“ଏତେଦିନ ପରେ ଆଜି ମୁଁ ବହୁତ ଖୁସି “:ଦୀପିକା

dipika

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଦୀପିକା ଙ୍କ ଅନୁସାରେ ଦେଖନ୍ତୁ ଯେମିତି କି ମ୍ୟାଡାମ ଆସିକି କହିଲେ କି ଏସ ପି ଙ୍କୁ ନୋଟିସ କରାଯାଇଛି ଆଉ ସେ କାଲି ଆସିବେ ବୋଲି ମୁଁ ନିଶ୍ଚିନ୍ତ ଭାବରେ ଆସ କରିଛି। ଦେଖନ୍ତୁ କାଲି ନା ପହର ଦିନ ମୁଁ ତାଙ୍କୁ କଲ କରିଥିଲି କାଲି ଡେଟ ଅଛି ନା କଣ ବୋଲି ପଚାରିବା ପାଇଁ ତ ସେ ମତେ କହିଥିଲେ ହଁ କାଲି ଡେଟ ଅଛି ଆପଣ କାଲି ଆସ 10 ଟା 11 ଟା ଭିତରେ ଆପଣ ଆସ ବୋଲି ସେ ମତେ କହିଲେ ।

ତ ଆପଣ ମାନେ ମଧ୍ୟ ଦେଖିଥିବେ । ମୁଁ ସେଠି ଧାରଣ ସ୍ଥଳି ରେ ବସୁଛି ତ ମୁଁ ସେଠି ଫାଇଲ ନେଇକି ବସୁନି । ତ ଯେହେତୁ ଗୋଟିଏ ଆଲୋଚନା ହେଉଥିଲା ସେ 19 ତାରିଖରେ ଆସିବେ ବୋଲି । ହେଲେ କିଛି ନୋଟିସ ମତେ ଆଜି ପର୍ଯ୍ୟନ୍ତ ମିଳି ନଥିଲା ତ ସେ ତାହା ଭାବିକି ମୁଁ ଆସିଥିଲି । ଭାବିଲି ଆଜି ହେବ ବୋଧେ କାରଣ ମୁଁ ସେଠି 72 ଦିନ ହେଲାଣି ବସିଛି । ଖରା ବର୍ଷା ସବୁ ସହିକି ମୁଁ ସେଠି ବସିଛି ।

dipika

ମୁଁ ବି ମୋର ଛୋଟ ଛୁଆକୁ ଏକା ଛାଡ଼ି ଦେଇ ଆସି ଧାରଣା ରେ ବସିଛି । ମତେ ବି ଯେହେତୁ ଏତେ ଦିନ ହେଲାଣି ସେଥିପାଇଁ ବହୁତ ବିରକ୍ତ ଲାଗିଲାଣି । ଆଉ ମୋର ଶାଶୁ ଶଶୁର ଯେବେ ଆସିଲେ ସେମାନେ ମଧ୍ୟ ମତେ ହାରାସ କରିଲେ ସେଇଥି ପାଇଁ ମୋର ମେଣ୍ଟାଲ ପରିସ୍ଥିତି ଭଲ ନଥିଲା ଆଉ ଆଜି ବୋଧେ କିଛି ହେବ ବୋଲି ମୁଁ ଆସିଥିଲି ଏବଂ ଏବେ ମୁଁ ନିଶ୍ଚିତ ସନ୍ତୁଷ୍ଟ ରହିଛି କାରଣ ଯେଉଁ ବିଷୟ କୁ ନେଇ ମହିଳା କମିଶନର ମତେ ଆଲୋଚନା କରିଲେ ତାହା ମୋ ପାଇଁ ବହୁତ ଭଲ ବୋଲି ମୁଁ ଭାବୁଛି ।

ଏବଂ ଏହାକୁ ନେଇ ଓକିଲୋ ସହିତ କୋର୍ଟ ରେ ହିଁ କାମ କରିବା ପାଇଁ ହେବ ଏବଂ ଯେହେତୁ ସେ ଆସି ନଥିଲେ ତେବେ ଏହାର କିଛି ବି ସେମିତି ସନ୍ତଷ୍ଟ ଜନକ ଉତ୍ତର ମୁଁ ଦେଇ ପାରିବି ନାହିଁ ସେ ଆସିଲେ ହିଁ ଜାହା ଏହି ଉପରେ କହିହେବ ବୋଲି ଦିପିକା ନିଜର ବାଇଟ ରେ କହିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *