କ୍ରିକେଟରଙ୍କୁ ଗୋଟିଏ ମ୍ୟାଚ ଖେଳିବାକୁ କେତେ ଟଙ୍କା ଦେଇଥାଏ BCCI, ସାମ୍ନାକୁ ଆସିଲା ପୁରା ଚିଠା…

cricketers 1

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ତେବେ ଗୋଟିଏ ମ୍ୟାଚ ଖେଳିଲେ କେତେ ଟଙ୍କା ପାଆନ୍ତି ଆମ ଭାରତୀୟ ଦଳର କ୍ରିକେଟର BCCI ଙ୍କ ସୂଚନା ରେ ଜଣେ କ୍ରିକେଟର ଖେଳିଲେ କେତେ ଟଙ୍କା ପ୍ରାପ୍ୟ କରନ୍ତି । ତେବେ ତାହାର ଖେଳ ପାଇଁ ତେବେ ସେମାନେ କେତେ ଟଙ୍କା ନିଅନ୍ତି ଏହାକୁ ନେଇ ସୂଚନା ଦେବାକୁ ଚାହିଁବୁ ।

ଜୟସ୍ୱର ସେ କହିଛନ୍ତି ଯେ ଟେଷ୍ଟ କ୍ରିକେଟରେ ଯଦି କୌଣସି ଖେଳାଳି ଖେଳୁଛନ୍ତି । ତେବେ ତାଙ୍କୁ 15 ଲକ୍ଷ ଟଙ୍କା ମିଳେ ଯଦି ଓଡ଼ିଆଇ କ୍ରିକେଟ୍ ଖେଳୁଛନ୍ତି ତେବେ ତାଙ୍କୁ 6 ଲକ୍ଷ ଟଙ୍କା ଆଉ T20 ପାଇଁ 3 ଲକ୍ଷ ଟଙ୍କା ରଖାଯାଇଛି ତେବେ ଏହାକୁ ଏବେ ପୁରୁଷ ଓ ମହିଳା ବିଭାଗରେ ସମାନ ସମାନ କରିବା ପାଇଁ ନିଷ୍ପତି ନିଆଯାଇଛି। ତେବେ BCCI ଆପେକ୍ସ କାଉନସିଲ୍ ରେ ଏହି ନିଷ୍ପତ୍ତି ନିଆଯାଇଛି ଏବଂ ଏହାକୁ ମଧ୍ୟ ସମର୍ଥନ ଜଣାଇଛନ୍ତି ।

cricketers

ଜୟସ୍ୱର ଖରବର ଆସିବା ପରେ ହର୍ଭଜନ ସିହଂ ତା ସହିତ ମିତାଲି ରାଜ ହର୍ମନ୍ପ୍ରିତ କୌର ଆଦି ଏହି ନିସ୍ପତି କୁ ସମର୍ଥନ କରେଇଛନ୍ତି । ସେ କହିଛନ୍ତି ଆଗାମୀ ସମୟ ରେ ଅନେକ ମହିଳା ମାନେ କ୍ରିକେଟ ଖେଳିବା ପାଇଁ ପ୍ରେରିତ କରିବେ । ତେବେ ବନ୍ଧୁଗଣ ନିକଟ ରେ ଖେଳାଜାଇଥିବା ଏସିଆ କପ୍ ରେ ଭାରତୀୟ ଓମେନ୍ସ କ୍ରିକେଟର ରେ ବାଂଲାଦେଶ ବିଜୟ ହୋଇସାରିଥିବା ବେଳେ ତେବେ ଶ୍ରୀ ଲଙ୍କା ଙ୍କୁ ହରେଇ ଭାରତ 8 ୱିକେଟ ରେ ମ୍ୟଚ୍ ଜିତିଥିଲା ।

ଆଉ ଏହା ସହିତ ମହିଳା ମାନେ ଖେଳର ନୈବେଦ୍ୟତାକୁ ପ୍ରଦର୍ଶିତ କରିଥିଲେ । କେବଳ ସେତିକି ନୁହେଁ । ପ୍ରଥମ ଥର ପାଇଁ ସିଲ୍ଭର ମୋଡେଲ ମଧ୍ୟ ଜିତିଥିବା ବେଳେ କମନ୍ ୱେଲ୍ଥ ଗେମ୍ସ ଡର୍ନିଂ ହାର୍ମରେ ଯାହାକି ଏହି ବର୍ଷରେ ହିଁ ସେ ଦେଖେଇ ଥିଲେ । ଏହା ସହିତ ଆନୱାଲ ଜେନେରାଲ ମିଟିଂ ରେ ମଧ୍ୟ BCCI ଏହି ଘୋଷଣା କରିବା ପରେ ଏବେ ଖୁସୀର ଲହରୀ ଖେଳିଜାଇଛି ।

ତେବେ ବନ୍ଧୁଗଣ ପ୍ରଥମ ଥର ପାଇଁ IPL ମ୍ୟାଚ 2023 ରେ ମହିଲା କ୍ରିକେଟ ଜିବନୀ ଖେଳିବାକୁ ଯାଉଛନ୍ତି । ଏହି ମ୍ୟାଚ ପାଇଁ ସେମାନେ ପ୍ରତି ଦିନ ପ୍ରତି 3 ଲକ୍ଷ ଟଙ୍କା ନେଉଥିବାର ସୂଚନା ରହିଛି । ସେହି ପରି ପ୍ରତି ୱାନ ଡେ ହିସାବରେ ପୁୁରୁଷ ମାନଙ୍କୁ ଯେତିକି ପ୍ରାପ୍ୟ ମିଳୁଛି ସେହି ହିସାବରେ ସେମାନେ ସେତିକି ହିଁ ପାଇବେ ତେବେ ଏହା ହେଉଛି ଜେଣ୍ଡର ଇକ୍ୟୁଟି ଜାହାକୁ କହିଛନ୍ତି ହରର୍ଭଜନ ସିଂ ଏହି ନିଷ୍ପତ୍ତି ନିଶ୍ଚିତ ଅନ୍ୟ ଦେଶ ମାନଙ୍କର କ୍ରିକେଟ୍ ପ୍ରେମୀ ଏବଂ ଖେଳାଳି ମାନଙ୍କ ପ୍ରଭାବିତ କରିବ ବୋଲି କୁହାଯାଉଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *