ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଖାସ ଖବର ନେଇ କରି ଆସିଛୁ ଯାହା ଆପଣ ମାନଙ୍କ ର ଜାଣିବା ନିହାତି ଦରକାର । ତେବେ ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣିଥିବେ କି ଭାରତୀୟ ଷ୍ଟ୍ୟାଟ ବ୍ୟାଙ୍କ ହେଉଛି ସବୁଠାରୁ ବଡ ବ୍ୟାଙ୍କ । ତେବେ ଏହା ସହ ଭାରତୀୟ ଷ୍ଟ୍ୟାଟ ବ୍ୟାଙ୍କ ତାର ଗ୍ରାହକ ମାନଙ୍କୁ ଖୁସି କରାଇବା ନେଇ ସେ ସବୁବେଳେ କିଛି ନା କିଛି ନୂଆ ନୂଆ ଅଫର ଆଣିଥାଏ ।
ତେବେ ପୁଣି ଭାରତୀୟ ଷ୍ଟ୍ୟାଟ ବ୍ୟାଙ୍କ ତରଫରୁ ଏହି ପବିତ୍ର ଦୀପାବଳି ପର୍ବ ଅବସର ରେ ତାର ଗ୍ରାହକ ମାନଙ୍କ ପାଇଁ ଏକ ବଡ ଖୁସି ଖବର ଆଣିଛି । ତେବେ ବନ୍ଧୁଗଣ କଣ ସେହି ଖୁସି ଖବର ଯାହାକି ଭାରତୀୟ ଷ୍ଟ୍ୟାଟ ବ୍ୟାଙ୍କ ତାର ଗ୍ରାହକ ମାନଙ୍କ ପାଇଁ ଆଣିଛି ତାହା ଜାଣିବା ପାଇଁ ହେଲେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ ।
ତେବେ ବନ୍ଧୁଗଣ ଭାରତୀୟ ଷ୍ଟ୍ୟାଟ ବ୍ୟାଙ୍କ ଅର୍ଥାତ ଏସବିଆ ରେ ତ ଆପଣ ମାନଙ୍କ ର ସମସ୍ତ ଙ୍କ ର ଖାତା ରହିଥିବ , ତେବେ ଏହି ପବିତ୍ର ଦୀପାବଳି ପର୍ବ ଅବସର ରେ ଭାରତୀୟ ଷ୍ଟ୍ୟାଟ ବ୍ୟାଙ୍କ ଅର୍ଥାତ ଏସବିଆ ବ୍ୟାଙ୍କ ତାର ଗ୍ରାହକ ମାନଙ୍କୁ ଉପହାର ଦେବା ପାଇଁ ତାର ଫିକ୍ସ ଡିପଜିଟ ଉପରେ ଏବେ ତାର ସୁଧ ର ହାର ବୃଦ୍ଧି କରାଇବା ପାଇଁ ଯାଉଛି ।
ତେବେ ଭାରତୀୟ ଷ୍ଟ୍ୟାଟ ବ୍ୟାଙ୍କ ଅର୍ଥାତ ଏସବିଆ ବ୍ୟାଙ୍କ ଏବେ ତାର ଏଫଡି ଉପରେ ବା ଫିକ୍ସ ଡିପଜିଟ ଉପରେ ଏବେ 0.20 ପ୍ରତିଶତ ସୁଧର ହାର ବଢାଇବ । ତେବେ ଏହା କେବଳ 10000 ଟଙ୍କା ଠାରୁ ଆରମ୍ଭ କରି 2 କୋଟି ଟଙ୍କା ଉପରେ ଦିଆଯିବ ଏବଂ ଏହା ସହ ଯେଉଁ ମାନେ ଏଫଡି ଉପରେ ବା ଫିକ୍ସ ଡିପଜିଟ ସାତ ଦିନ ରୁ ଆରମ୍ଭ କରି 7 ବର୍ଷ ପର୍ଯ୍ୟନ୍ତ ରଖିବେ ତେବେ ଏହି ସୁଧର ବୃଦ୍ଧି ହାର ସେମାନଙ୍କ ପାଇଁ ଲାଗୁ କରାଯିବ ।
ତେବେ ଯଦି ଆପଣ ମାନେ ଜଣେ ଭାରତୀୟ ଷ୍ଟ୍ୟାଟ ବ୍ୟାଙ୍କ ଅର୍ଥାତ ଏସବିଆ ବ୍ୟାଙ୍କ ର ଜଣେ ଗ୍ରାହକ ହୋଇଥାନ୍ତି ତେବେ ଆପଣ ମାନେ ଭାରତୀୟ ଷ୍ଟ୍ୟାଟ ବ୍ୟାଙ୍କ ଅର୍ଥାତ ଏସବିଆ ବ୍ୟାଙ୍କ ତରଫରୁ ଯୋଗାଇ ଦିଆଯାଇଥିବା ଉପହାର ଯାହାକି ଭାରତୀୟ ଷ୍ଟ୍ୟାଟ ବ୍ୟାଙ୍କ ତରଫରୁ ଏହି ପବିତ୍ର ଦୀପାବଳି ପର୍ବ ଅବସର ରେ ତାର ଗ୍ରାହକ ମାନଙ୍କ ପାଇଁ ଉପଲବ୍ଧ କରାଯାଉଛି ତାହା ଆପଣ ମାନେ ସହଜ ରେ ଏହି ସୁବିଧା ର ଲାଭ ଉଠାଇ ପାରିବେ ।
ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।