ଷ୍ଟେଜ ଉପରେ ନାଚିଲେ , ଲକ୍ଷେ ଟଙ୍କା ଗଣିଲେ

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ରାନୀ ପଣ୍ଡା ଙ୍କୁ ତ ବେସ ଭଲ ଭାବରେ ଜାଣିଥିବେ । ତେବେ ରାନି ପଣ୍ଡା ତାଙ୍କର ଅଭିନୟ ଏବଂ ନୃତ୍ୟ ପାଇଁ ସେ ବେସ ପରିଚିତ । ଓଡିଶା ବାସୀ ମାନଙ୍କ ହୃଦୟ ରେ ଏବଂ ଏହା ସହ ଆପଣ ମାନେ ମଧ୍ୟ ଏହା ଜାଣିଥିବେ କି ରାନି ପଣ୍ଡା ଙ୍କୁ ନେଇ ସବୁବେଳେ ସୋସିଆଲ ମିଡିଆରେ ଚର୍ଚ୍ଚା ର ବିଷୟ ପାଲଟିଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ରାନୀ ପଣ୍ଡା ଙ୍କ ବିଷୟ ରେ ଜଣାଇବୁ ଯାହାକି ଏବେ ରାନୀ ପଣ୍ଡା ଏବେ ଗଣ ମାଧ୍ୟମ ରେ ପୁଣି ଥରେ ଚର୍ଚ୍ଚା ର ବିଷୟ ପାଲଟିଛନ୍ତି । ତେବେ ସମ୍ପୁର୍ଣ୍ଣ ଖବର ବିଷୟ ରେ ଜାଣିବା ପାଇଁ ହେଲେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ ।

ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଏବେ ଶାରଦୀୟ ଦୁର୍ଗା ପୂଜା ଚାଲିଛି ଏବଂ ଏହି ଦୁର୍ଗା ପୂଜା ଅବସର ରେ ଲୋକ ମାନଙ୍କ ର ମନରେ ଟିକିଏ ମନୋରଞନ କରାଇବା ପାଇଁ ବିଭିନ୍ନ କମିଟି ପକ୍ଷରୁ ଷ୍ଟେଜ ପ୍ରଗ୍ରାମ ର ଆୟୋଜନ କରାଯାଇଥାଏ ଯାଉଁଥିରେ କି କମିଟି ର ସଦସ୍ୟ ମାନେ ବିଭିନ୍ନ ଦିଗରୁ ଟଙ୍କା ସଂଗ୍ରହ କରି ମାଆ ଙ୍କ ର ପୂଜା କରିବା ସହ ବିଭିନ୍ନ ଅଭିନେତା ଏବଂ ଅଭିନେତ୍ରୀ ମାନଙ୍କୁ ଷ୍ଟେଜ ପ୍ରଗ୍ରାମ ରେ ଡାକିଥାନ୍ତି ।

rani p

ତେବେ ଏଭଳି କିଛି ଖଣ୍ଡଗିରି ର ପୂଜା କମିଟି ତରଫରୁ ଦେଖିବାକୁ ମିଳିଛି ଯେଉଁଥିରେ କି ରାନୀ ପଣ୍ଡା ଙ୍କୁ ଡକାଯାଇଥିଲା ଏବଂ ରାନୀ ପଣ୍ଡା ସେଠାରେ ତାଙ୍କର ଦର୍ଶକ ମାନଙ୍କ ର ମନରଞନ କରିବା ପାଇଁ ସେଠାରେ ସେ ଅଭିନୟ ସହ ନୃତ୍ୟ ପଦର୍ଶନ କରିଥିଲେ ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ରାନୀ ପଣ୍ଡା ସେଠାରେ ଯାଇଥିଲେ ଏବଂ ଅଭିନୟ କରିଥିଲେ ସତ କିନ୍ତୁ ସେ ସେଠାକୁ ବିନା ପଇସା ରେ ଯାଇଥିଲେ କାରଣ ତାଙ୍କର ଦର୍ଶକ ମାନଙ୍କ ର ମନୋରଞନ ପାଇଁ ସେ ସେଠାକୁ ଯାଇଥିଲେ ।

ତେବେ ସ୍ଥାନୀୟ ଲୋକ ମାନଙ୍କ ର କହିବା ଅନୁଯାଇ ରାନୀ ପଣ୍ଡା ସେଠାରେ ଲୋକ ମାନଙ୍କ ମନରେ ମନରଞୋନ କରିବା ସହ ସେ ତାଙ୍କର ଶାଳିନତା ରକ୍ଷା କରିଛନ୍ତି , ଯାହାକି ତାଙ୍କ ନାମ ରେ ଲୋକ ମାନେ କହୁଥିଲେ ସେପରି ସେ କିଛି ସେଠାରେ କର ନାହାନ୍ତି ଏବଂ ସେଠାରେ ସେ ବିନା ପଇସା ରେ ଯାଇ ସେହି କମିଟି କୁ ଆସନ୍ତା ବର୍ଷ ର ଦୁର୍ଗା ପୂଜା ପାଇଁ ସେ ସେଠାରେ 1 ଲକ୍ଷ ଟଙ୍କା ଦାନ ଦେଇଛନ୍ତି ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *