4000 ପାଇବା ପାଇଁ କରି ଦିଅନ୍ତୁ ଏହି କାମ ।

pm

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଖାସ ଖବର ନେଇ କରି ଆସିଛୁ ଯାହା ଆପଣ ମାନଙ୍କ ର ଜାଣିବା ନିହାତି ଦରକାର । ବନ୍ଧୁଗଣ କେନ୍ଦ୍ର ସରକାର ଙ୍କ ତରଫରୁ ଗତ 17 ତାରିଖ ରେ କିଷାନ ଯୋଜନା ଅଧିନ ରେ 12 ତ୍ତମ କିସ୍ତି ର ଟଙ୍କା 2000 ମଧ୍ୟ ସମସ୍ତ ଙକ ଖାତାକୁ ପଠା ଯାଇଛି । ହେଲେ ଏହି ମଧ୍ୟରେ ବହୁତ ଚାଷୀ ମାନଙ୍କୁ ଟଙ୍କା ମଧ୍ୟ ମିଳି ନାହିଁ କାରଣ ସେମାନଙ୍କ ର ଷ୍ଟାଟସ ରେ ଲାଣ୍ଡ ସିଟିଙ୍ଗ ଦେଖଉଛି ନୋ ।

ତେବେ ଏହି ଲାଣ୍ଡ ସିଟିଙ୍ଗ ଦେଖଉଛି ନୋ କଣ , ଏଥିରୁ ଆପଣ କିପରି ୟେସ କରିବେ ବା ଆପଣ ଙ୍କୁ କିପରି ଟଙ୍କା ଆସିବ ତାହା ଆମେ ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ମାଧ୍ୟମ ରେ ଜଣାଇବୁ । ତେବେ ଆପଣ ମାନେ ସମ୍ପୁର୍ଣ୍ଣ ଖବର ବିଷୟ ରେ ଜାଣିବା ପାଇଁ ହେଲେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ ।

pm

ବନ୍ଧୁଗଣ ପ୍ରଥମତଃ ଜାଣନ୍ତୁ ଏହି କିଷାନ ଯୋଜନା ର 12 ତ୍ତମ ଟଙ୍କା ପଠା ସରିଛି , ଯଦି ଆପଣ ମାନଙ୍କୁ ଲାଣ୍ଡ ସିଟିଙ୍ଗ କରିବା ପରେ ଆପଣ ଙ୍କୁ ଏହି 12 ତ୍ତମ କିସ୍ତି ର ଟଙ୍କା ଏମିତିକି ଆଗାମୀ ଆସିବାକୁ ଥିବା 13 ତ୍ତମ କିସ୍ତି ର ଟଙ୍କା ଏକା ସାଙ୍ଗରେ 4000 ଟଙ୍କା ଆପଣ ଙ୍କୁ ମିଳିଯିବ । ତେବେ ବହୁତ ଲୋକ ଯେତେବେଳେ ସେମାନଙ୍କ ର ବେନିଫିସାରି ର ଲାଷ୍ଟ ଚେକ କରୁଛନ୍ତି ସେମାନଙ୍କୁ ଦେଖଉଛି ଲାଣ୍ଡ ସିଟିଙ୍ଗ ଦେଖଉଛି ନୋ ।

ତେବେ ଏହି ଲାଣ୍ଡ ସିଟିଙ୍ଗ ର ଅର୍ଥ ହେଉଛି ଯେଉଁ ମାନେ ଇ କେୟାସି କରି ତ ନେଇଛନ୍ତି ଏବଂ ଏହି ଇ କେୟାସି କରିବା ଦ୍ୱାରା ବହୁତ ଲୋକ ଙ୍କ ଖତିୟାନ ମଧ୍ୟ ଅପଡେଟ ହୋଇ ନାହିଁ ଯାହାଫଳ ରେ ଲାଣ୍ଡ ସିଟିଙ୍ଗ ଦେଖଉଛି ।

ତେବେ ଏହି ଲାଣ୍ଡ ସିଟିଙ୍ଗ କୁ ଆପଣ ଙ୍କୁ ଅନଲାଇନ ରେ ଅପସନ ନାହିଁ ଏହାକୁ ଆପଣ ମାନେ ଅଫଲାଇନ ମୋଡ ରେ ଅର୍ଥାତ ଆପଣ ଙ୍କ ର ବ୍ଲକ ଅଫିସ ଏମିତି କୃଷ୍ଟି କାର୍ଯ୍ୟାଳୟ ରେ ଯାଇ ଆପଣ ଖତିୟାନ ସବମିଟ କଲେ ଆପଣ ଙ୍କ ର ଏହି ଲାଣ୍ଡ ସିଟିଙ୍ଗ ଦେଖଉଛି ୟେସ ହୋଇ ପାରିବ ଯାହାଫଳରେ ଆପଣ ଙ୍କୁ ପଇସା ମଧ୍ୟ ମିଳି ପାରିବ । ତେବେ ବନ୍ଧୁଗଣ ଏହା ରହିଥିଲା କିଷାନ ଯୋଜନା କୁ ନେଇ କିଛି ଖାସ ଖବର ଯାହା ଆପଣ ମାନଙ୍କ ର ଜାଣିବା ନିହାତି ଆବଶ୍ୟକ ରହିଥିଲା ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *