ଅପରାଜିତାଙ୍କ ଘରେ ଫୁଟିଲା ବ୍ରହ୍ମକମଳ, ବାବୁଶାନଙ୍କ ପାଇଁ ଆସିବ ଖୁସି ଖବର |

Aparajita

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବ୍ରହ୍ମ କୋମଳ ଏକ ଆଲୈକିକ ଫୁଲ ଜାଣନ୍ତି କି ବ୍ରହ୍ମ କୋମଳ ଫୁଲ ଏହାର ଅଗରୁ ନୁହେଁ ବରଂ ଏହାର ପତ୍ରରୁ ଫୁଟେ । ଏହି ପତ୍ରକୁ ଦେଖନ୍ତୁ ଏବଂ କେମିତି ଫୁଟିଛି ଏହି ବ୍ରହ୍ମ କୋମଳ । କୁହାଯାଏ ଏହି ଫୁଲଟି ଅତି ଦୂର୍ଲଭ ଅଟେ । ଏବଂ ଜାହା ବାଡିରେ ଏହି ଫୁଲ ଫୁଟେ ତାହା ପାଇଁ ଅତି ଶୁଭ ସୂଚନା ନେଇଆସେ ।

ଅନେକ ସମୟ ରେ ବ୍ରହ୍ମ କୋମଳ ଫୁଲ କୁ ଲୋକ ମାନେ ଚରେଇବା କୁ ଚାହାଁନ୍ତି । ତେବେ ଏହି ଗଛର ପତ୍ରକୁ କେହି ଲୋକ ଚେରେଇ ନେଇ ନିଜ ବା଼ଡିରେ ଲଗାଏ ତେବେ ତା ବାଡିରେ ତ ବ୍ରହ୍ମ କୋମଳ ଫୁଟିଯାଏ ହେଲେ ଜାହା ବାଡିରୁ ଚୋରୀ ହୋଇଥାଏ ତାହା ଘରେ ରହିଥିବା ସେହି ବ୍ରହ୍ମ କୋମଳ ଟି ମରିଯାଏ । ରାତ୍ରୀ ସମୟ ରେ ଫୁଟୁଥିବା ଏହି ବ୍ରହ୍ମ କୋମଳ ବହୁତ ଆଲୈକିକ ଅଟେ । ଆଉ କୁହାଯାଏ ଜାହା ବାଡିରେ ଏହା ଫୁଟେ ତାହା ପାଇଁ ଅନେକ ସୈଭାଗ୍ୟ ନେଇ କରି ଆସେ ।

Aparajita Mohanty

ତେବେ ଲାଗୁଛି ବାବୁସାନ ଙ୍କ ପାଇଁ ଏହା ଅନେକ ଶୈଭାଗ୍ୟ ନେଇକରି ଆସିବ । ତେବେ ଅପରାଜିତା ଏହି ଦିନ ମଧ୍ୟରେ ଅନେକ କିଛି ଦୂର୍ଦିନ ଦେଖିଥିବା ବେଳେ ଏହି ବର୍ଷ ପରିବାର ମଧ୍ୟ ଅନେକ ଝଡ ଝଞ୍ଝା ର ସାମ୍ନା କରିବାକୁ ପଡିଥିବା ବେଳେ ଅଭିନେତ୍ରୀ ଅପରାଜିତା ତାଙ୍କ ପୁଅ ତଥା ବାବୁସାନ ଏବଂ ତାଙ୍କର ପରିବାର ପାଇଁ ନିଶ୍ଚିତ ଶୁଭ ସଂଙ୍କେତ ଅଟେ ।

ତେବେ ବିଧି ପୂର୍ବକ ଅପରାଜିତା ପୂଜା କରିଥିଲେ ଏବଂ ପରେ ଏହାକୁ କାଟିଥିଲେ କାରଣ ଏହି ଫୁଲଟି ଯେଉଁ ରାତ୍ରୀରେ ଫୁଟିବ ସେହି ରାତ୍ରୀରେ ଫୁଲକୁ ଭଗବାନ ଙ୍କ ପାଖରେ ଅର୍ପଣ ନକରିଲେ ସେହି ରାତ୍ରୀରେ ହିଁ ଫୁଲଟି ମୈଳି ଝଡିଯିବ ।

Aparajita 1

ତେବେ ବ୍ରହ୍ମ କୋମଳ ର ଏହି ଆଲୈକିକ ଦୃଶ୍ୟ ଆପଣ ମାନେ ବି ଦେଖନ୍ତୁ ହେଲେ ଆମେ ଆପକ୍ଷା କରିଛୁ ବାବୁସାନ ଙ୍କ ଫିଲ୍ମ ଦମନ ପାଇଁ ତେବେ ଆପଣ ମାନେ ଏହି ଫିଲ୍ମ କୁ ଦେଖିବା ପାଇଁ କେତେ ପରିମାଣ ରେ ଏକ୍ସସାଇଟେଡ ରହିଛନ୍ତି ନିଶ୍ଚିତ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *