କେମିତିକା ସ୍ତ୍ରୀ କୁ ନିଜର ଜୀବନସାଥୀ ରୂପେ ବାଛିବେ

wife

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏପରି କିଛି ଗୁରୁଜ୍ଞାନ ଦେବୁ ଯାହା ଦ୍ୱାରା ଆପଣ ମାନେ ଆପଣ ମାନଙ୍କ ର ସ୍ତ୍ରୀ ବା ଜୀବନ ସାଥୀ କୁ ସଠିକ ଭାବରେ ଆପଣ ଙ୍କ ପାଇଁ ଉପଯୁକ୍ତ ବୋଲି ବାଛିବେ ବା ଚୟନ କରିବେ ସେ ସମ୍ପର୍କ ରେ ଆମେ ଆପଣ ମାନଙ୍କୁ ଆଜି ଆମର ଏହି ପୋଷ୍ଟ ରେ ଜଣାଇବୁ । ତେବେ ସମ୍ପୁର୍ଣ୍ଣ ସୂଚନା ପାଇବା ପାଇଁ ହେଲେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ ।

ତେବେ ବନ୍ଧୁଗଣ ଏମିତି ରେ ଦେଖିବାକୁ ଗଲେ ଏକ ପୁରୁଷ ର ଜୀବନ ରେ ଏକ ସ୍ତ୍ରୀ ର ଭୂମିକା ଗୁରୁତ୍ୱ ପୁର୍ଣ୍ଣ ରହିଥାଏ । ତେବେ କଥା ରେ ଅଛି କି ସ୍ତ୍ରୀ କୁ ଦୁଇ ପ୍ରକାର ର ଭାବରେ ଗ୍ରହଣ କରାଯାଏ ଯାହାକି ପ୍ରଥମ ରେ ହେଉଛି ଶ-ଯ୍ୟା ସଙ୍ଗୀନି ଏବଂ ଦ୍ୱିତୀୟ ରେ ହେଉଛି ଜୀବନ ସଙ୍ଗୀନି । ତେବେ କୁହାଯାଏ କି ସ୍ତ୍ରୀ କୁ କେବେ ହେଲେ ଶ-ଯ୍ୟା ସଙ୍ଗିନୀ ଭାବରେ ଗ୍ରହଣ କରନ୍ତୁ ନାହିଁ , ଏହା କରିବା ଦ୍ୱାରା ଆପଣ ଙ୍କ ର ସ୍ତ୍ରୀ ଆପଣ ଙ୍କ ର ଅତି ପ୍ରିୟ ହୋଇ ପାରିବ ।

women

ତେବେ ଯେଉଁ ସ୍ତ୍ରୀ ତାର ସ୍ୱାମୀ ଉପରେ ସଦା ସର୍ବଦା ରାଗି ରାଗି ହୋଇଥାଏ ଏବଂ ଭୋଜନ ସମୟ ରେ ତାର ସ୍ୱାମୀ କୁ ଅସୁର ଭଳି ଭୋଜନ ଦେଇଥାଏ ଏବଂ ତାର ବିପଦ ସମୟ ରେ ତାକୁ ସାହାର୍ଯ୍ୟ ନ କରି ଓଲଟା ତାଙ୍କ ସ୍ୱାମୀ ଙ୍କ ଉପରେ ଚିଡାଇ ଥାନ୍ତି ଏପରି ସ୍ତ୍ରୀ ମାନେ ପୁରୁଷ ମାନଙ୍କ ପାଇଁ ଉପଯୁକ୍ତ ସ୍ତ୍ରୀ ହୋଇ ପାରି ନଥାନ୍ତି , ଏଭଳି ସ୍ତ୍ରୀ ମାନଙ୍କୁ ରାକ୍ଷଶୀ ବୋଲି କୁହାଯାଏ ।

ତେବେ ଯେଉଁ ସ୍ତ୍ରୀ ରତି ବେ-ଶ୍ୟା ଅର୍ଥାତ ରତି କ୍ରି-ୟା ସମୟ ରେ ପ୍ରେମ ସମୟ ରେ ଯେଉଁ ସ୍ତ୍ରୀ ବେ-ଶ୍ୟା ଭଳି ସମର୍ପଣ କରିଦେଇଥାଏ ତାର ସ୍ୱାମୀ ପାଖରେ , କୋପୀ ଦାଶୀ ଅର୍ଥାତ ସ୍ୱାମୀ ଯଦି ରାଗ ରେ କିଛି କଟୁ କଥା କହିଦିଅନ୍ତି ଦାଶୀ ଭଳି ସବୁ କଥା ସହିଯାଇଥାଏ ମଥା ପାତି , ଭୋଜନେ ଜନନୀ ସମା ଏହାର ଅର୍ଥ ଯେଉଁ ସ୍ତ୍ରୀ ତାର ସ୍ୱାମୀ କୁ ଯେପରି ଏକ ମାଆ ତାର ପିଲା କୁ ଖାଇବାକୁ ସ୍ନେହ ରେ ଦେଇଥାଏ ସେପରି ଯେଉଁ ସ୍ତ୍ରୀ ତାର ସ୍ୱାମୀ କୁ ଖାଇବାକୁ ଦେଇଥାଏ ।

ତେବେ ଏପରି ସ୍ତ୍ରୀ ମାନେ ହେଉଛନ୍ତି ଉତ୍ତମ ସ୍ତ୍ରୀ ଯେଉଁ ମାନଙ୍କ ପାଖରେ ସ୍ତ୍ରୀ ହେବାର ଯୋଗ୍ୟତା ରହିଛି ଏବଂ ଏପରି ସ୍ତ୍ରୀ ଟିଏ ଆପଣ ଙ୍କ ର ଜୀବନସାଥୀ ରୂପ ରେ ପାଇଲେ ଆପଣ ଙ୍କ ର ଜୀବନ ଧନ୍ୟ ହୋଇଯିବ ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *