Exclusive: କେନ୍ଦ୍ରାପଡାରେ ବିବାହର ଆଠ ବର୍ଷ ପରେ ଜୀବନ ହାରିଲେ ଡାକ୍ତର ସ୍ୱାମୀ, ସ୍ତ୍ରୀ କହୁଛନ୍ତି ଏମିତି…

Kendrapada

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ପୁଣି ଏକ ବ୍ୟକ୍ତି ଙ୍କ ଆ-ତ୍ମ-ହ-ତ୍ୟା ବନ୍ଧୁଗଣ ଆପଣ ମାନେ ଜାଣିଥିବେ ବର୍ତମାନ ସମୟ ରେ ଆ-ତ୍ମ-ହ-ତ୍ୟା ଧିରେ ଧିରେ ବଢିବାରେ ଲାଗିଛି । ଛୋଟ ଛୋଟ ପିଲା ମାନେ ନିଜର ଅସୁବିଧା ସମୟ ରେ ନିଜକୁ ସମ୍ଭାଳିବା ପରିବର୍ତ୍ତେ ତାହାର ସମାଧାନ କରିବା ପରିବର୍ତ୍ତେ ସେମାନେ ଆ-ତ୍ମ-ହ-ତ୍ୟା ର ସାହାରା ନେଉଛନ୍ତି ।

ତେବେ ଆପଣ ମାନେ ଜାଣିଥିବେ ସ୍ୱାମୀ ସ୍ତ୍ରୀ ର ସଂମ୍ପର୍କ ହେଉଛି ଏକ ପବିତ୍ର ସଂମ୍ପର୍କ ଜାହା ଉପରେ ଶରରୀ , ମନ , ଅର୍ଥ ସବୁ କିଛି ନିୟନ୍ତ୍ରିତ ଅଟେ । ତେବେ ଏହା ହେଉଛି ପ୍ରେମ ସଂମ୍ପର୍କ । ଏହା ଏମିତି ଏକ ସଂମ୍ପର୍କ ଜାହାକୁ ଆମେ ମାନେ ହୃଦୟ ରୁ ଏବଂ ଆତ୍ମା ରୁ ଆମେ ମାନେ ଗ୍ରହଣ କରନ୍ତି । ଏହା ହେଉଛି ସେହି ସଂମ୍ପର୍କ ଜାହା ଜିବନ ରେ ସବୁ କିଛି ପରିବର୍ତନ କରି ଦେଇଥାଏ । ଏହା ସହିତ ଆମେ ଆମର ଦିନ ରାତି , ସକାଳ , ସଂନ୍ଧ୍ୟା ସେହି ନିର୍ଦ୍ଧିଷ୍ଟ ଲୋକଙ୍କ ସହିତ ବିତାଇବା ପାଇଁ ଚେଷ୍ଟା କରନ୍ତି ।

ହେଲେ ବର୍ତମାନ ସମୟ ରେ କିଛି ଲୋକ ମାନେ ଏହି ସ୍ୱାମୀ ସ୍ତ୍ରୀ ସଂମ୍ପର୍କ କୁ ବଦନାମ କରି ଦେଉଥିବା ବେଳେ ତେବେ ଏହି ଏକ ଘଟଣା ରେ ସ୍ୱାମୀ ଆ-ତ୍ମ-ହ-ତ୍ୟା ପରେ ବିଷ ପିଇଦେଇଛନ୍ତି ସ୍ତ୍ରୀ । କେନ୍ଦ୍ରପଡ଼ା ଜିଲ୍ଲା ଟାଉନ୍ ଥାନା ଅନ୍ତର୍ଗତ ଟାଉନ୍ ବଳରାମ ପୁରର ଘଟଣା । ମୃ-ତ ଯୁବକ ମନୋଜ ବସନ୍ତିଆ । ପାରିବାରିକ କଳହରୁ ରଶି ଲଗାଇ ଝୁଲି ପଡିଥିବା ସୂଚନା ।

women 1

ତେବେ ବନ୍ଧୁଗଣ ବର୍ତମାନ ସମୟ ରେ ସ୍ତ୍ରୀ ଗୁରୁତ୍ୱର ରହିଥିବା ବେଳେ ନିକଟସ୍ଥ ମେଡିକାଲ ରେ ତାଙ୍କୁ ବର୍ତମାନ ସମୟ ରେ ଭର୍ତ୍ତି କରାଜାଇ ଥିବାର ଦେଖିବା ପାଇଁ ମିଳିଛି । ତେବେ ସ୍ତ୍ରୀ ର କହିବା ଅନୁସାରେ 8 ବର୍ଷ ବିବାହ ପରେ ତାଙ୍କ ସ୍ୱାମୀ ତାଙ୍କ ଉପରେ ସବୁ ବେଳେ ସନ୍ଧେହ କରନ୍ତି । ଏବଂ ତାଙ୍କ ସହିତ ସବୁ ବେଳେ ଯୌତୁକ କୁ ନେଇ ଝଗଡା କରନ୍ତି । ତେବେ ଝଗଡା ଲାଗିବା ପରେ ସେ ନିଜର ବାପ ଘରକୁ ପଳେଇ ଜାଆନ୍ତି । ପୁଣି ସେ କିଛି ଦିନ ପରେ ଫେରି ଆସନ୍ତି ।

ହେଲେ ଏହି ଥର ତାଙ୍କର କଣ ମାନଶୀକ ଚିନ୍ତା ରହିଥିଲା ତାହା ମୋଟେ ବି ଜଣା ନାହିଁ ହେଲେ ସେ ଆ-ତ୍ମ-ହ-ତ୍ୟା କରି ଦେଇଛନ୍ତି । ଏବଂ ବର୍ତମାନ ସମୟ ରେ ମୁଁ ସେହିଥି ପାଇଁ ଆ-ତ୍ମ-ହ-ତ୍ୟା କରିବା ପାଇଁ ନିସ୍ପତି ନେଇଛି । ମୋର ଏହି ଦୁନିଆଁ ରେ ବଞ୍ଚିକି ଲାଭ ବା କଣ ରହିଛି । ତେବେ ଏହି ପରି କ୍ଷେତ୍ର ରେ ବନ୍ଧୁଗଣ ଆପଣ ମାନଙ୍କ ମତାମତ କଣ ରହିବ ଏହାକୁ ନେଇ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *