ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ତୁମେ ବ୍ୟସ୍ତ ହୁଅନି ଅର୍ଚ୍ଚନା ଏବେ ମୁଁ ତୁମ ପାଖକୁ ଆସିଜାଇଛି । ଏବେ ମୁଁ ତମ ପାଖେ ପାଖେ ହିଁ ରହିବି । ତୁମକୁ ଆଉ ଏକା କରିବାକୁ ଦେବି ନାହିଁ । କାରଣ ଯେଉଁ ଜେଲ ଆମକୁ ଦୂରେଇ ରଖିଛି ସେହି ଜେଲ ଆମକୁ ଏକାଠି କରିବ । ପ୍ରତି ରବିବାର ଆମେ ମାନେ ଦୁହେଁ ଦୁହିଁଙ୍କୁ ଦେଖା କରିବା ରବିବାର ର ସେହି 15 ମିନିଟ ହେବ ଆଖିରେ ଆଖି ମିଶେଇ ମୁଁ ତୁମକୁ ଦେଖିବି ସେହି ଦିନ ଆଖିରେ ଆଖି ମିଶେଇ ତୁମେ ମତେ ଦେଖିବ ।
ତୁମେ ତମ ମନ ଭିତରେ ସାଇତି ରଖିଥିବା ଭାବନା କୁ ମୋ ଆଗରେ ଉଜାଡି ଦେବ । ଖବର ମୁତାବକ ଏବେ ଜେଲ ଭିତରେ ସ୍ୱାମୀ ଜଗବନ୍ଧୁ ଏବଂ ଅର୍ଚ୍ଚନା ଦେଖାହେବେ । ଜେଲ ର ନିୟମ ଅନୁସାରେ ସେମାନେ ସପ୍ତାହ ରେ ଗୋଚିଏ ଦିନରେ ହିଁ ଦେଖା କରି ପାରିବେ । ଏହି ଦିନ ହେଲା ସପ୍ତାହ ର ଶେଷ ଦିନ ମାନେ ରବିବାର ଦୁହିଁଙ୍କୁ ରବିବାର ଦିନ ଦେଖା କରିବା ପାଇଁ ବ୍ୟବସ୍ଥା ରହିଛି ।
ହେଲେ ସେମାନେ ଏକା ଦେଖା କରି ପରିବେ ନାହିଁ । ଜେଲ ର ମହିଳା ୱାର୍ଡର ଏବଂ ପୁରୁଷ ୱାର୍ଡର ର ଙ୍କ ଉପସ୍ଥିତିରେ ଦେଖା କରିବେ ସମସ୍ତଙ୍କ ସାମ୍ନାରେ ହିଁ ଦୁହେଁ ଦୁହିଁଙ୍କୁ ଦେଖା କରିବେ । ଏବେ ଅର୍ଚ୍ଚନା ମହିଳା ୱାର୍ଡ ରେ ଏବଂ ଜଗବନ୍ଧୁ ପୁରୁଷ ୱାର୍ଡର ରେ ରହୁଛନ୍ତି । କେବଳ ରବିବାର ହିଁ ସେହି ଗୋଟିଏ ଦିନ ଯେଉଁ ଦିନ ଉଭୟ ସ୍ୱାମୀ ଏବଂ ସ୍ତ୍ରୀ ଦେଖା କରିବେ 15 ମିନିଟ ପାଇଁ ।
ସେଠି ସେମାନେ ମନଭରି କଥା ହେବେ । ପୀଡ଼ିତାଙ୍କୁ ଧମକ ଦେଉଥିବା ଏବଂ ସ-ମ୍ପର୍କ ରଖିବା ପାଇଁ ବାଧ୍ୟ କରୁଥିବା ଅଭିଯୋଗ ପରେ ପରେ ଅର୍ଚ୍ଚନା ଗିରୋଫ ହୋଇଥିଲେ । ଏହା ପରେ ଗତକାଲି ସ୍ୱାମୀ ଜଗବନ୍ଧୁ ଗିରଫ ହୋଇଥିଲେ । ତେବେ ଏହି ସଂମ୍ପର୍କ ରେ ଆପଣ ମାନଙ୍କ ମତାମତ କଣ ରହିଛି ନିଶ୍ଚିତ ଭାବେ ଜଣେଇ ଦେବେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।