ଏକ୍ସ ବଏଫ୍ରେଣ୍ଡ କରୁଥିଲା ବ୍ଲାକମେଲ ,ଫୋଟୋ ଓ ଭିଡିଓ ଭାଇରଲ କରି କରୁଥିଲା ବଦନାମ ,ସହିପାରିଲେନି ଅଭିନେତ୍ରୀ

Actress Vaishali Thakur

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଖାସ ଖବର ନେଇ କରି ଆସିଛୁ ଯାହା ଆପଣ ମାନଙ୍କ ର ଜାଣିବା ନିହାତି ଦରକାର । ତେବେ ବନ୍ଧୁଗଣ ଆପଣ ମାନେ ଅଭିନେତ୍ରୀ ବୈଶାଳୀ ଠାକୁର ଙ୍କୁ ଜାଣିଥିବେ । ତେବେ ଅଭିନେତ୍ରୀ ବୈଶାଳୀ ଠାକୁର ଙ୍କୁ ନେଇ ଏବେ ସୋସିଆଲ ମିଡିଆରେ ଏବେ ଏପରି କିଛି ଖବର ଭାଇରାଲ ହେଉଛି ଯାହା ଆପଣ ଜାଣିଲେ ଆପଣ ମାନେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯିବେ ।

ତେବେ ଅଭିନେତ୍ରୀ ବୈଶାଳୀ ଠାକୁର ଙ୍କ ଜୀବନ ହାରିବା ଘଟଣା ସମଗ୍ର ମନରଞନ ଦୁନିଆ ରେ ହଲଚଲ ସୃଷ୍ଟି କରିଛି । ବର୍ତ୍ତମାନ ତାଙ୍କର ଜୀବନ ହାରିବା ଘଟଣା ରେ ତାଙ୍କର ପୂର୍ବତନ ପ୍ରେମିକା ରାହୁଲ ଙ୍କ ନାମରେ ମାମଲା ରୁଜୁ ହୋଇଛି । ଅଭିନେତ୍ରୀ ବୈଶାଳୀ ଠାକୁର ପୂର୍ବରୁ ତାଙ୍କ ସହ ସ-ମ୍ପର୍କ ରହିଥିବାରୁ ସେହି ଘଟଣା କୁ ନେଇ ରାହୁଲ ସବୁବେଳେ ତାଙ୍କୁ ବ୍ଲାକ ମେଲ କରୁଥିଲେ ଯାହାକି ଅଭିନେତ୍ରୀ ବୈଶାଳୀ ଠାକୁର ଙ୍କ ସୁଇସାଇଟ ନୋଟ ସ୍ପଷ୍ଟ କରୁଛି ।

Vaishali

ଯେଉଁଥିରେ ପୋଡଶୀ ରେ ରହୁଥିବା ଏକ୍ସ ବୟଫେର୍ଣ୍ଡ ର ଅତ୍ୟାଚାର କାରଣ ରୁ ସେ ଜୀବନ ହାରୁଥିବା କଥା ଲେଖିଛନ୍ତି । ଅଭିନେତ୍ରୀ ବୈଶାଳୀ ଠାକୁର ଇନ୍ଦର ରେ ରହୁଥିବା ଘରେ ଜୀବନ ହାରିଥିଲେ ଆଉ ଜୀବନ ହାରିବା ପରେ ପୋଲିସ ତାଙ୍କର ରୁମ ରୁ ଏକ ସୁଇସାଇଟ ନୋଟ ମଧ୍ୟ ଜବତ କରିଥିଲା । ଯାହାର ଆଧାର ରେ ତାଙ୍କର ପୂର୍ବତନ ପ୍ରେମିକା ତାଙ୍କର ମୃ-ତ୍ୟୁ ର କାରଣ ବୋଲି ସ୍ପଷ୍ଟ ହେଉଛି ।

ଇଏ ରିସ୍ତା କ୍ୟାୟା କେହେଲାତା ହେ ସିରିଏଲ ରେ ନିଜର ଅଭିନୟ ର ଯାଦୁ ଦେଖାଇଥିବା ଅଭିନେତ୍ରୀ ବୈଶାଳୀ ଠାକୁର ଏବେ ବ୍ୟକ୍ତି ଗତ ସମସ୍ୟା ରୁ ହାରିଯାଇଥିଲେ । ପୂର୍ବତନ ପ୍ରେମିକ ଙ୍କ ର ଅତ୍ୟାଚାର ସହି ନପାରି ବାଧ୍ୟ ହୋଇ ସେ ଜୀବନ ହାରିବା ଭଳି ଚରମ ନିଷ୍ପତ୍ତି ନେଇଥିଲେ । ପୂର୍ବତନ ପ୍ରେମିକ ତାଙ୍କୁ ବ୍ଲାକ ମେଲ କରିବା ସହ ଏମିତିକି ବୈଶାଳି ଙ୍କ ର ବିବାହ ମଧ୍ୟ ହେବାକୁ ଦେଉ ନଥିଲେ ।

Vaishali Thakur

ବୈଶାଳି ଙ୍କ ର ସୂଚନା ଅନୁସାରେ ବୈଶାଳି ଙ୍କ ର ବାହାଘର ଯେଉଁଠାରେ ଠିକ ହେଉଥିଲା ରାହୁଲ ସେହି ପୁଅ ପାଖକୁ ବୈଶାଳି ଙ୍କ ସହ ଉଠାଯାଇଥିବା ଫୋଟ ଏବଂ ଭିଡିଓ ଆଦି ସେୟାର କରୁଥିଲା । ଆଉ ଯାହା ପରେ ବୈଶାଳି ଙ୍କ ର ବାହାଘର ଭାଙ୍ଗି ଯାଉଥିଲା । ତେବେ ଏହି ସବୁ କାରଣ ରୁ ବୈଶାଳି ତାଙ୍କର ଜୀବନ ବାଜି ରେ ହାରି ଆଜି ପ୍ରାଣ ତ୍ୟାଗ କରିଛନ୍ତି ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *