ଭଦ୍ରକ ଯାତ୍ରା ପେଣ୍ଡାଲରେ ଚାଲିଥିଲା ଅ-ଶ୍ଳୀ-ଳ ନୃତ୍ୟ ,ଡ୍ୟାନ୍ସରଙ୍କ ଉପରକୁ ଚପଲ ଫୋପାଡିଲେ ମହିଳା

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଆମେ ଅନେକ ଘଟଣା ମାନ ପ୍ରତିଦିନ ଦେଖି ଥାଉ ଯାହାକି ବେଳେ ବେଳେ କିଛି ଭଲ ଘଟଣା ସାମ୍ନା କୁ ଆସୁଥିବା ବେଳେ ଆଉ କିଛି ଏମିତି ଘଟଣା ଥାଏ ଯାହା ଖୁବ ଆଶ୍ଚର୍ଯ୍ୟ କରି ଦେଇ ଥାଏ | ତେବେ ଅନେକ ଲୋକ ମାନେ ଯାତ୍ରା ଦେଖିବା ପାଇଁ ଖୁବ ଭଲ ପାଇ ଥାଆନ୍ତି | ତେବେ ଏମିତି କିଛି ଯାତ୍ରା ପ୍ରେମୀ ରହିଥାନ୍ତି ଯାହାକି ସେମାନେ ସାରା ରାତି ଅନିଦ୍ରା ହୋଇ ଯାତ୍ରା ହଜି ଯାଇ ଥାଆନ୍ତି ଏବଂ ଯାତ୍ରା ପେଣ୍ଡାଲ ରେ ମେଲୋଡି ନାଚ କୁ ଖୁବ ଉପଭୋଗ କରି ଥାଆନ୍ତି | ତେବେ ଯାତ୍ରା ରେ ଯେ କେବଳ ଅଭିନୟ ଦେଖିବା ପାଇଁ ମିଳେ ତାହା ନୁହେଁ ବରଂ ଯାତ୍ରା ପେଣ୍ଡାଲ ରେ ବହୁତ ଆକର୍ଷଣୀୟ ଆଙ୍କରିଂ ସହ ସୁନ୍ଦର ହିଟ ଡ୍ୟାନ୍ସ ମଧ୍ୟ ଦେଖିବାକୁ ମିଳିଥାଏ |

ଯାତ୍ରା ର ଆରମ୍ଭ ରେ ହିଁ ଲୋକ ମାନଙ୍କୁ ଉତ୍ସାହ କରିବା ପାଇଁ ଜବରଦସ୍ତ ମେଲୋଡି ସହ ରେକର୍ଡ ଡ୍ୟାନ୍ସ ଦେଖିବାକୁ ମିଳିଥାଏ | ତେଣୁ ଯାତ୍ରା ର ପ୍ରତି ମାହାଲ ହିଁ ଖୁବ ଆନନ୍ଦ ପୂର୍ଣ୍ଣ ହୋଇ ଥାଏ , ଆଉ ବେଳେ ବେଳେ କିଛି ଏମିତି କମେଡି ସିନ୍ ମଧ୍ୟ ଦେଖିବାକୁ ମିଳେ ଯାହାକୁ ଦେଖିଲେ ଆପଣ ହସି ହସି ଗଡ଼ି ଯିବେ କାରଣ କଳାକାର ମାନେ ସେଭଳି କିଛି ଢଙ୍ଗରେ ଅଭିନୟ କରି ଦେଖାଇ ଥାନ୍ତି ଯାହା ଦ୍ୱାରା ଦର୍ଶକ ମାନେ ହସି ହସି ବେଦମ ହୋଇଥାଏ |

ମଝିରେ ମଝିରେ ମଧ୍ୟ ଅନେକ ହିରୋ ହିରୋଇନ ଙ୍କର ଡ୍ୟାନ୍ସ ଦେଖିବାକୁ ମିଳେ ଯାହାକୁ ସେଠାରେ ଗାୟକ ମାନେ ଗୀତ ପରିବେଷଣ କରି ଥାନ୍ତି , କିନ୍ତୁ ବେଳେ ବେଳେ ଏହି ଷ୍ଟେଜ ରେ ମଧ୍ୟ କିଛି ଏଭଳି ଅଘଟଣ ଦେଖିବା ପାଇଁ ମିଳେ ଯାହାକୁ ଦେଖିଲେ ଖୁବ ଆଶ୍ଚର୍ଯ୍ୟ ଲାଗିଥାଏ |

women c
ତେବେ ଭଦ୍ରକ ର କାଳୀପୂଜା ର ଯାତ୍ରା ପେଣ୍ଡାଲ ରେ ଏବେ ଏଭଳି ଏକ ଗଣ୍ଡଗୋଳ ଦେଖିବା ପାଇଁ ମିଳିଛି ଯାହାକି ଯାହାର ଭିଡ଼ିଓ ଟି ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି | ଏହି ଭାଇରାଲ ହେଉଥିବା ଭିଡ଼ିଓ ଟିରେ ଦେଖିବା ପାଇଁ ମିଳିଛି କି ଏକ ଯୁବତୀ ଜଣକ ଯାତ୍ରା ଷ୍ଟେଜ ରେ ଛୋଟ ଛୋଟ ଡ୍ରେସ ପିନ୍ଧି ରେକର୍ଡ ଡ୍ୟାନ୍ସ ନାଚୁ ଥିବା ବେଳେ ଯାତ୍ରା ଦେଖୁ ଥିବା ଜଣେ ମହିଳା ତାଙ୍କ ଉପରେ ଚପଲ ଫିଙ୍ଗିଛନ୍ତି |

ମହିଳା ଜଣଙ୍କ ଏଭଳି କାମ କରିବାରୁ ସେଠାରେ ମହିଳା ଙ୍କ ସହ ବହୁତ ବଡ଼ ଝଗଡ଼ା ଦେଖିବା ପାଇଁ ମିଳିଥିଲା | ଯାହାକି ମହିଳା ଜଣଙ୍କ ର ଏପରି କାମ ପାଇଁ ଷ୍ଟେଜ ଉପରକୁ ଯାଇ କି ପାଟି ତୁଣ୍ଡ କରି ଥିଲେ , ତେବେ ମହିଳା ଜଣଙ୍କ ଯୁବତୀ ଙ୍କୁ ଅର୍ଦ୍ଧ ନ-ଗ୍ନ ଅବସ୍ଥାରେ ରହିଥିବାର ଦେଖି ଏମିତି ରାଗି ଯାଇ ଚପଲ ମାରି ଥିଲେ ନା କାରଣ କିଛି ଅଲଗା ରହିଥିଲା | ତେବେ ଏଭଳି ଏକ ଘଟଣା ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି |

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *