ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ସଫଳତା ପୁରୁଷ ବିଷୟ ରେ କହିବୁ ଯିଏକି ଏବେ ଜଣେ OAS ହେବାକୁ ଯାଉଛନ୍ତି , ତେବେ ଆସନ୍ତୁ ଜାଣିବା ତାଙ୍କ ବିଷୟ ରେ କିଛି କଥା । ତେବେ ବନ୍ଧୁଗଣ ଆପଣ ମାନେ ଆଜିର ସମାଜ ରେ ଅଧିକ ଖବର ଶୁଣିବାକୁ ପାଉଥିବେ ଯାହାକି କିଛି ଯୁବ ପିଢି ପ୍ରେମ ପାଇଁ ତାଙ୍କର କ୍ୟାରିୟର ବରବାଦ କରିଥିବା ବେଳେ ଆଜି ଏହି ଯୁବକ ଜଣକ ତାଙ୍କର ପ୍ରେମ ପାଇଁ ଆଜି ଏହି ଭଳି ସ୍ଥାନରେ ସେ ପହଞ୍ଚି ପାରିଛନ୍ତି ବୋଲି କହିଛନ୍ତି ,
ହଁ ଆଜ୍ଞା ନିଜ ସଫଳତା ର ଶ୍ରେୟ ନିଜର ପାର୍ଟନର କୁ ଦେଇଛନ୍ତି OAS ପାଇଥିବା ଏହି ଯୁବକ ଜଣକ ସେ ଆଜି OAS ତାଙ୍କ ପ୍ରେମ ତାଙ୍କର ପାଖରେ ଥିଲେ ସେ କେବେବି ହାରିବେନି । କୁହାଯାଏ ଜଣେ ସଫଳ ପୁରୁଷ ପଛରେ ଜଣେ ନାରୀ ର ହାତ ଥାଏ , ଆଉ ଆଜି ଏହି କଥାକୁ ପ୍ରମାଣିତ କରିଦେଖାଇଛନ୍ତି OAS ପାଇଥିବା ଏହି ଯୁବକ ଜଣକ ।
କୁହାଯାଏ ପ୍ରେମ ଚିରନ୍ତନ ଓ ସତ୍ୟ ପ୍ରେମ କେବେ କେବେ କାହା ପାଇଁ ଆଶିର୍ବାଦ ପାଲଟୁଥିବା ବେଳେ ଆଉ କାହା ପାଇଁ ଅଭିଶାପ ପାଲଟିଯାଏ । ବର୍ତ୍ତମାନ ସମୟ ରେ ପ୍ରେମ କୁ ନେଇ ଅନେକ ଲଜ୍ୟା ଜନକ ପରିସ୍ଥିତି ସାମନା କୁ ଆସୁଥିବା ବେଳେ ଏବେ ଏଭଳି ଏକ ଘଟଣା ସାମନା କୁ ଆସିଛି ଯାହା ପ୍ରମାଣିତ କରି ଦେଉଛି ଯେ ପ୍ରେମ ର ତାକତ ସତରେ ବହୁତ ଅଧିକ ପ୍ରେମ ପାଇଁ ମଣିଷ କିଛି ବି କରିପାରେ ନିଜକୁ ବୁଝିଲା ଭଳି ସାଥୀ ଟିଏ ଜୀବନ ରେ ଥିଲେ ସବୁ କଣ୍ଟକିତ ପଥ ବି କୁଶୁମିତ ହୋଇଯାଏ ।
ବର୍ତ୍ତମାନ ର ଯୁବ ପୀଢି ପ୍ରେମ ପାଇଁ ତାଙ୍କର କ୍ୟାରିୟର ବରବାଦ କରିଥିବା ବେଳେ ଆଜି OAS ବନିଯାଇଛନ୍ତି ଏହି ଯୁବକ ଜଣକ ଆଉ ପ୍ରଥମ ଥର ପାଇଁ ଜଣେ ସିଭିଲ ସର୍ଭିଷ ପରୀକ୍ଷା ରେ ଉତ୍ତୀର୍ଣ୍ଣ ହୋଇଥିବା ଯୁବକ ଖୋଲାଖୋଲି ନିଜର ପ୍ରେମକୁ ଶ୍ରେୟ ଦେଉଛନ୍ତି , ନିଜ ର ପିତା ମାତା ଗୁରୁ ଓ ସାଙ୍ଗ ସାଥୀଙ୍କ ସହ ନିଜ ର ପ୍ରେମିକା ସୋନିୟା ଙ୍କୁ ମଧ୍ୟ ତାଙ୍କ ସଫଳତା ର ଶ୍ରେୟ ଦେଇଛନ୍ତି କେ.ରିଶି କୁମାର ।
ତେବେ ଏହି ଯୁବକ ଜଣକ ହେଉଛନ୍ତିି OAS ମା ଙ୍କ OAS ପୁଅ ମାଙ୍କ ପରେ OAS ପାଇଥିବା ଏହି ଯୁବକ ଜଣକ ହେଉଛନ୍ତି ସମ୍ବଲପୁର ର କେ.ରିଶି କୁମାର ତାଙ୍କ ମାଆ ଅଙ୍କୁମ କାଲୁ ଉତ୍ତରାଞ୍ଚଳ ର ରାଜସ୍ୟ ଙ୍କ କାର୍ଯ୍ୟାଳୟ ରେ ବନ୍ଦବସ୍ତ ଓ ଚକବନ୍ଦି ବିଭାଗ ର ଅତିରିକ୍ତ କମିଶନର ଭାବରେ କାର୍ଯ୍ୟ କରୁଛନ୍ତି ।
ବର୍ତ୍ତମାନ ସେ ମଧ୍ୟ ମାଆ ଙ୍କ ପରି OAS ପାଇଛନ୍ତି 277 ରାଙ୍କ ରଖି ଓଡିଶା ପ୍ରଶାଶନିକ ସେବା ପରୀକ୍ଷା ରେ କୃତ କାର୍ଯ୍ୟ ହୋଇଛନ୍ତି ଅବସର ପ୍ରାପ୍ତ ବ୍ୟାଙ୍କ ଅଧିକାରୀ ସୁରେଶ କୁମାର କାଲୁ ଓ ମାତା ଅଙ୍କୁମ କାଲୁ ଙ୍କ ପୁଅ କେ.ରିଶି କୁମାର ଦିଲ୍ଲୀ ବିଶ୍ୱ ବିଦ୍ୟାଳୟ ରେ ପାଠ ପଢା ଶେଷ କରିବା ପରେ OPSC ପାଇଁ କୈଣସି କୋଚିଙ୍ଗ ନ ନେଇ ନିଜେ ପାଠ ପଢି ଆଜି OAS ପାଇଛନ୍ତି ।
ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।