ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିବାହ ହେଲା ପବିତ୍ର ବନ୍ଧନ ଯାହା ଜିବନ ରେ କେବଳ ଥରେ ହୁଏ । ହେଲେ ବିବାହ ପୂର୍ବରୁ ଝିଅ ଏବଂ ପୁଅ ଙ୍କ ମଧ୍ୟରେ ତାଳ ମେଳ ଠିକ୍ ରହିବା ଆବଶ୍ୟକ ଅଟେ । ପୁଅ ଏବଂ ଝିଅ ଙ୍କ ମଧ୍ୟରେ ପରସ୍ପର ଆଲୋଚନା କରିବା ଉଚିତ । ତେବେ ବନ୍ଧୁଗଣ ଚାଣକ୍ୟ ଜଣେ ମହାନ ଜ୍ଞ୍ୟାନୀ ଥିଲେ ସେ ନିଜର ବୁଦ୍ଧି ବଳରେ ରାଜା ଚନ୍ଦ୍ର ଗୁପ୍ତ ଙ୍କୁ ଗାଦିରେ ବସେଇଥିଲେ । ତାଙ୍କ ଦ୍ୱାରା ରଚିତ ଚାଣକ୍ୟ ନୀତିରେ ଉଲ୍ଲେଖ କରାଜାଇ ଥିବା ଚାଣକ୍ୟ ନୀତିରେ ସମାଜର କଲ୍ୟାଣ ନୀହିତ ଅଟେ । ତେବେ ଚାଣକ୍ୟ ନୀତି ଅନୁସାରେ ବିବାହ ପୂର୍ବରୁ ଝିଅ ଦେଖିବା ପାଇଁ ଯିବା ସମୟ ରେ କେଉଁ ପ୍ରଶ୍ନ ପଚାରିବା ଜରୁରୀ ସେହି ବିଷୟ ରେ ଆଲୋଚନା କରିବା ।
ଝିଅ ଦେଖିବାକୁ ଯିବା ସମୟ ରେ ପ୍ରଥମ ପ୍ରଶ୍ନ ଏହାଯେ ସେ ଏହି ବିବାହରେ ରାଜି ରହିଛନ୍ତି କି ନାହିଁ । କାରଣ ଝିଅ ବିବାହ ସ୍ଥିର ପରିବାର ଲୋକ କରିଥାନ୍ତି । ଝିଅର କଥା କହିବା ଶୈଳି ଏବଂ ଭାବନା ରୁ ତାର ମନ କଥା ଜଣା ଜାଇ ଥାଏ । ତେଣୁ ଝିଅ ବିବାହ ପାଇଁ ରାଜି ରହିଛି କି ନାହିଁ ତାହା ଜାଣିବା ନିହାତି ଜରୁରୀ ଅଟେ ।
ଦ୍ୱିତୀୟ ରେ ହେଲା ଯଦି ଆପଣ ମାନେ ବିବାହ କରିବାକୁ ଝିଅ ଦେଖିବାକୁ ଯାଉଛନ୍ତି । ତେବେ ଆପଣ ଝିଅ ଭିତରେ କଣ ଦେଖୁଛନ୍ତି ଏବଂ ଯେପରିକି ଝିଅ ସୁନ୍ଦର କି ଧନୀ ପୁଅ ବା ମଧ୍ୟମ ଧରଣର ପୁଅ ପସନ୍ଦ କରନ୍ତି । ଏହା ଦ୍ଵାରା ଜୀବନ ସାଥି ବାଛିବାରେ ସହଜ ହୋଥାଏ ।
ତୃତୀୟ ପ୍ରଶ୍ନ ହେଲା ଝିଅ ପରିବାର ସହ ବା ପରିବାର ଠାରୁ ଦୂରେଇ ରହିବାକୁ ଇଚ୍ଛା କରୁଛି ତାହା ପୁଅର ଜାଣିବା ନିହାତି ଜରୁରୀ ଅଟେ । କାରଣ ପରେ ଯେପରି କୈଣସି ବିବାଦ ନ ହୁଏ । ଶେଷରେ ଝିଅକୁ ସେ କିଛି ପ୍ରଶ୍ନ କରିବାକୁ ଚାହୁଁଛି କି ନାହିଁ ତାହା ଜାଣିବା ଉଚିତ ।
ଚତୁର୍ଥ ପ୍ରଶ୍ନ ହେଲା ଚାଣକ୍ୟ ନୀତି ଅନୁସାରେ ଝିଅ ଶାକାହାରୀ ନା ମାଂସାହାରୀ ଅଟେ । ଯଦି ଝିଅଟି ମାଂସାହାରୀ ହୋଇଥାଏ ତେବେ ସେ ଶାକାହାରୀ ଭଳି ଜୀବନ କରିପାରିବ କି ନାହିଁ । ଯଦି ଝିଅ ମାଂସାହାରୀ ତାକୁ କଣ ସେଭଳି ପୁଅ ଦରକାର । ଏହି କଥା ଜାଣିବା ପରେ ବିବାହ ପାଇଁ ହଁ କରିବା ଉଚିତ ।
ସେହି ପରି ପଞ୍ଚମ ପ୍ରଶ୍ନ ହେଲା ଚାଣକ୍ୟ ନୀତି ଅନୁସାରେ ଝିଅର ପସନ୍ଦ ନାପସନ୍ଦ ଜାଣିବା ନିହାତି ଜରୁରୀ ଅଟେ । ଯେମିତିକି ଝିଅକୁ କେମିତି ଜୀବନ ଶୈଳୀ ପସନ୍ଦ, ଖାଇବାରେ କଣ ପସନ୍ଦ, କେମିତି କପଡା ପିନ୍ଧିବା ପସନ୍ଦ, ଶାନ୍ତ ବା ରୋ-ମାନ୍ସ ଭରା ଜୀବନ ପସନ୍ଦ ଇତ୍ୟାଦି । ଏହି ଛୋଟ କଥାରୁ ଦୁହିଙ୍କର ଅନୁରୂପତା ବିଷୟରେ ଯାନିହୁଏ । ଏହା ସହ ଝିଅର ରୋଜଗାର ବିଷୟରେ ବୁଝିବା ପୁଅର ନିହାତି ଜରୁରି ଅଟେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।