ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏପରି ଏକ ଭାଇରାଲ ଭିଡିଓ ବିଷୟ ରେ ଜଣାଇବୁ ଯାହାକୁ ଆପଣ ମାନେ ଦେଖିଲା ପରେ ଆପଣ ମାନେ ମଧ୍ୟ ଏପରି ଶିକ୍ଷକ ଙ୍କୁ ନିନ୍ଦା କରିବେ । ତେବେ ସମ୍ପୁର୍ଣ୍ଣ ଖବର ବିଷୟ ରେ ଜାଣିବା ପାଇଁ ହେଲେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ ।
ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଏକ ଭଲ ଏବଂ ଆଦର୍ଶ ଗୁରୁ ଙ୍କ ଠାରୁ ପିଲା ମାନେ କିଛି ଉତ୍ତମ ଶିକ୍ଷା ଶିଖିଥାନ୍ତି ଏବଂ ଗୁରୁ ର ଅର୍ଥ ହେଉଛି ଅନ୍ଧାର ରୂପକ ଆଲୋକ ଅର୍ଥାତ ଆନ୍ଧାର ରୂପକ ଜ୍ଞାନ ରୁ ପିଲା ମାନଙ୍କ ର ଜୀବନ ରେ ଆଲୋକିତ କରାଇବା ।
ତେବେ ଆଜିର ସମୟ ରେ ଏପରି କିଛି ଶିକ୍ଷକ ଙ୍କୁ ଏପରି ଦେଖିବାକୁ ମିଳିଛି ଯାହାକି ଏକ ଶିକ୍ଷକ ପିଲା ମାନଙ୍କୁ ପାଠ ପଢାଇବା ସମୟ ରେ ଶ୍ରେଣୀ କକ୍ଷ କୁ ମ-ଦ୍ୟ ପାନ କରି ଆସି ପିଲା ମାନଙ୍କୁ ପାଠ ପଢାଇବା ବଦଳରେ ସେ ସ୍କୁଲ ର ଶ୍ରେଣୀ କକ୍ଷ ରେ ଚଟାଣ ରେ ବିଚ୍ଛା ଯାଇଥିବା ଚିକ୍କଣ ଟାଇଲ ଉପରେ ଆସି ଶୋଉଛନ୍ତି ଏବଂ କେହି ପିଲା ଯଦି ଶିକ୍ଷକ ଙ୍କୁ ଡାକନ୍ତି ତେବେ ଉକ୍ତ ଶିକ୍ଷକ ଜଣକ ପିଲା ମାନଙ୍କୁ ଖରାପ ଭାଷା ର ପ୍ରୟୋଗ କରିବା ସହ ସେମାନଙ୍କୁ ମାଡ ମଧ୍ୟ ମାରନ୍ତି ।
ତେବେ ବନ୍ଧୁଗଣ ଏହି ଘଟଣା ଆମ ରାଜ୍ୟ ର ସୁନ୍ଦରଗଡ ଜିଲ୍ଲା ନେଥିପଡା ବ୍ଲକ ଖୋଲାବୀରା କିଷାାନ ପଡା ଗ୍ରାମ ବିଦ୍ୟାଳୟ ର ଘଟଣା ଅଟେ । ତେବେ ଏହି ଘଟଣା କେବଳ ଆଜି ହୋଇ ନାହିଁ । ତେବେ ଏଠାକାର ଗ୍ରାମ ବାସୀ ମାନଙ୍କ ର କହିବା ମୁତାବକ ଏହି ସ୍କୁଲ କୁ ଉକ୍ତ ଶିକ୍ଷକ ଜଣକ ପ୍ରତିଦିନ ମ-ଦ୍ୟ ପାନ କରି ଆସନ୍ତି ଏବଂ ସ୍କୁଲ ର ଚଟାଣ ରେ ଶୋଇ ରୁହନ୍ତି , ଯଦି କେହି ବି ତାଙ୍କର ନିନ୍ଦ କୁ ଭାଙ୍ଗିଥାଏ ତାକୁ ବହୁତ ଖରାପ ଭାଷା ର ପ୍ରୟୋଗ କରିବା ସହ ତାଙ୍କୁ ମାଡ ମଧ୍ୟ ମାରିଥାନ୍ତି ।
ତେବେ ଉକ୍ତ ଶିକ୍ଷକ ଙ୍କ ନାମ ହେଉଛି ପ୍ରଦିପ କୁମାର ପଟ୍ଟେତ ତେବେ ଏହି ଘଟଣା ସମ୍ପର୍କ ରେ ଗ୍ରାମ ବାସୀ ମାନେ ଅବଗତ ହେବା ପରେ ଶିକ୍ଷକ ଙ୍କୁ ଏପରି ବିଷୟ ରେ ଆଲୋଚନା କରିବାରୁ ଉକ୍ତ ଶିକ୍ଷକ ଜଣକ ତାଙ୍କୁ ନାଲି ଆଖି ଦେଖାଉଛନ୍ତି , ତେବେ ଏହି ସମ୍ପର୍କ ରେ ଉଚ୍ଚ ଶିକ୍ଷା ତରଫରୁ କୈଣସି କାର୍ଯ୍ୟନୁଷ୍ଠାନ ନିଆଯାଇ ନାହିଁ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।