ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣିଥିବେ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଗତ 17 ତାରିଖ ରେ ମାନ୍ୟବର ପ୍ରଧାନ ମନ୍ତ୍ରୀ ପିଏମ୍ କିଷାନ ୟୋଜନା ର 12 ତମ କିସ୍ତି ଟଙ୍କା ଚାଷୀ ମାନଙ୍କ ଏକାଉଣ୍ଟ କୁ ପ୍ରଦାନ କରିବେ ହେଲେ ଏହି ଥର ଚାଷୀ ଭାଇ ମାନଙ୍କ ଏକାଉଣ୍ଟ କୁ 4000 ହଜାର ଟଙ୍କା ପ୍ରଦାନ ହେବ ନା 2000 ଟଙ୍କା ପ୍ରଦାନ ହେବ ତେବେ ସେହି ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି ଜାଣିନେବା ।
ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ପିଏମ୍ କିଷାନ ଯୋଜନା ହେଲା କେନ୍ଦ୍ର ସରକାର ଙ୍କ ଚାଷୀ ଭାଇ ମାନଙ୍କ ପାଇଁ ଏକ ବଡ ଯୋଜନା । ଏହି ଯୋଜନା ମାଧ୍ୟମରେ ପ୍ରତି ବର୍ଷ ଚାଷୀ ଭାଇ ମାନଙ୍କ ଏକାଉଣ୍ଟ କୁ ତିନିଟି ଇନଷ୍ଟୋଲ ମେଣ୍ଟ ରେ 2 ହଜାର ଲେଖାଏଁ 6000 ଟଙ୍କା ପ୍ରଦାନ କରାଯାଏ ।
ହେଲେ ବନ୍ଧୁଗଣ ଏମିତି ଅନେକ ଚାଷୀ ରହିଛନ୍ତି ଯେଉଁ ମାନଙ୍କର ପିଏମ୍ କିଷାନ ଯୋଜନା ଲିଷ୍ଟରେ ନାମ ରହିଛି ହେଲେ ସେମାନଙ୍କର କିଛି ଜକ୍ୟୁମେଣ୍ଟ ଭୁଲ ଯୋଗୁଁ ସେମାନଙ୍କର ଏକାଉଣ୍ଟ କୁ ପଇସା ଆସି ପାରୁନାହିଁ । ହେଲେ ପ୍ରତି ଇନଷ୍ଟଲ ମେଣ୍ଟରେ କିଛି ଚାଷୀ ମାନଙ୍କ ଡକ୍ୟୁମେଣ୍ଟ କୁ ଭେରିଫିକେସନ କରାଜାଇ କରି ସେମାନଙ୍କ ଏକାଉଣ୍ଟ କୁ ପଇସା ପ୍ରଦାନ କରାଯାଏ ।
ସେହି ପରି କିଛି ଚାଷୀ ଭାଇ ମାନଙ୍କର ଡକ୍ୟୁମେଣ୍ଟ ଭୁଲ ପାଇଁ ସେମାନଙ୍କ ଏକାଉଣ୍ଟ କୁ 11 ତମ କିସ୍ତି ଟଙ୍କା ଆସି ନାହିଁ । ସେମାନଙ୍କ ଡକ୍ୟୁମେଣ୍ଟ କୁ ଭେରିଫିକେସନ କରି ସେମାନଙ୍କୁ ଏହି ଥର 11 ତମ ଏବଂ 12 ତମ କିସ୍ତି ଟଙ୍କା ପ୍ରଦାନ କରାଯିବ । ଜାହାକି ସେହି ଚାଷୀ ଭାଇ ମାନେ 4000 ଟଙ୍କା ପିଏମ୍ କିଷାନ ଟଙ୍କା ପାଇ ପାରିବେ ।
ସେହି ପରି ଯେଉଁ ଚାଷୀ ଭାଇ ମାନେ ସଂମ୍ପର୍ଣ୍ଣ କିସ୍ତି ଟଙ୍କା ପାଇ ସାରିଛନ୍ତି ସେମାନଙ୍କୁ ସବୁ ଥର ପରି ଏହି ଥର ମଧ୍ୟ 2000 ଟଙ୍କା ପ୍ରଦାନ ହେବ । ତେବେ ବନ୍ଧୁଗଣ ଏହା ଥିଲା ଆପଣ ମାନଙ୍କ ପାଇଁ କିଛି ବଡ ସୂଚନା ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।