ଭୁଲରେବି ଏମିତି ଝିଅଙ୍କୁ ବାହା ହୁଅନ୍ତୁ ନାହିଁ ।

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଆମେ ଆଜି ଆମର ଏହି ପୋଷ୍ଟ ମାଧ୍ୟମ ରେ ମହିଳା ମାନଙ୍କ ର କିଛି 5 ପ୍ରକାର ର ଖରାପ ଅଭ୍ୟାସ ବିଷୟ ରେ ଜଣାଇବୁ ଯାହାକି ପ୍ରାୟତଃ ଦେଖିବାକୁ ଗଲେ ଏପରି ଖରାପ ଅଭ୍ୟାସ ଅଧିକାଂଶ ମହିଳା ମାନଙ୍କ ନିକଟ ରେ ଦେଖିବାକୁ ମିଳିଥାଏ । ତେବେ ବନ୍ଧୁଗଣ କଣ ସେହି ଖରାପ ଅଭ୍ୟାସ ରହିଛି ତାହା ବିଷୟ ରେ ଆପଣ ମାନେ ଜାଣିବାକୁ ଚାହୁଁଥିଲେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ ।

ତେବେ ବନ୍ଧୁଗଣ କଥା କୁହାଯାଇଛି କି ନାରୀ ମାନଙ୍କ ରେ ମନ ରେ କେଉଁ କଥା ସବୁ ରହିଛି ତାହା ସ୍ୱୟଂ ଭଗବାନ ଙ୍କୁ ମଧ୍ୟ ଜଣା ନାହିଁ । ତେବେ ଏହି ସବୁ କଥା କୁ ଲକ୍ଷ୍ୟ କି ଆଚାର୍ଯ୍ୟ ଚାଣକ୍ୟ ମହିଳା ମାନଙ୍କ ବିଷୟ ରେ କହିଛନ୍ତି କି ମହିଳା ମାନେ କଥା କଥା ରେ ମିଛ କଥା କହିଥାନ୍ତି ଯାହା ପାଇଁ ସେମାନେ ପରବର୍ତ୍ତୀ ସମୟ ରେ ନିଜେ ଅସୁବିଧା ର ସମୁଖୀନ ହୋଇଥାନ୍ତି ଏବଂ ଏହା ସହ ମହିଳା ମାନେ କିଛି ବି କଥା ନ ଭାବି ତାଙ୍କର ମନ ଇଚ୍ଛା କାମ କରିଥାନ୍ତି । ତେବେ ଏପରି କାମ କରିବା ମହିଳା ମାନଙ୍କ ପାଇଁ ବହୁତ ସ୍ୱଭାବିକ କଥା ହୋଇଥାଏ ।

chanakya

ତେବେ ମହିଳା ମାନେ ସର୍ବଦା ନିଜର ଆତ୍ମ ବିଶ୍ୱାସ ପାଇଁ ସେମାନେ ସର୍ବଦା ମୂର୍ଖ ଙ୍କ ଭଳି କାମ କରିଥାନ୍ତି ଯାହା ଦ୍ୱାରା ସେମାନେ ନିଜେ ଅସୁବିଧା ରେ ପଡିବା ସହ ଅନ୍ୟ ମାନଙ୍କୁ ମଧ୍ୟ ଅସୁବିଧା ରେ ପକାଇଥାନ୍ତି । ତେବେ ଆଚାର୍ଯ୍ୟ ଚାଣ୍ୟକ ଙ୍କ ର କହିବା ଅନୁଯାଇ ମହିଳା ମାନଙ୍କ ର ଧନ ଦୈଲତ ସହ ସୁନା ର ଅଳଙ୍କାର ବହୁତ ପସନ୍ଦ ହୋଇଥାଏ ତେଣୁ ଏମାନେ ଏହି ସବୁ ଜିନିଷ କୁ ପାଇବା ପାଇଁ ବେଳେ ବେଳେ ଏମିତ କିଛି କାମ କରି ବସିଥାନ୍ତି ଯାହାକି ସେମାନଙ୍କୁ କେବେ ହେଲେ ଏହି ସବୁ କାମ କରିବା କଥା ଉଚିତ୍ ନୁହଁ ।

ତେବେ ମହିଳା ମାନେ ତାଙ୍କର ଲୋଭ ପାଇଁ ଯେଉଁ ସବୁ କାମ କରିଥାନ୍ତି ସେମାନେ ପରବର୍ତ୍ତୀ ସମୟ ରେ ନିଜେ ବହୁତ ଅସୁବିଧା ର ସମୁଖୀନ ହେବା ସହ ସେମାନେ ନିଜର ଏବଂ ତାଙ୍କର ଘର ଏବଂ ପରିବାର ର ମଧ୍ୟ ମାନ ସମାନ ହାନୀ କରିଥାନ୍ତି । ତେବେ ବନ୍ଧୁଗଣ ଏହା ରହିଥିଲା ଆଚାର୍ଯ୍ୟ ଚାଣକ୍ୟ ଙ୍କ ଦ୍ୱାରା କୁହାଯାଇଥିବା କିଛି ମହିଳା ମାନଙ୍କ ର ଖରାପ ଅଭ୍ୟାସ ଯାହାକୁ ମହିଳା ମାନେ ମାନିଲେ ତାଙ୍କର ମଙ୍ଗଳ ହେବା ସହ ତାଙ୍କର ଘର ଏବଂ ପରିବାର ର ମଧ୍ୟ ମଙ୍ଗଳ ହେବ ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *