ବଡ଼ ଖବର । ବହୁତ ଦିନ ପରେ ବର୍ଷା ଦେଲେ ଖୁସି ଖବର…

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଲିଉଡ ର ଲୋକ ପ୍ରିୟ ହିରୋଇନ ବର୍ଷା ପ୍ରିୟଦର୍ଶନୀ ଙ୍କୁ କିଏ ବା ନଜାଣେ । ସେ ବହୁତ କମ୍ ସମୟ ମଧ୍ୟରେ ବହୁତ ଅଧିକ ଲୋକପ୍ରିୟତା ହାସଲ କରିଛନ୍ତି । ଏବଂ ଆଜିର ଦିନ ରେ ସାରା ଓଡିଶାରେ ଘରେ ଘରେ ପରିଚିତ ହୋଇ ପାରିଛନ୍ତି। ତେବେ ସେ ଅନେକ ଚଳଚିତ୍ର ରେ ନିଜର ଦମଦାର ଅଭିନୟ କରି ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ବହୁତ ନାମ ଅର୍ଜନ କରିଛନ୍ତି । ଏବଂ ସୁପର ହିଟ ଚଳଚିତ୍ର ଓଡିଶା କ୍ରସର ମାନଙ୍କୁ ଭେଟି ଦେଇଛନ୍ତି ।

ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଜଣେଇ ଦେବାକୁ ଚାହିଁବୁ କି ବର୍ତମାନ ସମୟ ରେ ସେ ନିଜର କିଛି ପାରିବାରିକ ବିବାଦ କୁ ନେଇ ସମସ୍ୟା ରେ ରହିଛନ୍ତି । ଏବଂ ଅନେକ ସମାଜ ସେବି ଭାବେ ସେ କାମ ମଧ୍ୟ କରୁଛନ୍ତି । ତେବେ ବର୍ତମାନ ସମୟରେ ଦିନ ପରେ ଦିନ ଗଡୁଛି ତାରିଖ ପରେ ତାରିଖ ଆସୁଛି । ଦିନ ପରେ ଦିନ ଗଡାଇ ଚାଲିଛନ୍ତି ବର୍ଷା କୋର୍ଟ ଙ୍କ ସମୟ ନଷ୍ଟ କରୁଥିବାରୁ ଅନୁଭବ କୋର୍ଟ କୁ ଅନୁରୋଧ କରିଛନ୍ତି କି ବର୍ଷା ଙ୍କ ପାଖରୁ ଜୋରିମାନା ଆଦାୟ କରିବାକୁ ।

anubhav 2

ସେପଟେ ଲୋକ କହୁଛନ୍ତି ପାରିବାରିକ ମାମଲା କିଛି ଦିନ ହେଲା ଶାନ୍ତ ପଡିଥିଲେ ବି ଏବେ ମଧ୍ୟ ଏହା ଭିତରେ ଭିତରେ କୁହୁଳିବାରେ ଲାଗିଛି । ଗତ କାଲି ବର୍ଷା ଅନୁଭବ କୋର୍ଟ ରେ ପହଁଚିଥିଲେ ମଧ୍ୟ କୈଣସି ନିସ୍କର୍ଷ ବାହାରି ପାରି ନଥିଲା ତେବେ ବର୍ତମାନ ସମସ୍ତ ଙ୍କ ଅପେକ୍ଷା କଣ ହେବ ବିବାଦ ର ଶେଷ । ଦୁହେଁ ଅଲଗା ହେବେ ସବୁ ଦିନ ପାଇଁ ପୁଣି ଏକାଠି ହୋଇଯିବେ ।

ବନ୍ଧୁଗଣ ବର୍ଷା ଅନୁଭବ ବିବାଦ କାହାକୁ ଅଛପା ନଥିବା ବେଳେ ଏହି କଥା ଏବେ କୋର୍ଟ ରେ ରହିଛି । ଅନୁଭବ ବର୍ଷା ଙ୍କୁ ଛାଡପତ୍ର ଦେବାକୁ ଚାହୁଁଥିବା ବେଳେ ବର୍ଷା ଅନୁଭବ ଙ୍କ ସହିତ ରହିବାକୁ ଚାହୁଁଛନ୍ତି । ତେବେ ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଙ୍କ ଏବଂ ଅନୁଭବ ମହାନ୍ତି ଙ୍କ କେଉଁ ଚଳଚିତ୍ର ଆପଣ ମାନଙ୍କୁ ଅଧିକ ଭଲ ଲାଗେ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *