ଧାରଣାରେ ବସିଲି ବୋଲି ମୁଁ ମୋ ପ୍ରେମକୁ ପାଇଗଲି । ଆଜି ମୁଁ ମୋ ଶାଶୂ ଘରେ ଭଲରେ ଅଛି ।

love

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ର ସମୟ ରେ ଆପଣ ମାନେ ଏପରି କିଛି ଭାଇରାଲ ଭିଡିଓ ସବୁ ଦେଖିବାକୁ ପାଉଥିବେ ଯେଉଁଥିରେ ପ୍ରେମ ସ-ମ୍ପର୍କ ନେଇ ସବୁବେଳେ କିଛି ନା କିଛି ଭାଇରାଲ ଭିଡିଓ ସବୁବେଳେ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ । ତେବେ ଆଜି ଆମେ ମାନେ ଆପଣ ଙ୍କ ପାଇଁ ସେପରି କିଛି ପ୍ରେମ ସ-ମ୍ପର୍କ ବିଷୟ ରେ ଘଟଣା ଆଣିଛୁ ଯାହାକି ଏକ ପ୍ରେମିକା ତାଙ୍କର ପ୍ରେମିକ ଙ୍କ ର ଘର ଆଗରେ ଧାରଣା ଦେଇ ଶେଷରେ ସେ ତାଙ୍କର ର ପ୍ରେମ କୁ ନିଜର କରି ପାରିଛନ୍ତି ।

ତେବେ ବନ୍ଧୁଗଣ ସମ୍ପୁର୍ଣ୍ଣ ଖବର ବିଷୟ ରେ ଜାଣିବା ପାଇଁ ହେଲେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ପ୍ରେମ ରେ କେବେ କାହାକୁ ପ୍ରତାରଣା ମିଳିଥାଏ ତ କାହାକୁ ମରଣ ର ସାମନା କରିବାକୁ ପଡିଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ଯେଉଁ ପ୍ରେମ ସ-ମ୍ପର୍କ ବିଷୟ ରେ ଜଣାଇବୁ ସେହି ସମ୍ପର୍କ ରେ ପ୍ରେମିକା ମାମା ତାଙ୍କର ପ୍ରେମିକ ରଞ୍ଜନ କୁ ବହୁତ ଭଲ ପାଆନ୍ତି ଏବଂ ତାଙ୍କର ର ପ୍ରେମିକ ରଞ୍ଜନ ମଧ୍ୟ ମାମା କୁ ବହୁତ ଭଲ ପାଆନ୍ତି ।

lover

ତେବେ ମାମା ଙ୍କ କହିବା ଅନୁଯାଇ ସେମାନେ ଦୁହେଁ ପରସ୍ପରକୁ ବହୁତ ଭଲ ପାଉଥିଲେ ଏବଂ ସେହି ସବୁ ଭଲ ପାଇବା ମଧ୍ୟରେ ସେମାନେ ଦୁହେଁ ଶା-ରି-ରୀକ ସ-ମ୍ପ-ର୍କ ମଧ୍ୟ ରଖିସାରିଛନ୍ତି , ତେବେ ଯେତେବେଳେ ବିବାହ ର କଥା ଆସିଥିଲା ସେତେବେଳେ ରଞ୍ଜନ ଙ୍କ ର ମାଆ ଯୈତୁକ ର କଥା କହିଥିଲେ । ତେବେ ମାମା ବହୁତ ଜିଦି ଥିଲେ ତେଣୁ ସେ ରଞ୍ଜନ ଙ୍କ ର ଘର ଆଗରେ ଆସି ଧାରଣା ଦେଇଥିଲେ ଏବଂ ତାଙ୍କର ଧାରଣା ପରେ ରଞ୍ଜନ ମାମା ଙ୍କୁ ବିବାହ କରିଥିଲେ ।

ତେବେ ବିବାହ ପରେ ମାମା ଙ୍କ କହିବା ଅନୁଯାଇ ସେ ଏବେ ବହୁତ ଖୁସି ରେ ଅଛନ୍ତି ଏବଂ ସେ ବିବାହ ପରେ ତାଙ୍କର ଶାଶୁ ଘରକୁ ଯିବା ପରେ ସେଠାରେ ତାଙ୍କୁ ବହୁତ ଭଲ ପାଇବା ମଧ୍ୟ ମିଳୁଛି ଏବଂ ତାଙ୍କୁ ସେଠାରେ ବୋହୁ ପରି ନୁହଁ ବରଂ ଝିଅ ଭଳି ତାଙ୍କୁ ଭଲ ପାଇବା ଦିଆଯାଉଛି । ତେବେ ମାମା ଙ୍କ କହିବା ଅନୁସାରେ ଜିଦି ଧରିଥଲି ବୋଲି ଆଜି ଏପରି ଭଲ ସ୍ୱାମୀ ସହ ଭଲ ଶାଶୁ ଟିଏ ପାଇଛି ଯିଏକି ନିଜ ମାଆ ପରି ମାମା ଙ୍କୁ ଭଲ ପାଉଛନ୍ତି ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *