ମତେ ହିରୋଇଣି ହିରୋଇଣି ଫିଲ ହେଉଛି , ପୂଜା ବୁଲିଲା ବେଳେ ବହୁତ ମଜା ଲାଗୁଛି

heroin

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ କାଲି ମୁଁ ଥିଲି ହିରୋଇଣି , ଆଉ କାଲି ଦେଶରେ ବି ମୋର ଚର୍ଚ୍ଚା ହେଉଛି । ଆଉ ଯାହା ପାଇଁ ମୁଁ ହିରୋଇଣି ହୋଇଥିଲି ସିଏ ଏବେ ଜେଲ୍ ରେ ଅଛି । ଆଉ ତାକୁ ଜେଲ୍ ରେ ମୁଁ ପୁରେଇଚି । ହଁ ବ-ଳ-ତ୍କାର ଅଭିଯୋଗରେ ଆଉ ମୋ ଠୁ ୫୦,୦୦୦ ହଜାର ଟଙ୍କା ଲୋଟି ନେଇଯାଇ ଥିବା ଅଭିଯୋଗ ରେ ମୁଁ ଟୁଙ୍ଗୁରୁ ଭୋଳ କୁ ଜେଲ୍ ରେ ପୁରେଇଚି । ଆଉ କାଲି ବି ହିରୋଇଣି ଥିଲି ଆଜି ବି ହିରୋଇଣି ଅଛି ।

କାରଣ ଯେତେବେଳେ ଟୁଙ୍ଗୁରୁ ଜେଲ୍ ରେ ଅଛି ମୁଁ ଆଜି ଦୁର୍ଗାପୂଜା ବୁଲୁଚି । ଆଉ ଠିକ୍ ସେତିକିବେଳେ ମୋ ସହ ସେଲଫି ନେବା ପାଇଁ କେତେ କିଏ ଧାଇଁ ଆସୁଛନ୍ତି । ଆଉ ଏସବୁକୁ ଦେଖିଲା ପରେ ମୋତେ ଲାଗୁଛି ସତରେ ମୁଁ ହିରୋଇଣି । ଖାଲି ଦେଶ ନୁହେଁ ପୃଥିବୀରେ ବି ମୋର ଚର୍ଚ୍ଚା ହେବ । କାରଣ ଟୁଙ୍ଗୁରୁ ବର୍ଷାର ପ୍ରେମ କାହାଣୀ ସମସ୍ତେ ଜାଣନ୍ତି । ଆଉ ସେଥିପାଇଁ ତ ମୁଁ ହିରୋଇଣି ହୋଇଗଲି ।

Tungur

ଆଉ ଆଜି ଯେତେବେଳେ ଟୁଙ୍ଗୁରୁ ଜେଲ୍ ରେ ଅଛି ମୁଁ ଦଶହରା ମେଢ ବୁଲିବାକୁ ଆସୁଛି । ଠିକ୍ ସେତିକି ବେଳେ ମୋତେ ଦେଖିବା ପାଇଁ ମୋ ସହ ସେଲଫି ନବା ପାଇଁ କେତେ କିଏ ବାୟା ହେଉଛନ୍ତି । ହିରୋଇଣି ହିରୋଇଣି କହି ପଛରେ ପଡୁଛନ୍ତି । ମାଡାମ ସେଲଫି ଟିଏ ନେବି ବୋଲି କହି ପଛରେ ଗୁଡଉଛନ୍ତି । ଆଉ ଏସବୁକୁ ଦେଖିଲା ପରେ ମୁଁ ଭାରି ଖୁସି ହୋଇ ଯାଉଛି ।

ମୁଁ ଯେତେ ବୁଝେଇଲି ଟୁଙ୍ଗୁରୁକୁ ଟୁଙ୍ଗୁରୁ ତମେ ବଦଳି ଯାଉ ଆମେ କଳାକାର ଜୀବନ ଜୀଇଁବା । ମୁଁ ହିରୋଇଣି ଆଉ ତମେ ହିରୋ ହେବ । କିନ୍ତୁ ଟୁଙ୍ଗୁରୁ ବୁଝିବା ପାଇଁ ନାରାଜ । ସେମିତି ମଦ ପିଇଲା ଆଉ ମୋ ଠାରୁ ଟଙ୍କା ନେଲା ମୋତେ ମାଡ ମାରିଲା । ଆଉ ସହି ପାରିଲିନି ଥାନାରେ ପୁଣି ଗୋଟେ ଏଫେୟାର ଦେଲି । ଆଉ ଏଥର ଟୁଙ୍ଗୁରୁ ଥାନାରେ ଚକି ପେସିବ । ସେ ହିରୋ ହଉ କି ନହଉ କିନ୍ତୁ ମୁଁ ହିରୋଇଣି ହୋଇଗଲି । ଆଉ ଯେତେବେଳେ ହିରୋଇଣି ହିରୋଇଣି କହି ଫଟୋ ଉଠେଇବା କୁ ଆସୁଛନ୍ତି ମୋତେ ଭାରି ମଜା । ମୋତେ ସେଲିବ୍ରିଟି ସେଲିବ୍ରିଟି ଫିଲ୍ ହଉଛି । ସତରେ ଭାରି ବଢିଆ ଲାଗୁଛି ।

Barsha 1

ଟୁଙ୍ଗୁରୁ ଆଉ ବର୍ଷାର ଚର୍ଚ୍ଚିତ ପ୍ରେମ କାହାଣୀ କୁ ନେଇ ରାଜଧାନୀ ସମେତ ସାରା ରାଜ୍ୟରେ ହୋଇଜା ସୃଷ୍ଟି ହୋଇଥିଲା । ଉଭୟ ପ୍ରେମ କାହାଣୀକୁ ନେଇ ସଙ୍ଗୀତ ନିର୍ଦ୍ଦେଶକ ସଙ୍ଗୀତ କରିଥିଲେ ଏବଂ ମ୍ଯିଉଜିକ୍ ଗୀତ ଭିଡିଓ ମଧ୍ୟ ପ୍ରସ୍ତୁତ ହୋଇଥିଲା । ଉଭୟଙ୍କ ପ୍ରେମ କୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ବି ଲାଗି ରହିଥିଲା । ଶେଷରେ ଟୁଙ୍ଗୁରୁ ବର୍ଷାକୁ ଧରା ଛୁଇାଁ ଦେଇନଥିଲେ । ଆଉ ଏବେ ବର୍ଷା ହିରୋଇଣି ହୋଇ ଏ ମଣ୍ଡପରୁ ସେ ମଣ୍ଡପ ବୁଲୁଥିବା ବେଳେ ଟୁଙ୍ଗୁରୁ ଜେଲ୍ ରେ ଷଢୁଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *