲ୍ଲୀପ ରାୟ ଙ୍କୁ ଏମିତି ବଦନାମ କରିବା ପାଇଁ ଏମିତି ସଢଯନ୍ତ୍ର ସାଜିଛନ୍ତି ତାହା ଦେଖିବାକୁ ବାକି ରହିଲା ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *