ମୃ-ତ୍ୟୁ ପୂର୍ବରୁ ଝିଅ ଅରୁନ୍ଧତୀ (Arundhati Devika) ସହ କେମିତି ମସ୍ତି କରୁଛନ୍ତି ଅଭିନେତ୍ରୀ ତିଳୋତ୍ତମା (Tilottama), ଦେଖିଲେ ଆଖିରୁ ଲୁହ ବାହାରିଯିବ – ଦେଖନ୍ତୁ ଭିଡିଓ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ସମୟ ରେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ରେ ଦୁଖଃର ଛାୟା ଖେଳିଜାଇଛି । ଓଡିଆ ଇଣ୍ଡଷ୍ଟ୍ରୀ ର ଅଭିନେତ୍ରୀ ତିଲୋତ୍ତମା ଖୁଣ୍ଟିଆ ଆଉ ଏହି ଦୁନିଆଁ ରେ ନାହାଁନ୍ତି । ତାଙ୍କୁ ଓଡିଶା ବାସୀ ବହୁତ ଭଲ ପାଆନ୍ତି । ସେ ନିଜର ଅଭିନୟ ମାଧ୍ୟମ ରେ ଦର୍ଶନ ମାନଙ୍କୁ ବହୁତ ଭଲ ପାଇବା ଦେଇଛନ୍ତି । ସେ ବହୁତ ସାରା ଓ଼ଡିଆ ସିନେମା ଏବଂ ବହୁତ ସିରିଏଲ ମାନଙ୍କରେ ଅଭିନୟ କରି ପାରିଛନ୍ତି । ତାଙ୍କର ଅଭିନୟ ଦେଖିବା ପାଇଁ ଲୋକ ମାନେ ବହୁତ ପରିମାଣ ରେ ପସନ୍ଦ କରୁଥିବା ବେଳେ ତାଙ୍କର ଅଭିନୟ ରେ ଲୋକ ମାନେ ମଜ୍ଜି ଜାଆନ୍ତି ।

ଓଡିଆ ଇଣ୍ଡଷ୍ଟ୍ରୀରେ ଓଡିଆ ଧାରାବାହିକ ତଥା ସିନେ ଅଭିନେତ୍ରୀ ତିଳୋତ୍ତମା ଖୁଣ୍ଟିଆ ଏକ ସିରିଏଲ କରିଥିଲେ ଜାହାର ନାମ ତୁଳସୀ ଥିଲା ଯେତେ ବେଳେ ଏହି ସିରିଏଲ ଟି ପ୍ରସାରିତ ହୋଇଥିଲା ସେହି ସମୟ ରେ ଏହି ସିଏଲ ରେ ଲୋକ ମାନେ ତାଙ୍କୁ ବହୁତ ଭଲ ପାଇବା ଦେଇଥିଲେ । ତେବେ ସବୁଠାରୁ ଦୁଖଃଦ ବିଷୟ ରେ ହେଲା ଏହି ଓଡିଆ ଅଭିନେତ୍ରୀ ତିଳୋତ୍ତମା ଖୁଣ୍ଟିଆ ଙ୍କ ଭୁବନେଶ୍ୱର ର ସ୍ଥିତ ଏକ ଘୋରଇ ହସ୍ପିଟାଲ ରେ ମୃ-ତ୍ୟୁ ହୋଇଜାଇଛି । ଏହି ଖବର ଟି ଜାଣିବା ପରେ ସମସ୍ତ ଙ୍କ ମନ ମର୍ମାହତ ହୋଇଛି ।

Tilottama

ତେବେ ହୋଇପାରେ ସେ ଆମ ଗହଣ ରେ ଆଉ ନାହାଁନ୍ତି ହେଲେ ତାଙ୍କର ଅଭିନୟ ର ଛାପ ଏବଂ ତାଙ୍କର ସ୍ମର୍ତି ସମସ୍ତେ ମନେ ରଖିଛନ୍ତି । ତେବେ ବନ୍ଧୁଗଣ ତିଳୋତ୍ତମା ଖୁଣ୍ଟିଆ ଙ୍କ ଝିଅ ଦେବିକା ଅରୁନ୍ଧତି ମଧ୍ୟ ଜଣେ ଓଲିଉଡ ର ବହୁତ ଜଣା ସୁଣା ଅଭିନେତ୍ରୀ ଅଟନ୍ତି । ତେବେ ବନ୍ଧୁଗଣ ଅଭିନେତ୍ରୀ ତିଳୋତ୍ତମା ଖୁଣ୍ଟିଆ ଙ୍କ ଏମିତି ଭାବେ ଅକାଳ ବିୟୋଗ ପାଇଁ ବହୁତ ବଡ କ୍ଷେତି ହୋଇଛି ।

ତାଙ୍କ ଝିଅ ତାଙ୍କୁ ବହୁତ ଭଲ ପାଆନ୍ତି । ତେବେ ଏହି ଖବର ଟି ଆମ ଓଡିଆ ଇଣ୍ଡଷ୍ଟ୍ରୀ ପାଇଁ ଖରାପ ଏହିଥି ପାଇଁ କାରଣ ଏମିତି ବହୁତ ପୁରୁଣା ପୁରୁଣା ଅଭିନେତା ଏବଂ ଅଭିନେତ୍ରୀ ଯେମିତି ବିଜୟ ମହାନ୍ତି , ରାଇ ମୋହନ ପରିଡା , ମିହିର ଦାସ , ହର ପଟ୍ଟନାୟକ ଙ୍କ ପରି ବହୁତ ପୁରୁଣା ପୁରୁଣା କଳାକାର ଆମ ମାନଙ୍କୁ ଛାଡି ଚାଲିଜାଇ ଥିବା ବେଳେ ତିଲୋତ୍ତମା ବି ଜଣେ ବହୁତ ପୁରୁଣା କଳାକାର ଙ୍କ ମଧ୍ୟରୁ ଜଣେ ଥିଲେ ।

ତେବେ ବର୍ତମାନ ସମୟ ରେ ତାଙ୍କର ବିୟୋଗ ରେ ସାରା ଓଲିଉଡ ଇଣ୍ଡଷ୍ଟ୍ରୀ ଭାଙ୍ଗି ପଡିଛି ବନ୍ଧୁଗଣ ଆମେ ମାନେ ଆମର ଟିମ୍ ପକ୍ଷ ରୁ ତିଳୋତ୍ତମା ଖୁଣ୍ଟିଆ ଙ୍କ ଆତ୍ମାର ସଦଗତି ପାଇଁ ଜଗନ୍ନାଥ ଙ୍କ ପାଖରେ ପ୍ରାର୍ଥନା କରୁଛୁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *