ଆଜି ପରଠୁ ଏହି 4ଟି ରାଶି ପାଇଁ ମାଡି ଆସୁଛି ବଡ ବିପଦ । ହୋଇଯାଆନ୍ତୁ ସାବଧାନ…

ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଏଥର ସୂର୍ଯ୍ୟ ପରାଗ ରେ ପଡିବ ଏହି ଚାରୋଟି ରାଶି ଉପରେ ଖରାପ ପ୍ରଭାବ । ଦେଖି ନିଅନ୍ତୁ ଆପଣ ମାନଙ୍କ ରାଶି ନାହିଁତ । ତେବେ ବୈଦ୍ଧିକ ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ପରାଗ ର ପ୍ରଭାବ ପ୍ରତ୍ୟୋକ ଜିବ ଜନ୍ତୁ ଙ୍କ ଉପରେ ପଡିଥାଏ । ତେଣୁ ଏହି ସମୟ ରେ କୈଣସି ଶୁଭ କାର୍ଯ୍ୟ କରିବା ପାଇଁ ବାରଣ ମଧ୍ୟ ହୋଇଥାଏ । ତେବେ ଆସୁଥିବା ସୂର୍ଯ୍ୟ ପରାଗ ଅକ୍ଟୋବର 25 ତାରିଖ ଦିନ ସଂନ୍ଧ୍ୟା 4.29 ମିନିଟ ର ଆରମ୍ଭ ହୋଇ 5.42 ମିନିଟ ରେ ଶେଷ ହେବ । ଏହା ଭାରତ ସମେତ ଆଫ୍ରିକା ର ପୂର୍ବ ଉତ୍ତର ଭାଗ ଏସିଆ ର ଦକ୍ଷିଣ ପଶ୍ଚିମ ଭାଗ ଇଉରୋପ ଏବଂ ଆଣ୍ଟ୍ରାଟିକ ଆଡେ ଦେଖିବାକୁ ମିଳିବ ।

ତେବେ ସୂର୍ଯ୍ୟ ପରାଗ ଲାଗି ରହିବାର 12 ଘଣ୍ଟା ପୂର୍ବରୁ ସୂତକ କାଳ ଆରମ୍ଭ ହୋଇ ପରାଗ ସରିଗଲା ପରେ ସମାପ୍ତ ହେବ । ତେବେ ଧାର୍ମିକ ମାନ୍ୟତା ଅନୁସାରେ ସୂତକ କାଳ ଚାଲିଥିବା ସମୟ ରେ ରନ୍ଧା ଖାଦ୍ୟରେ ତୁଳସୀ ପତ୍ର ପକେଇ ଦିଅନ୍ତୁ । ଏହା ଦ୍ୱାରା ଖାଦ୍ୟ ସୁଦ୍ଧ ମଧ୍ୟ ହୋଇଯିବ। ସୂର୍ଯ୍ୟ ପରାଗ ଚାଲିଥିବା ସମୟ ରେ ତୁଳସୀ ଗଛକୁ ସ୍ପର୍ଷ କରିବା ଉଚିତ ନୁହେଁ ।

sun

ଏହା ସହିତ ଏହି ସମୟ ରେ କୈଣସି ଗର୍ଭବତୀ ମହିଳା ବାହାର କୁ ବାହାରିବା ଉଚିତ ନୁହେଁ । ଏବଂ କୈଣସି ପ୍ରକାରର ଧାରୁଆ ଜିନିଷ ବ୍ୟବହାର କରିବା ଉଚିତ ନୁହେଁ । ଏହି ସମୟ ରେ ପତ୍ନୀ ଙ୍କୁ ଶା-ରୀ-ରିକ ସଂ-ମ୍ପ-ର୍କ ରଖିବାରୁ ବଞ୍ଚତ ହେବା ଉଚିତ ଅଟେ । ତେଣୁ ଆପଣ ମାନେ ସୂର୍ଯ୍ୟ ପରାଗ ରେ କିଛି ବିଶେଷ ଉପାୟ କରି ଭଗବାନ ସୂର୍ଯ୍ୟ ଙ୍କୁ ପ୍ରଶନ୍ନ ମଧ୍ୟ କରି ପାରିବେ । ତେବେ ଆସନ୍ତୁ ସେହି ରାଶି ମାନଙ୍କ ବିଷୟ ରେ ଜାଣିବା ।

ପ୍ରଥମ ରାଶି ହେଲା ବୃଷ ରାଶି । ସୂର୍ଯ୍ୟ ପରାଗ ବୃଷ ରାଶିର ଲୋକ ମାନଙ୍କ ପାଇଁ ବହୁତ ଶୁଭ ଅଟେ ଆପଣଙ୍କ ଆର୍ଥିକ ପରିସ୍ଥିତି ଉନ୍ନତି ହେବ ଅନେକ ଦିନ ରୁ ପଡି ରହିଥିବା କାର୍ଯ୍ୟ ସରିଯିବ ।

ପରବର୍ତି ଶୁଭ ରାଶିଟି ହେଲା କର୍କଟ ରାଶି । ଏହି ସୂର୍ଯ୍ୟ ପରାଗ ଆପଣଙ୍କ ପାଇଁ ଅନେକ ଶୁଭଫଳ ଆଣିବ ଆପଣ କାର୍ଯ୍ୟ ସଫଳତା ପାଇବେ। କର୍ମ କ୍ଷେତ୍ରରେ ଆପଣଙ୍କ ଖ୍ୟାତି ବଢିବ। ଏହି ସୂର୍ଯ୍ୟ ପରାଗ ଆପଣ ମାନଙ୍କ କ୍ଷ୍ୟାତି କୁ ଆହୁରୀ ଦୃଢୀଭୂତ କରି ପାରେ । ଆପଣ ନିଜର ଯୈଗ୍ୟତା କୁ ଭିତ୍ତି କରି ନିଜର କୈଣସି ନୂଆ କାମ ଆରମ୍ଭ କରିବେ ।

Astrology

ଏହାପରେ ହେଉଛି ଧନୁ ରାଶି। ଆପଣଙ୍କ ଆର୍ଥିକ ଅବସ୍ଥା ବହୁତ ଉନ୍ନତି ହୋଇପାରେ । ସରକାରୀ ଚାକିରୀ ମଧ୍ୟ ମିଳିବାର ସମ୍ଭାବନା ରହିଅଛି ବିଦେଶରେ ଚାକିରୀ କରିବାର ସୁଯୋଗ ମଧ୍ୟ ମିଳିପାରେ । ସୂର୍ଯ୍ୟ ପରାଗ ସମୟରେ ଯଥା ସମ୍ଭବ ଭଗବାନଙ୍କ ଆରଧନା କରନ୍ତୁ। ବ୍ୟବସାୟୀ ମାନେ ଏହି ସମୟରେ କିଛି ନୂଆ ନୀତି ପ୍ରସ୍ତୁତ କରନ୍ତୁ ।

ମକର ରାଶି । ଏହି ରାଶି ପାଇଁ ସୂର୍ଯ୍ୟ ପରାଗ ର ପ୍ରଭାବ ଟିକିଏ ଖରାପ ରହିବ । ଆପଣଙ୍କୁ ସାବଧାନତା ଅବଲମ୍ବନ କରିବା ଉଚିତ । ଆପଣ ଏହି ସମୟ ରେ କୁହାଜାଉ ଥିବା ନିୟମ କୁ ପାଳନ କରିବା ଉଚିତ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *