ଝାରପଡ଼ା ଜେଲରେ ସୁନ୍ଦରୀ ଅର୍ଚ୍ଚନା ଖୋଲିବ ମୁଁହ, କହିବ ସବୁ ବଡ ବଡ଼ିଆଙ୍କ ନାଁ, Kie କିଏ ସବୁ ଆସୁଥିଲେ, ଆଉ ଭିଡ଼ିଓ ସବୁ… ଦେଖନ୍ତୁ ପୁରା ଖବର

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ସୁନ୍ଦରୀ ଅର୍ଚ୍ଚନା ମାମଲା ରେ ଅଧିକ ଅନୁସନ୍ଧାନ କରିବା ପାଇଁ ଖୁବ ଶୀଘ୍ର ପୋଲିସ ଜେଲ ରେ ପହଁଚି ପାରେ । ତେବେ ଝାଡପଡା ଜେଲ କୁ ନେଇ ପଚରା ଉଚୁରା କରିପାରେ ପୋଲିସ । ଅର୍ଚ୍ଚନା ଠାରୁ ଅଧିକ ତଥ୍ୟ ସଂଗ୍ରହ କରିବା ପରେ ପୋଲିସ ତାର ତଦନ୍ତ କୁ ଆଗକୁ ବଢେଇବ । ଏବଂ ଆସନ୍ତା 2 ରୁ 3 ଦିନ ମଧ୍ୟରେ ଖଣ୍ଡଗିରି ଥାନା ପୋଲିସ ଙ୍କର ଏକ ସ୍ୱତନ୍ତ୍ର ଟିମ୍ ଝାଡପଡା ଜେଲ ଯିବାର ଚର୍ଚ୍ଚା ହୋଇଛି ।

ଆଉ ଏହି ପରି କିଛି ଚର୍ଚ୍ଚା କିଛି ଚର୍ଚ୍ଚା ହେବାପରେ ଜନ ମାନସରେ କଥା ଉଠୁଛି କି କାହିଁକି ଅର୍ଚ୍ଚନା ପ୍ରତି ଏତେ ସିମ୍ପାଥି କାହିଁକି ଅର୍ଚ୍ଚନାଙ୍କୁ ଭିଡିଓ କଲ୍ ରେ ହାଜର କରାଗଲା କୋର୍ଟକୁ ନିଆଗଲା ନାହିଁ ଆଉ ଆଜି କାହିଁକି ଅର୍ଚ୍ଚନା ଙ୍କୁ ରିମାଣ୍ଡରେ ପୋଲିସ ନ ଆଣି ପୋଲିସ ନିଜେ ଜେଲ୍ କୁ ଯାଇ ପଚରା ଉଚରା କରିବ ଏମିତି ଅନେକ ଗୁଡ଼ିଏ ପ୍ରଶ୍ନ ଜନସାଧାରଣରେ ଉଙ୍କି ମାରୁଥିବା ବେଳେ ଆଇନଜୀବୀ ଭୂମକେସ ତ୍ରିପାଠୀ ଙ୍କ କହିବା କଥା ଅର୍ଚ୍ଚନାଙ୍କୁ ପୋଲିସ୍ କୋର୍ଟରେ ହାଜର ନ କରାଇବାର କେତେ ଗୁଡିଏ କାରଣ ରହିଛି ଯେଉଁଥି ପାଇଁ ପୋଲିସ୍ ଏତେ ରିକ୍ସ ନେବାପାଇଁ ଚାହୁଁନାହିଁ ।

archan

ତେବେ ପ୍ରଥମ କାରଣ ହେଲା ଯେହେତୁ ଏହି ଘଟଣା ବିପୁଳ ପରିମାଣ ରେ ଗଣମାଧ୍ୟମରେ ପ୍ରକାଶିତ ହେଉଛି । ସେହିଥି ପାଇଁ ସାଧାରଣ ଲୋକ ମାନେ ଅର୍ଚ୍ଚନା ଙ୍କୁ ଙ୍କୁ ଦେଖିବା ପାଇଁ ଭୀଡ ଜମାଇବେ । ଆଉ ଏହି ପରିସ୍ଥିତି ରେ କୋର୍ଟ ଚାଲାଣ ସମୟ ରେ କିମ୍ବା ରିମାଣ୍ଡ ରେ ନେବା ସମୟ ରେ ଆଇ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇପାରେ ଆଉ ସେହିଥି ପାଇଁ ପୋଲିସ ଅଡୁଆ ପରିସ୍ଥିତି ରେ ପଡିବ । ଜାହାକୁ ଦୃଷ୍ଟିରେ ରଖି ଅର୍ଚ୍ଚନା ଙ୍କୁ ଜେଲ ଭିତରୁ ବାହାର କରାଜାଉ ନାହିଁ ।

ଏହା ସହିତ ଅର୍ଚ୍ଚନା ଙ୍କର ବୋହୁତ ବଡ ବଡ ଲୋକଙ୍କ ସହ ତାଙ୍କର ସୁସମ୍ପର୍କ ଥିଲା ଯଦି କୋର୍ଟ ଚାଲାଣ ବେଳେ ଅର୍ଚ୍ଚନା ମୁହଁ ଫିଟାଇ ଦିଅନ୍ତି ତେବେ ସେମାନେ ବଦନାମ ହୋଇଯିବାର ଆଶଙ୍କା ରହିଛି ଆଉ ସେଥିପାଇଁ ପୋଲିସ ଅର୍ଚ୍ଚନାଙ୍କୁ ବାହାରକୁ ଆଣିବାକୁ ଚାହୁଁନାହିଁ । ଆଉ ଅନ୍ୟ କାରଣଟି ହେଉଛି ଅର୍ଚ୍ଚନାଙ୍କ ଜୀବନ ପ୍ରତି ଥିବା ବିପଦ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ମାମଲା ସାମ୍ନାକୁ ଆସିବା ପରେ ଅନେକଙ୍କ ଛାତି ଏବେ ଉଠୁଛି ଆଉ ପଡୁଛି ।

archana nag 1

ସେହିଥି ପାଇଁ କାଳେ ସେମାନଙ୍କ ଭିଡ଼ିଓ ଭାଇରଲ ହୋଇଯିବ ସେହିଥି ପାଇଁ ସେମାନେ ଚିନ୍ତାରେ ରହିଛନ୍ତି । ସେହିଥି ପାଇଁ କୋର୍ଟ ଚାଲାଣ ବା ରିମାଣ୍ଡ ଆଣିବା ସମୟରେ ସବୁ ପ୍ରମାଣ କୁ ନଷ୍ଟ କରିବା ପାଇଁ ଅର୍ଚ୍ଚନା ଙ୍କୁ କେହି ଆକ୍ରମଣ ବି କରିପାରେ । ସେହିଥି ପାଇଁ ଜେଲ ଭିତରେ ହିଁ ଅର୍ଚ୍ଚନା ଙ୍କୁ ପଚରା ଉଚୁରା କରିବା ପାଇଁ କହୁଛି ପୋଲିସ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *