ଶେଷରେ ଅଜା କହିଲେ ଅର୍ଚ୍ଚନାଙ୍କ କଥା,କହିଲେ ତା ଏହି Guna ଏବେ ର ନୁହଁ ବହୁତ ପୁରୁଣା ସେ ଅନେକ ଥର ମୋ ଭଳିଆ ଲୋକ ସହିତ ମଧ୍ୟ…

aja

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ସିଏ ତାଙ୍କ ପୁଅ ହଁ ସେ ତାଙ୍କ ପୁଅ । ସେ ଅଛନ୍ତି କେତେ ଦିନ ହେଲା । ସେ ଆଜିକୁ 6 ମାସ ହେଲା ଅଛନ୍ତି । ଆପଣଙ୍କ ପୁଅଙ୍କ ବୟସ କେତେ ହେବ । ତାର ବୟସ 26 ପରି ହେବ । ପଇସା ସବୁ ଠିକ ଠାକ ଦିଅନ୍ତି ନା। ସେ ମାସକୁ 8 ହଜାର ଟଙ୍କା ଦିଅନ୍ତି। ପୁଅ ଫୋନ କରନ୍ତି ଏବେ। ମୋବାଇଲ ତ ଘରେ ନାହିଁ। ଯୋଗାଯୋଗରେ ନାହାନ୍ତି ତାହେଲେ। ଯୋଗାଯୋଗ ହୋଇ ପାରୁନାହିଁ।

ସେ ଅନ୍ୟ ଲୋକଙ୍କ ମୋବାଇଲରୁ ଫୋନ କରୁଛି। ପୁଅ ଭଲ ଅଛି ବୋଲି କହୁଛି। ଆପଣ ଜାଣିଛନ୍ତି ଅର୍ଚ୍ଚନାଙ୍କୁ ଏବେ ଯିଏ ବହୁତ ଚର୍ଚ୍ଚାରେ ଅଛନ୍ତି। ଅର୍ଚ୍ଚନା କିଏ ହେବ ଆପଣଙ୍କର ସମ୍ପର୍କରେ। ସେ ମୋ ନାତୁଣୀ ଅଟେ। ଶୁଣା ହେଉଛି ଆପଣଙ୍କ ପୁଅ ଅର୍ଚ୍ଚନାଙ୍କ ପାଖରେ ଅଛନ୍ତି । କେତେ ଦିନ ହେଲା ଅଛନ୍ତି। ସେ ଆଜିକୁ 6 ମାସ ଧରି ଅଛନ୍ତି ।

aja

ଆପଣଙ୍କ ପୁଅର ବୟସ କେତେ ହେବ। ତାର ବୟସ 26 ହେବ । ପଇସା ସବୁ ଦିଅନ୍ତି ଠିକ ଠାକ। ସେ ମାସକୁ 8 ହଜାର ଟଙ୍କା ଦିଅନ୍ତି । ପୁଅ ଫୋନ କରନ୍ତି ଏବେ । ମୋବାଇଲ ତ ତା ଘରେ ନାହିଁ । ଯୋଗାଯୋଗରେ ନାହାନ୍ତି ତେବେ । ଯୋଗାଯୋଗ ହୋଇ ପାରୁ ନାହିଁ। ପୁଅ ଅନ୍ୟ ଲୋକ ମୋବାଇଲରୁ କଲ କରେ। ଭଲ ଅଛି ବୋଲି ତ କହୁଛି ।

ଶେଷଥର ପାଇଁ ଅର୍ଚ୍ଚନା କେବେ ଆସିଥିଲେ ଗାଁ କୁ । ଦୁଇ ମାସ ଭିତରେ ଆସିଥିଲେ । ଏକା ଆସିଥିଲେ ନା ଆଉ କିଏ ଆସିଥିଲେ । ତାଙ୍କ ସ୍ୱାମୀ ମଧ୍ୟ ଆସିଥିଲେ । ଏଇଠି ଏବେ ଗାଁରେ କିଏ କିଏ ରୁହନ୍ତି ତାଙ୍କର ଏଠାରେ ତାଙ୍କର ବାପା ମା ଦୁହେଁ ଅଛନ୍ତି । ଆଉ ତାଙ୍କ ବଡ଼ ବାପା ବି ଅଛନ୍ତି  । ଜମି ବାଡ଼ି କେତେ ଅଛି ତାଙ୍କର। ଜମି ନାହିଁ ତାଙ୍କର । ସେ ଭାଗ ବଣ୍ଟା କରି ଚାଲିଜାଇଛନ୍ତି ।

archana nag 2

ତାଙ୍କର ଯିଏ ଦେଢ଼ସୁର ଅଛନ୍ତି ସେ କେମିତି କଣ ଚଳନ୍ତି । ସେ ଏବେ ଗାଁରେ ଅଛନ୍ତି ନା ବାହାରେ ଅଛନ୍ତି । ସେ ଏବେ ଗାଁରେ ଅଛନ୍ତି । ଭୁବନେଶ୍ୱର ଯାଉ ନାହାନ୍ତି ଆଉ । ଶଶୁର ଶାଶୁ ସବୁ ଏଇଠି ରୁହନ୍ତି । ସେ ଆଉ ତାଙ୍କ ସ୍ଵାମୀ କେବଳ ଯାଇ ଭୁବନେଶ୍ଵର ରେ ରୁହନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *