‘ମୁଁ ସିନେମା ଦେଖିବା ଲୋକ ନୁହେଁ କିନ୍ତୁ ମୋ ବୋହୂର ସିନେମା ଦେଖିବାକୁ ଆସିଛି, କାରଣ ମୋ ବୋହୁ ବହୁତ…’ Jhllik ଙ୍କ ପାଇଁ କଣ କହିଲେ ଶ୍ଵଶୁର ପ୍ରଫୁଲ୍ଲ ଘଡାଇ

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଦର୍ଶକ ବନ୍ଧୁ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ଅବସ୍ଥା ବର୍ତମାନ ସମୟ ରେ ବହୁତ ଜଟିଳ ରହିଥିବା ବେଳେ । କପି ପେଷ୍ଟ କାମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରୀ କୁ ବହୁତ ମହଙ୍ଗା ପଡୁଛି । ଓଡିଆ ଫିଲ୍ମ କୁ ବର୍ତମାନ ସମୟ ରେ ହଲ ମିଳୁନାହିଁ । ଆଉ ଏହାରି ମଧ୍ୟ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ର ଲୋକ ପ୍ରିୟ ଅଭିନେତ୍ରୀ ଝିଲିକ ଭଟ୍ଟାଚାର୍ଜ୍ୟ । ଗୋଟିଏ ବଡ ରସ୍କ ନେଇଛନ୍ତି ।

ତେବେ ଆପଣ ମାନେ ବହୁତ ଭଲ ଭାବେ ଜାଣିଥିବେ ଓଡିଆ ଫିଲ୍ମ ରେ ରୁଦ୍ରାଣୀ ସିନେମା ର ସୁଟିଂ ରେ ବର୍ତମାନ ସମୟ ରେ ଝିଲ୍ଲୀକ ଭଟ୍ଟାଚାର୍ଯ୍ୟ ବହୁତ ପରିମାଣ ରେ ବ୍ୟସ୍ତ ରହିଛନ୍ତି । ତେବେ ଆଜି ଝିଲିକ ଙ୍କ ନୂଆ ଫିଲ୍ମ ରୁଦ୍ରାଣୀ କୁ ଦେଖିବା ପାଇଁ ବହୁତ ସଂଖ୍ୟକ ଲୋକ ମାନେ ହଲ ମାନଙ୍କରେ ଭିଡ ଜମାଉଛନ୍ତି । ତେବେ ଆଜି ଏହି ଫିଲ୍ମ ଦେଖିବା ପାଇଁ ଝିଲ୍ଲାକ ଙ୍କ ସ୍ୱାମୀ ଡାନୀ ବି ଆସିଛନ୍ତି । ଏହା ସହିତ କେବଳ ଡାନୀ ନୁହଁନ୍ତି ବରଂ ତାଙ୍କର ଶାଶୁ ଏବଂ ଶସୁର ମଧ୍ୟ ଏହି ଫିଲ୍ମ ଦେଖିବା ପାଇଁ ଏଠାରେ ଉପସ୍ଥିତ ରହିଥିଲେ ।

jilik

ତେବେ ଏଠାରେ ଝିଲିକ ଙ୍କ ଶସୁର ନିଜର ବୋହୁଙ୍କ ଫିଲ୍ମ ରିଲିଜ କୁ ନେଇ ବହୁତ ଖୁସୀରେ ରହିଛନ୍ତି । ତେବେ ଏହି ଫିଲ୍ମ କୁ ନେଇ ମଧ୍ୟ ସେ ଏକ ବହୁତ ବଡ ବାଇଟ ଦେଉଥିବାର ମିଡିଆ ସାମ୍ନାରେ ଦେଖିବା ପାଇଁ ମିଳିଛି । ତେବେ ଆମେ ଆପଣ ମାନଙ୍କୁ ଏଠାରେ ସେ କଣ ବାଇଟ ରଖିଲେ ସେହି ବିଷୟ ରେ ଆଲୋଚନା କରିବା ପାଇଁ ଯାଉଛୁ ।

ପ୍ରଥମ କଥା ହେଲାକି ଏହି ଫିଲ୍ମ ନାରୀ ମାନଙ୍କୁ ନେଇ ହେଇଛି ଆଉ ଏହି ଫିଲ୍ମଟି ସମାଜକୁ ଏକ ଭଲ ବାର୍ତ୍ତା ଦେଇଛି । ମୁଁ ଏହି ଫିଲ୍ମ ପାଇଁ ବହୁତ ଖୁସି ମଧ୍ୟ ରହିଛି କାରଣ ନାରୀ ନ ଜାଗିଲେ ଦେଶ ଜାଗିବ ନାହିଁ । ସେଥିପାଇଁ ନବୀନ ପଟ୍ଟନାୟକ ସରକାର ରେ ନାରୀ ଜାଗରଣ ପାଇଁ, ନାରୀ ସଚେତନ ପାଇଁ, ନାରୀଙ୍କ ବିକାଶ ପାଇଁ ମିସନ ଶକ୍ତି ଭଳି ଯୋଜନା ଗଢିଛନ୍ତି ଆଉ ବହୁ ଅର୍ଥ ମଧ୍ୟ ଦେଉଛନ୍ତି ।

sasora

ପୁରୁଷ ଏବଂ ସ୍ତ୍ରୀ ଉଭୟ ସମାଜରେ ଉନ୍ନତ ହେବା ଦରକାର ସମାଜକୁ ସବୁ ସମୟରେ ଦୃଢ କରିବା ପାଇଁ । ଆମେ ବୋହୂ ମାନଙ୍କୁ ଝିଅ ଭଳିଆ ଦେଖନ୍ତି ଝିଅ-ବୋହୂ ମଧ୍ୟରେ କିଛି ଭେଦ ଭାବ ଆମେ ମାନେ ଦେଖିବା ଉଚିତ ନୁେହଁ । ମୁଁ ସିନେମା ଦେଖିବା କଥା ନୁହେଁ କି ସିନେମା ହଲକୁ ଆସିବା କଥା ନୁହେଁ ହେଲେବି ମୋ ବୋହୁ ଅଭିନୟ କରୁଛି ତେଣୁ ଏହି ଫିଲ୍ମରେ ମୋ ବୋହୂର ଅନୁରୋଧରେ ଦେଖିବା ପାଇଁ ଆସିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *