ରାସନ କାର୍ଡ ରେ ଏହି କାମ କରନ୍ତୁ | ନହେଲେ କାର୍ଡ ବନ୍ଦ ହୋଇଯିବ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଯଦି ଆପଣ ମାନେ ଜଣେ ରାସନ କାର୍ଡ ହୀତାଧିକାରୀ ଆଉ ଆପଣ ମାନେ ରାସନ ରୁ ରାସନ ନେଉଛନ୍ତି ତେବେ ଏହି ନେଇ ଆସୁଛି ଏକ ନୂଆ ସୂଚନା ଜାହା ମଧ୍ୟ ଆପଣ ମାନଙ୍କ ରାସନ କାର୍ଡ ରେ କରେଇବାକୁ ପଡିବ ଅପଡେଟ । ନଚେତ ଆପଣ ମାନଙ୍କ ରାସନ କାର୍ଡ ସଂମ୍ପର୍ଣ୍ଣ ହୋଇ ପାରେ ବାତିଲ ଏମିତି କି ଅନେକ ସମସ୍ୟା ର ସମ୍ମୁଖୀନ ମଧ୍ୟ ହେବାକୁ ପଡି ପାରେ ।

ତେବେ ସେ ଅପଡେଟ କଣ ରହିଛି ଆସନ୍ତୁ ନଜର ପକେଇବା । ତେବେ ରାସନ କାର୍ଡ ରେ ମୋବାଇଲ ନମ୍ବର ଅପଡେଟ କରିବା ବହୁତ ଗୁରୁତ୍ୱ ପୂର୍ଣ୍ଣ ଯଦି ଆପଣ ମାନଙ୍କ ରାସନ କାର୍ଡ ରେ ଭୁଲ ନମ୍ବର ଅପଡେଟ ହୋଇଛି । କିମ୍ବା ପୁରୁଣା ନମ୍ବର ଅପଡେଟ ହୋଇଛି ତେବେ ଅନେକ ସମସ୍ୟା ର ସମ୍ନା କରିବାକୁ ପଡିବ ଏହିଥି ସହିତ ରାସନ କାର୍ଡ ସହ ଅନ୍ୟ ଅପଡେଟ ଗୁଡିକ ମଧ୍ୟ ଉପଲବ୍ଧ ହେବ ନାହିଁ ।

Ration card

ତେବେ ରାସନ କାର୍ଡ ରେ ରହିଥିବା ମୋବାଇଲ ନମ୍ବର କୁ ଅପଡେଟ କରିବା ବହୁତ ଜରୁରୀ ଅଟେ । ଯେଉଁ ନମ୍ବର କୁ ଆପଣ ମାନେ ବ୍ୟବହାର କରୁଥିବେ ସେହି ନମ୍ବର କୁ ଆପଣ ମାନେ ନିଜର ରାସନ କାର୍ଡ ରେ ଆପଡେଟ କରେଇ ନିଅନ୍ତୁ । ସେମିତି ରେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ପ୍ରତ୍ୟୋକ ରାଜ୍ୟ ପାଇଁ ଏକ ଅଲଗା ଅଲଗା ରାସନ କାର୍ଡ ଜାରି ହୋଇଥାଏ । ଏହି ଭଳି ପରିସ୍ଥିତି ରେ ମୋବାଇଲ ନମ୍ବର କୁ ରାସନ କାର୍ଡ ରେ ସମୟ ଅନୁସାରେ ଅପଡେଟ କରାଜାଇ ପାରିବ ।

ଆଉ ଏହାର ପକ୍ରିୟା ଆପଣ ମାନେ ଅନଲାଇ ଜରିଆରେ ଆପଣ ମାନେ କରି ପାରିବେ । କିମ୍ବା ଆପଣ ମାନେ ଜାଇ ଜନ ସେବା କେନ୍ଦ୍ର ଜରିଆରେ କରି ପାରିବେ । ତେବେ ଆପଣ ମନଙ୍କ ରାସନ କାର୍ଡ ରେ ମୋବାଇଲ ନମ୍ବର ଲିଙ୍କ୍ ହୋଇଛି କି ନାହିଁ ନିହାତି କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *