“ଭିଡ଼ିଓ କଲ କରି ସବୁ ଦେଖେଇଲା, ସାର୍ଟ ଓ ପ୍ୟାଣ୍ଟ ଖୋଲିବାକୁ କହିଲା, ନ କରିବାରୁ ମତେ ସେ…’ ଯୁବକ ଜଣକ ଯାହା କହିଲେ ଶୁଣିଲେ ମୁଣ୍ଡ ଗୋଲ ହେଇଯିବ, ଦେଖନ୍ତୁ Video

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ବର୍ତମାନ ସମୟ ରେ ସାଇବର ଠକାମୀ ବିଷୟ ରେ ନିଶ୍ଚିତ ଭାବେ ଜାଣି ପାରିବେ । ତେବେ ଆଗରୁ ଠକ ମାନେ ଲୋକ ମାନଙ୍କ ନମ୍ବର ନେଇ ଏବଂ ସେମାନଙ୍କ ବ୍ୟାଙ୍କ୍ ଡିଟେଲ୍ସ କିମ୍ବା ଡାଟାକୁ ସେମାନେ ଚୋରୀ କରି ନେଇଥାନ୍ତି । ହେଲେ ଏବେ ଏକ ପ୍ରକାରର ଠାକାମୀ ହେଉଛି । ଏବଂ ପରେ ସେମାନଙ୍କ ନମ୍ବର ଖୋଜି ସେମାନଙ୍କୁ ଫୋନ କରି ସେମାନଙ୍କୁ ଡାରାଉଛନ୍ତି । ସେମାନଙ୍କ ଠାରୁ ପଇସା ହଡପ କରୁଛନ୍ତି ।

ସେକ୍ସଟର୍ସନ କହିଲେ ସେମାନେ ପ୍ରଥମେ ନିଜର ଏକ ପ୍ରୋଫାଇଲ ପ୍ରସ୍ତୁତ କରିବେ ଏବଂ ଏକ ସୁନ୍ଦରୀ ଝିଅ ର ଫଟୋ ଏବଂ ଏକ କମନ ନାଁ ମଧ୍ୟ ଦେବେ ତେବେ ପରେ ଆପଣ ଙ୍କୁ ହ୍ଵାଟ୍ସଆପ ଏବଂ ଫେସବୁକ ରେ ମେସେଜ କରିବେ ହାୟ ହ୍ୟାଣ୍ଡସମ କିମ୍ବା ହାୟ ଡିୟର ଏଭଳି । ତେବେ ଯଦି ଆପଣ ରିପ୍ଲାଇ ଦେବେ ତେବେ ସେମାନେ ଆପଣଙ୍କ ସହ ଆଗକୁ କଥା ବଢ଼େଇବେ କିପରି ଅଛ କଣ କରୁଛ ଏହା ପରେ ସେମାନେ ଭିଡିଓ କଲ ରେ କଥା ହେବା ପାଇଁ କହିବେ ।

ତେବେ ଏହି ସ୍ଥଳରେ ଆପଣ ଯଦି ହଁ କରିଦେବେ । ତେବେ ସେ କଲ କରିବେ ତେବେ ସେହି ସମୟ ରେ ସେ ନ୍ୟୁଡ ହୋଇଯିବେ । ତଥା ଏହା ସହିତ ସେହି ସମୟ ରେ ଆପଣ ମାନଙ୍କୁ ନ୍ୟୁଡ ହେବାକୁ କିମ୍ବା କୈଣସି ଅଙ୍ଗ ଭଙ୍ଗି କରିବା ଲାଗି ସେ କହିବେ । ଏବଂ ଏହା ପରେ ସେ ସ୍କ୍ରିନ ରେକଡିଂ କରିଦେବେ ଏହା ପରେ ଆପଣ ମାନଙ୍କୁ ସେ ବ୍ଲାକ ମେଲିଂ କରିବେ ସେହିଥି ପାଇଁ ବନ୍ଧୁଗଣ ଆରମ୍ଭ ରୁ ଆମକୁ ସେମିତି କିଛି ରିକ୍ୟୁଏଷ୍ଟ ଆସୁଛି । ଜାହା ଆପଣ ମାନଙ୍କ କୋଣ୍ଟାକ୍ଟ ଡିଟେଲ୍ସ ରେ ନାହିଁ ।

man

ସୁନ୍ଦର ଝିଅର ଫୋଟ ରହିଛି ଏବଂ ସେ ହାଇ ଲେଖୁଛନ୍ତି ଏବଂ କହୁଛି ଯଦି ସେ ଭିଡ଼ିଓ କଲ କରିବେ ବୋଲି । ତେବେ ସାଙ୍ଗେ ସାଙ୍ଗେ ଜାଣନ୍ତୁ ଯେ ଆପଣ ମାନେ ଫ୍ରଡ ର ଶୀକାର ହେବେ ଆଉ ଚିହ୍ନା ଜଣା ଜାହା ସହିତ ନାହିଁ ତା ସହିତ ଭିଡିଓ କଲ କରନ୍ତୁ ନାହିଁ । ଆଉ ସବୁବେଳେ ଏମିତି କିଛି ଫ୍ରଡ ହୋଇଜାଇଛି ତେବେ ଆପଣ ମାନେ ସଂଙ୍ଗେ ସଂଙ୍ଗେ 1930 ରେ ଇନଫର୍ମ କରନ୍ତୁ । ଏହା ସାଇବର ପୋଲିସ ର ନଂ ଏବଂ ସାଙ୍ଗ ସାଥୀ ମାନଙ୍କୁ କହିବେ ଏବଂ ଏମିତି ବେଳେ ତାଙ୍କୁ ମୋଟେ ବି ପଇସା ଦେବେ ନାହିଁ ।

ତେବେ ଏଠାରେ ଆପଣ ମାନଙ୍କୁ ସେମାନେ କେବଳ ଡରାନ୍ତି ହେଲେ ସେମାନେ କେଉଁଠି ବି ଭିଡ଼ିଓ ଅପଲୋର୍ଡ କରନ୍ତି ନାହିଁ । ତେବେ ଏହି ଦିନ ରେ ଏମିତି ଏକ ଘଟଣା ଖୋର୍ଦ୍ଧା ଜଟଣୀର ବିପିନ କୁମାର ମୁଦୁଲି ତେବେ ତାଙ୍କର ଅଭିଯୋଗ ଅନୁସାରେ କିଛି ଦିନ ତଳେ ସେ ଔଷଧ ଦୋକାନ ରେ କାମ କରୁଥିଲେ । ତେବେ ତାଙ୍କୁ ଅଚାନକ ଏକ ଯୁବତୀ ମୋବାଇଲ କୁ ଭିଡ଼ିଓ କଲ କରିଥିଲେ । ଭିଡ଼ିଓ କଲ କରିବାର କିଛି ସମୟ କଥା ହୋଇଥିଲେ ବିପିନି କଥା ହେବା ସମୟ ରେ ଯୁବତୀ ଜଣଙ୍କ ସଂମ୍ପର୍ଣ୍ଣ ଉ-ଲଗ୍ନ ହୋଇଜାଇ ଥିଲେ । ସେହି ସମୟ ରେ ସେ ଭିଡ଼ିଓ ରେକଡିଂ କରି ନେଇଥିଲେ ।

ଏହା ପରେ ଆରମ୍ଭ କରି ଦେଇଥିଲେ ବ୍ଲାକମେଲିଂ ନିଜକୁ ଆଇପିଏସ ଅଫିସର କହି ସେ ଧମକ ଚମକ ଦେଇଥିଲେ । ଏମିତି କହିବା ପରେ ବିପିନ ତାଙ୍କୁ ଟଙ୍କା ଦେଇଚାଲିଥିଲେ । ତିନିଟି କିସ୍ତିରେ 70 ହଜାର ଟଙ୍କା ଠକି ନେଇଥିଲେ ଠକ ଆଉ ଟଙ୍କା ଦେବାକୁ ମଧ୍ୟ ଦାବି କରିଥିଲେ । ପରେ ବିପିନ ଙ୍କ ସହିତ କରିଥିବା ଭିଡ଼ିଓ କଲିଂ ରେକର୍ଡିଂ କୁ ସେ ସୋସିଆଲ ମିଡିଆ ରେ ଭାଇରଲ କରେଇ ଦେଇଥିଲେ । ପରେ ଭୟବିତ ହୋଇ ବିପିନି ଏକ ଠକାମୀ ର ଶୀକାର ହୋଇଥିବାର ଜଣା ପଡିଥିଲେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *