ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଗତ କିଛି ସମୟ ହେଲା ସୋସିଆଲ ମିଡିଆ ରେ ଏକ ଭିଡ଼ିଓ ଭାଇରଲ ହୋଇଛି । ତେବେ ଏହି ଭିଡ଼ିଓ ଏ ମୋବାଇଲ ରୁ ସେ ମୋବାଇଲ ଘୂରି ବୁଲୁଛି । ଆଉ ଏ ଭିଡ଼ିଓ ଦେଖିବା ପରେ ଅନେକ ନେତାଙ୍କ ମନରେ ଛନକା ପସିଲାଣି । ଅନେକ ବଡ ବଡିଆ ବାଉଳି ଚାଉଳି ହେଲେଣି । ତେବେ ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ଏହି ଭିଡ଼ିଓ ବିଷୟରେ ସଂମ୍ପର୍ଣ୍ଣ ତଥ୍ୟ ପ୍ରଦାନ କରିବା ପାଇଁ ଯାଉଛୁ । ତେବେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ।
ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ବିଷୟ ରେ ନିଶ୍ଚିତ ଭାବେ ଜାଣିଥିବେ ପୋଲିସ ଅର୍ଚ୍ଚନା ଙ୍କୁ ଗିରୋଫ କରିଛି । ତେବେ କେବଳ ଅର୍ଚ୍ଚନା ଙ୍କୁ ଗିରୋଫ କରି ନାହିଁ ବରଂ ପୋଲିସ ଘର , ଫାର୍ମ ହାଉସ ଏବଂ କାର ସୋ ରୁମରେ ଚଢାଉ କରିଛି । ତେବେ ପୋଲିସ ବି ଅର୍ଚ୍ଚନା ଙ୍କ ସଂମ୍ପତି ଦେଖି ତାଜୁବ ହୋଇଛି । ତେବେ ସବୁଠୁ ବଡ କଥା ହେଲା ଏବେ ସୋସିଆଲ ମିଡିଆ ରେ ଭାଇରଲ ହେଉଥିବା ଭିଡିଓ ରେ ସେହି ସୁନ୍ଦରୀ ସେହି ରାଣୀ ମହୁମାଛି ଅର୍ଚ୍ଚନା ନାୟକ ଅଟନ୍ତି ।
ଦେ-ହ ବୀକ୍ରି କରି କୋଟି କୋଟି ଟଙ୍କା ଅର୍ଜନ କରୁଥିବା ଅର୍ଚ୍ଚନା ନାୟକ । ଜାହାଙ୍କ ଘରେ କେତେ କଣ ସୁଟିଙ୍ଗ ହୋଇଛି ହଁ ଏ ସେହି ଅର୍ଚ୍ଚନା ନାୟକ ଯାହାର ପେଣ୍ଡ୍ରାଇଭରେ ଅନେକ ବଡ ବଡିଆଙ୍କ ଗୁମର ଲୁଚି ରହିଛି । ତେବେ ବନ୍ଧୁଗଣ ଭଲ କରି ଥରେ ଦେଖି ନିଅନ୍ତୁ ଏହି ଭିଡ଼ିଓ କୁ ଏହି ଭିଡ଼ିଓରେ ନିଜେ ଅର୍ଚ୍ଚନା ନାୟକ ଅଛନ୍ତି । ଆଉ ଏହି ଭିଡ଼ିଓ ଟି ଟଙ୍କା ଲେଣ ଦେଣ୍ ସମୟ ରେ ତାହା ପୁଣି ହୋଟେଲ ର ଏକ ବିଳାଶ ପୂର୍ଣ୍ଣ ସ୍ଥାନରେ ।
ତେବେ ଅର୍ଚ୍ଚନା ଙ୍କ ଫଣ୍ଡା ଟିକେ ଅଲଗା ପ୍ରକାରର ଅଟେ । ତେବେ ସେ ପ୍ରଥମେ ଫେସବୁକ ଫ୍ରେଣ୍ଡ ଭାବେ ରିକ୍ୟୁଏଷ୍ଟ ପଠେଇ ଥିଲେ । ଆଉ ଫ୍ରେଣ୍ଡ ହେବା ପରେ ସେ ଆରମ୍ଭ କରୁଥିଲେ ଚାଟିଂ । ତାଙ୍କର ବଡ ବଡ ଘର ରହିଛି ବଡ ବଡ ବିଜନେସ୍ ରହିଛି । ଆଉ ଏହି ସବୁ ଦେଖିବା ପରେ କିଏ ବା ତାଙ୍କ ସହ ବନ୍ଧୁତା କରିବ ନାହିଁ ।
ବନ୍ଧୁତା କରିବା ପରେ ଘରକୁ ନିମନ୍ତ୍ରଣ ପରେ ରଖନ୍ତି ଶା-ରୀ-ରିକ ସଂ-ମ୍ପ-ର୍କ । ଏହାକୁ ପରେ ରେକର୍ଡ କରନ୍ତି ଏବଂ ପରେ ମିଟିଂ ବସେ ହୋଟେଲ ରେ ଯେଉଁ ଭିଡ଼ିଓ ବର୍ତମାନ ସମୟ ରେ ଭାଇରଲ ହେବାରେ ଲାଗିଛି । ଆପଣ ମାନେ ବି ଚାହିଁଲେ ଏଠାରେ ସେହି ଭିଡ଼ିଓ କୁ ଦେଖି ପାରିବେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।