ଦିନେଶ ଚିଡ଼ାଉଛନ୍ତି ଦିପିକାଙ୍କୁ, ଆଜିବି ମିଳିଲାନି ଦିନେଶ ଦେଖା ଦର୍ଶନ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଦ୍ୱୀତିୟ ଥର ପାଇଁ ପୁଣଇ ଥରେ ବ୍ରହ୍ମପୁର ରୁ ଆସି ମହିଳା କମିଶନର ଙ୍କ ଦ୍ୱାରସ୍ଥ ହୋଇଛନ୍ତି ଦିପିକା । ହେଲେ ସେଠାରେ ତାଙ୍କ ସହ କୈଣସି ପ୍ରକାରର ଆଲୋଚନା କରାଜାଇ ନାହିଁ । ଏହାକୁ ନେଇ ସୂଚନା ମିଳିଛି । ଏବଂ ଏଠାରେ ଦିନେଶ ଙ୍କୁ କାଉନସିଲ ପାଇଁ ନୋଟିସ ଜାରି ହୋଇଥିବା ବେଳେ ହେଲେ ଦିନେଶ ର ଏଠି ଦେଖା ଦର୍ଶନ ମିଳୁନାହିଁ ।

କେବଳ ପ୍ରମିଳା ମାଆ ଙ୍କ ସହିତ ଏକାଠୀ ଆସିଛନ୍ତି ଦିପିକା । ତେବେ ପୂର୍ବଥର ବି ନୋଟିସ ସ୍ୱତେ ବି ଦିନେଶ ଆସିନଥିଲେ । ହେଲେ ଏବେବି ଆସି ନାହାଁନ୍ତି ଜାହାକୁ ନେଇ ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି । ହେଲେ ଏଠାରେ ଦିପିକା ସହ କୈଣସି ଆଲୋଚନା ହୋଇନଥିବା ବେଳେ ଏଠାରେ କୁହାଜାଉଛି ଆପସ ବୁଝାମଣା ପାଇଁ ଦିନେଶ ଏବଂ ଦିପିକା ଏକା ସାଙ୍ଗରେ ବସି ଆଲୋଚନା କରିବାକୁ ପଡିବ ।

dipika

ଜାହାକୁ ନେଇ ପୁଣି ଏକ ତାରିଖ ଧାର୍ଯ୍ୟ ହୋଇଛି । ଏବଂ ଏହି ତାରିଖ ଦେଇଛନ୍ତି ମହିଳା କମିଶନର । ତେବେ ଏଠାରେ ସୂଚନା ରହିଛି କି ମହିଳା କମିଶନର ନୂଆ ହୋଇଥିବା ବେଳେ ସେ ଦିପିକା ମାମଲା କୁ ଠିକ୍ ସେ ବୁଝି ପାରିନଥିଲେ । ସେହି ବାବଦରେ ଦିପିକା ଏବଂ ଦିନେଶ ଙ୍କ ଘଟିଥିବା ଘଟଣା ବିଷୟ ରେ ପଚାରି ବୁଝିଥିଲେ ।

ଏବେ କିନ୍ତୁ ଦିପିକା ଫେରିଜାଇଛନ୍ତି । ତେବେ ଦିଆଜାଇ ଥିବା ତାରିଖ କୁ ନେଇ ଏଠାରେ ପ୍ରଶ୍ନ ଉଠୁଛି ଯେ ଆଗାମୀ ତାରିଖ ରେ ଦିନେଶ ଆସିବେ ନାଁ ଦିପିକା ଏକା ଆସିବେ ପ୍ରମିଳା ମାଆ ଙ୍କ ସହିତ ଜାହାକୁ ବର୍ତମାନ ସମୟ ରେ କେବଳ ଦେଖିବା ବାକି ରହିଲା ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *