ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ବର୍ଷାପ୍ରିୟଦର୍ଶିନୀ ମଧ୍ୟରୁ ଯଦି କେହି ଜଣେ ଟିକେ ନହିଁ ଯିବେ ତାହାଲେ ଝଡ କୁଆଡେ ମୁଣ୍ତ ଉପର ଦେଇ ଚାଲିଯିବ । ସଂସାର ଭିତରେ ଘର କରିଥିଲେ ଛୋଟ ମୋଟ ଘଟଣା ଘଟେ । ଯଦି ସେହି ଘଟଣାକୁ ଦୁର୍ଘଟଣାର ରୂପ ଦିଆନଯାଏ , ତେବେ ସବୁକିଛି ଠିକ୍ ହୋଇଯିବ । ପୂର୍ବ ଭଳି ଚାଲିବ ଆଉ କାହାର କିଛି ବି କ୍ଷତି ହବନି ।
କାଲି ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀଙ୍କୁ ଫ୍ୟାମେଲି କୋର୍ଟରେ ଏମିତି କିଛି କହି ବୁଝାଇଥିଲେ ବିଚାରପତି । ଆଉ ସମସ୍ତଙ୍କ ର ଆକୁଷ ଆଲୋଚନା ବିଫଳ ହୋଇଥିଲା । ସମସ୍ତଙ୍କ ର ସେହି ଗୋଟିଏ ଜିଦ୍ ଆଉ ମନ କେବେ ପରିବର୍ତ୍ତନ ହବନି । ଆଉ ଆମେ କେବେବି ପଛକୁ ଫେରିବୁନି । ମାମଲାରେ ବୁଝାମଣା ଚାହୁଁ ନଥିବା ପ୍ରିଟିସନ ମାଧ୍ୟମରେ କୋର୍ଟକୁ ଜଣାଇଛନ୍ତି ସାଂସଦ ଅନୁଭବ ମହାନ୍ତି ।
ସେପଟେ କୋର୍ଟଙ୍କ ନିଷ୍ପତ୍ତି ରେ ସହଯୋଗ କରିବେ ଜଣାଇଥିଲେ ବର୍ଷା । ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୌଣସି ତାରିଖ ଧାର୍ଯ୍ୟ କରିନାହାନ୍ତି କୋର୍ଟ । ପୂର୍ବରୁ ଅନୁଭବ ବର୍ଷାଙ୍କ ମଧ୍ୟରେ ଆବୁଷ ଆଲୋଚନା ବୁଝାମଣା ପାଇଁ ବିଚାରପତି କହିଥିଲେ । ପରିବାର ଅଦାଲତ ବିଚାରପତିଙ୍କ କକ୍ଷରେ ଉଭୟ ଅନୁଭବ ଓ ବର୍ଷାଙ୍କ ଉପସ୍ଥିତ ରହି ନିଜ ନିଜର ମତ ରଖିଥିଲେ । ଆଉ ଆଲୋଚନା ମଧ୍ୟରେ ଉଭୟଙ୍କ ମଧ୍ୟରେ ସହମତି ନଥିଲା ।
ଆଉ ବର୍ଷା ଅନୁଭବଙ୍କ ବିରୋଧରେ ଏକାଧିକ ଭୋଜଧାରୀ ମାମଲା ରୋଜୁ କରିଥିଲେ ବୋଲି ପ୍ରସଙ୍ଗ ଉଠାଇଥିଲେ ଅନୁଭବ । ବର୍ଷା ମଧ୍ୟ ବିଭିନ୍ନ ପ୍ରସଙ୍ଗରେ ଅନୁଭବଙ୍କ ଆଭିମୁଖ୍ୟକୁ ନେଇ ପ୍ରଶ୍ନ କରିଥିଲେ । ଆଉ ଏହାପରେ ଅନୁଭବ ଏକ ପ୍ରିଟିସନ ଦାଖଲ କରିଥିଲେ । ଆମକୁ ବୁଝାସୁଝା ବନ୍ଦ କରି ତୁରନ୍ତ ଶୁଣାଣି କରାଯାଉ । ତେବେ ବନ୍ଧୁଗଣ ଏହି ସବୁକୁ ଦେଖି ଲାଗୁଛି ସତରେ କ’ଣ ଓଲିଉଡର ଏହି ସୁପରହିଟ୍ ଯୋଡି ଆଉ କେବେ ଏକାଠି ହବେନି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।