ପ୍ରତିଶୋଧ ନେଲା ଭାରତ । ପାକିସ୍ତାନ ବିରୋଧରେ ଗର୍ଜିଲା ବିରାଟଙ୍କ ବ୍ୟାଟ୍ । ଦେଶକୁ ଦେଲେ ଦୀପାବଳି ଉପହାର ।

Virat

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଖାସ ଖବର ନେଇ କରି ଆସିଛୁ ଯାହା ଆପଣ ମାନଙ୍କ ର ଜାଣିବା ନିହାତି ଦରକାର । ତେବେ ବନ୍ଧୁଗଣ ପ୍ରତିଶୋଦ୍ଧ ନେଲା ଭାରତ । ପାକିସ୍ଥାନ ବିରଦ୍ଧ ରେ ଗର୍ଜିଲା ବିରାଟ ଙ୍କ ର ବ୍ୟାଟ । ସଂଘର୍ଷ ପୁର୍ଣ୍ଣ ମ୍ୟାଚ୍ଚ ରେ ଭାରତକୁ ପିନ୍ଧାଇଲେ ବିଜୟ ର ଟିକା । ଦେଶକୁ ଦେଲେ ଦୀପାବଳି ଉପହାର , ଟି ଟ୍ୱେଣ୍ଟି ବିଶ୍ୱକପ ରେ ପାକିସ୍ଥାନ କୁ 4 ୱେକେଟ ରେ ହରାଇ ଦେଇଛି ଟିମ ଇଣ୍ଡିଆ ।

ମେଲବନ ରେ ଖେଳାଯାଇଥିବା ଏହି ହାଇ ଭୋଲଟେଜ ମ୍ୟାଚ୍ଚ ରେ ଭାରତ ଟଚ୍ ଜିତି ପ୍ରଥମେ ବୋଲିଙ୍ଗ କରିବାକୁ ନିଷ୍ପତି ନେଇଥିଲା ଆଉ ପ୍ରଥମେ ବ୍ୟାଟିଙ୍ଗ କରିଥିବା ପାକିସ୍ଥାନ 8 ୱେକେଟ ହରାଇ 159 ରନ ସଗ୍ରହ କରି ପାରିଥିଲା । ପେସ ବୋଲର ଙ୍କୁ ଶୁଆଉଥିବା ଏହି ପିଚ୍ ରେ ବିପଦ ଜନକ କୁହାଯାଉଥିବା ପାକିସ୍ଥାନ ର ଅପନିଙ୍ଗ ଯୋଡି ଅଭିନାୟକ ବାବର ଆଜଦ ଏବଂ ମହମଦ ରିଜୁୱାନ ବେଶେଷ କିଛି କରି ପାରିନଥିଲେ ।

ରଜୁୱାନ 12 ଟି ବଲ୍ ଖେଳି 4 ରନ୍ କରିଥିବା ବେଳେ ବାବର ଖାତା ଖୋଲି ପାରିନଥିଲେ । ଏହି ଦୁର୍ଦଶ ବ୍ୟାଟିଙ୍ଗ ଯୋଡିକୁ ସ୍ୱିକାର କରିଥିଲେ ଅର୍ଶଦୀପ ସିଂ । ତେବେ ସାନ ମାସୁଦ ସର୍ବାଧିକ 52 ରନ କରି ଅପରାଜିତ ରହିଥିବା ବେଳଏ ଇଥିକାର ଅହମଦ 51 ରନ କରି ସ୍ଥିତି ସମ୍ଭାଳି ନେଇଥିଲେ । ଦଳର 6 ଜଣ ବ୍ୟାଟର ଦୁଇ ଅଙ୍କ ଛୁଇଁ ପାରି ନଥିଲେ ଭାରତ ପକ୍ଷରୁ ଅର୍ଶଦୀପ ଏବଂ ଦାର୍ଦିକ ପାଣ୍ଡିଆ 3 ଟି ଲେଖାଏଁ ୱେକେଟ ହାସଲ କରିଥିବା ବେଳେ , ଭୂବନେଶ୍ୱର କୁମାର ଏବଂ ମହମଦ ସାମି ଗୋଟିଏ ଲେଖାଏ ୱେକେଟ ଭାଗ କରିଥିଲେ ।

Kohli 1

ଯବାବ ରେ 160 ରନ୍ ର ବିଜୟ ଲକ୍ଷ୍ୟ ନେଇ ପଡିଆ କୁ ଉହ୍ଲାଇ ଥିବା ଭାରତୀୟ ଦଳ ପ୍ରଥମରୁ ହିଁ ବିପର୍ଯ୍ୟୟର ସ୍ୱିକାର ହୋଇଥିଲା ଅପନର କେ.ଏଲ ରାହୁଲ ଏବଂ ରୋହିତ ଶର୍ମା ଉଭୟ 4 ରନ୍ ଲେଖାଏଁ କରି ଆଉଟ ହୋଇଥିଲେ । ତେବେ ତିନି ନମ୍ବର ରେ ବ୍ୟାଟିଙ୍ଗ କରୁଥିବା ବିରାଟ କୋହଲି , ମଇଦାନ କୁ ଆସିବା ପରେ ପାକିସ୍ଥାନି ବଲର ଙ୍କ ଉପରେ ପାଲଟା ଆକ୍ରମଣ ଆରମ୍ଭ କରିଦେଇଥିଲେ ।

ସୂର୍ଯ୍ୟ କୁମାର ଯାଦବ ଙ୍କୁ ସାଥୀ କରି ଦଳ ର ସ୍କର କୁ ଆଗେଇ ନଉଥିବା ବେଳେ ମାତ୍ର 15 ରନ୍ କରି ଆଉଟ ହୋଇଥିଲେ ସୂର୍ଯ୍ୟ କୁମାର ଯାଦବ । ପରେ ପରେ ମଇଦାନ କୁ ଆସିଥିବା ଅଲରାଉଣ୍ଡର ଅକ୍ଷୟ ପଟେଲ ମଧ୍ୟ ମାତ୍ର 2 ରନ କରି ରନ୍ ଆଉଟ ହୋଇଥିଲେ ।

Kohli

ମାତ୍ର 31 ରନ୍ ରେ 4 ଟି ୱେକେଟ ହରାଇ ଦେଇଥିଲା ଦଳ ତେବେ ଏହା ପରେ ବ୍ୟାଟିଙ୍ଗ କରିବାକୁ ଆସିଥିବା ହାର୍ଦିକ ପାଣ୍ଡିଆ , କୋହଲି ଙ୍କୁ ଦେଇଥିଲେ ଉପଯୁକ୍ତ ସହାୟତା  । 37 ବଲ ରୁ 40 ରନ୍ କରି ପାଣ୍ଡିଆ ଆଉଟ ହେବା ବେଳକୁ ଦଳ ଏକ ସୁରକ୍ଷିତ ସ୍ଥିତି ରେ ପହଞ୍ଚିଯାଇଥିଲା , ତେବେ ଶେଷ ବଲ ପର୍ଯ୍ୟନ୍ତ ମ୍ୟାଚ୍ଚ ରେ ଉତକଣ୍ଠା ଭରି ରହିଥିଲା ଏବଂ ଶେଷ ବ ଖେଳିବାକୁ ଆସିଥିବା ରବି ତ୍ନଦ୍ରନ ଅସ୍ୱିନ ସିଂଙ୍ଗଲ ରନ୍ ନେଇ ଦଳକୁ ବିଜୟୀ କରାଇଛନ୍ତି ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *