ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ କିଛି ଦିନ ପୂର୍ବରୁ ଇଣ୍ଡଷ୍ଟ୍ରୀ ରେ ଏକ ଆଶ୍ଚର୍ଯ୍ୟ ଜନକ ଖବର ସାମ୍ନା କୁ ଆସିଛି । ଯେଉଁଥିରେ ଜଣା ସୁଣା ଅଭିନେତ୍ରୀ ବୈଶାଳୀ ଠାକ୍କର ନିଜ ଘରେ ଆ-ତ୍ମ-ହ-ତ୍ୟା କରିଥିବାର ଖବର ମିଳିଥିଲା । ତେବେ ଏହି ଅଭିନେତ୍ରୀ ଇନ୍ଦୋରରେ ନିଜ ବେକରେ ରସି ଲଗେଇ ଆ-ତ୍ମ-ହ-ତ୍ୟା କରିଥିଲେ । ପରେ ଅଭିନେତ୍ରୀ ଙ୍କ ମୃ-ତ ଦେହ ପାଖରୁ ଗୋଟିଏ ସୁୁଇସାଇଟ ନୋଟ ଜବତ କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା କଥା ଆପଣ ମାନେ ସମସ୍ତେ ନିଶ୍ଚିତ ଜାଣିଛନ୍ତି ।
ତେବେ ସୂଚନା ମୁତାବକ ଏହି ଅଭିନେତ୍ରୀ ଜଣକ ‘ୟେ ରିସ୍ତା କ୍ୟା କେହଲାତା ହେ ସସୁରାଲ ସିମର କା ଓ ସୁପର ସିଷ୍ଟର’ ଭଳି ଧାରା ବାହିକରେ କାମ କରିଥିଲେ । ତେବେ ମିଳିଥିବା ସୂଚନା ଅନୁଯାୟୀ ସେ ପ୍ରାୟ ବର୍ଷେ ହେଲା ଇନ୍ଦୋରରେ ନିଜ ଭାଇ ଏବଂ ବାପାଙ୍କ ସହ ରହୁଥିଲେ । ତେବେ ତାଙ୍କର ଏପରି ଆ-ତ୍ମ-ହ-ତ୍ୟାର କାରଣ ପଡିନଥିଲେ ବି ପ୍ରେମ ଜୀବନରେ ଅସନ୍ତୋଷ ଥିବାରୁ ବୈଶାଲୀ ଏଭଳି ପଦକ୍ଷେପ ନେଇଥିବା କୁହାଯାଇଛି ।
ତେବେ ବୈଶାଲୀ ଅନେକ ଲୋକପ୍ରିୟ ଧାରାବାହିକରେ କାମ କରିଥିଲେ ଯାହାକୁ ଲୋକମାନେ ମଧ୍ୟ ବହୁତ ପସନ୍ଦ ମଧ୍ୟ କରୁଥିଲେ । ସେ ଟିଭିର ସବୁଠାରୁ ଲୋକପ୍ରିୟ ସୋ’ ୟେ ରିସ୍ତା କ୍ୟା କେହଲାତା ହେ ସହିତ ବୈଶାଲୀ ତାଙ୍କର ଅଭିନୟ କ୍ୟାରିୟର ଆରମ୍ଭ କରିଥିବା କୁହାଯାଇଛି ସେ ଏହି ସୋ ରେ ସଞ୍ଜନା ଭୂମିକାରେ ଅଭିନୟ କରିଥିଲେ । ଏହା ପରେ ବୈଶାଲୀଙ୍କୁ ‘ୟେ ହେ ଆଶିକୀ ସୋ ରେ ମଧ୍ୟ ଦେଖିବାକୁ ମିଳିଥିଲା ।
ତେବେ ସମସ୍ତ ଙ୍କ ମନକୁ ଜିତି ସାରିଥିବା ଅଭିନେତ୍ରୀ ନିଜର ପ୍ରେମ ଜୀବନରେ ହାରିଯାଇ ଆ-ତ୍ମ-ହ-ତ୍ୟା କରିବା ଟାକୁ ଲୋକଙ୍କୁ ହଜମ ହେଉନାହିଁ ବୋଲି କୁହାଯାଇଛି । ତେବେ ତାଙ୍କର ପ୍ରଶଂସକ ମାନେ ତାଙ୍କର ଏହିପରି ମୃତ୍ୟୁ କୁ ଭୁଲି ନ ପାରି ସେ ଆଗରୁ ବନେଇ ଥିବା ରୀଲ୍ସ ଗୁଡିକ ଏବେ ଦର୍ଶକ ମାନେ ଦେଖୁଛନ୍ତି। ତେବେ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଅଭିନେତ୍ରୀ ଙ୍କ ଶେଷ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ବିଭିନ୍ନ ଅନ୍ଦାଜ ରେ ନିଜର ଆସିଥିବାର ଦେଖିବା ପାଇଁ ମିଳିଛନ୍ତି ।
ତେବେ ସେହି ରୀଲ୍ସ ରେ ସେ ପୁରୁଷ ପ୍ରେମିକ ବେଶରେ ଦେଖାଜାଇ ଥିବା ବେଳେ । କେତେ ବେଳେ ନିଜର ପ୍ରେମିକ ସହିତ କଥା ହେଉଥିବାର ମଧ୍ୟ ନଜର ଆସୁଛନ୍ତି । ତେବେ ସେ ଏହି ମାଧ୍ୟମ ରେ ଲୋକ ମାନଙ୍କ ବହୁତ ପ୍ରଶଂସା ମଧ୍ୟ ପାଇଥିବା ନଜର ଆସିଛନ୍ତି । ତେବେ ସେ ଏହି ରିଲ୍ସ ମାଧ୍ୟମ ରେ ବେଶୀ ଚର୍ଚ୍ଚା ସାଉଣ୍ଟି ପାରିଛନ୍ତି । ତେବେ ସେ ଆଜି ଆମ ପାଖରେ ନାହାଁନ୍ତି ବହୁତ ଦୁଖଃ ଲାଗୁଛି । ଏବଂ ତାଙ୍କର ଶେଷ ଭିଡ଼ିଓ ଏବେ ସୋସିଆଲ ମିଡିଆ ରେ ବହୁତ ଭାଇରଲ ହେଉଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।