ବର୍ଷା ତୁ ଆସେ ,ଆମେ ଜେଲରେ ବାହା ହେଇଯିବା ,ସବୁକିଛି ଛାଡି ମୁଁ କେବଳ ତୋର ହେଇଯିବି

Barsha 1

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ ଆପଣ ମାନେ ତ ଟୁଙ୍ଗୁରୁ ଭୋଳ ଏବଂ ବର୍ଷା ଭୋଳ ଙ୍କ ର ଅକୁହା ପ୍ରେମ କାହାଣୀ କଥା ଶୁଣିଥିବେ ତେବେ ପୁଣି ଆଉ ଏକ ଖବର ଟୁଙ୍ଗୁରୁ ଭୋଳ ଏବଂ ବର୍ଷା ଭୋଳ ଙ୍କୁ ନେଇ ଆସିଛି ତେବେ ଆପଣ ମାନେ ଏହି ଖବର ବିଷୟ ରେ ସମ୍ପୁର୍ଣ ଖବର ଜାଣିବା ପାଇଁ ଚାହୁଁଥିଲେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ ।

ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଟୁଙ୍ଗୁରୁ ଭୋଳ ଏବଂ ବର୍ଷା ଭୋଳ ଙ୍କ କଥା ଆଗରୁ ଜାଣିଥିବେ କି ଗତ ଦିନ ମାନଙ୍କ ରେ ଟୁଙ୍ଗୁରୁ ଭୋଳ ଏବଂ ବର୍ଷା ଭୋଳ କୁ ନେଇ ଯାହା ସବୁ କଥା ଭାଇରାଲ ହୋଇଥିଲା ସେ ସବୁ ତ ଆପଣ ମାନେ ଜାଣିଥିବେ ତେବେ ସେହି ସମୟ ରେ ବର୍ଷା ଭୋଳ ଟୁଙ୍ଗୁରୁ ଭୋଳ ଙ୍କୁ ବିବାହ କରିବା ଲାଗି ଥାନା ଆଗରେ ଧାରଣା ଦେଇ ବସିଥିଲେ ।

Tungur

ତେବେ ଏମିତି ଦେଖିବାକୁ ଗଲେ ବର୍ଷା ଭୋଳ ହେଉଛନ୍ତି ଏକ ବିବାହିତା ମହିଳା ଏବଂ ତାଙ୍କର ଦୁଇଟି ପିଲା ମଧ୍ୟ ଅଛନ୍ତି ଏବଂ ସେହି ପିଲା ମାନଙ୍କ ର ବୟସ ପାଖାପାଖି 21 , 22 ବର୍ଷ ହେବ ତେବେ ଏତେ ସବୁ ହେଲା ପରେ ବି ବର୍ଷା ଭୋଳ ଟୁଙ୍ଗୁରୁ ଭୋଳ ଙ୍କ ପ୍ରେମ ରେ ପାଗଳ ହୋଇ ତାଙ୍କୁ ବିବାହ କରିବା ପାଇଁ ଥାନା ଆଗରେ ଧାରଣା ଦେଇଥିଲେ । ତେବେ ଏହି ସବୁ ଘଟଣା ଘଟିବା ପରେ ଟୁଙ୍ଗୁରୁ ଭୋଳ ବର୍ଷା ଙ୍କୁ ମିଛ ସତ ପ୍ରତିଶୃତି ଦେଇ ତାଙ୍କୁ ବିବାହ କରୁ ନାହାନ୍ତି ,

ଏମିତିକି ବର୍ଷା ଭୋଳ ଙ୍କ କହିବା ଅନୁଯାଇ ଟୁଙ୍ଗୁରୁ ଭୋଳ ତାଙ୍କୁ ଖାଲି ମିଛ ପ୍ରତିଶୃତି ଦେଉଛନ୍ତି ଏବଂ ତାଙ୍କ ସହ ଜୋର ଜବରଦସ୍ତ ଶା-ରୀ-ରିକ ସ-ମ୍ପ-ର୍କ ରଖୁଛନ୍ତି କିନ୍ତୁ ବିବାହ କଥା କହିବାରୁ ବହୁତ ପ୍ରକାର ର ବାହାନା ଟୁଙ୍ଗୁରୁ ଭୋଳ ବର୍ଷା ଙ୍କ ପାଖରେ ଦେଖାଉଛନ୍ତି , ତେବେ ବନ୍ଧୁଗଣ ଏହି ସବୁ କଥା ସେତେବେଳେ ଭାଇରାଲ ହେଉଥିଲା ତେବେ କିଛି ଦିନ ବିତିବା ପରେ ସବୁ କିଛି ଠିକ ଥିଲା ଏବଂ ଏହା ସହ ଯିଏ ଯାହାର ସ୍ଥାନରେ ସମସ୍ତେ ଠିକ ରହିଥିଲେ ।

barsha

ହେଲେ ପାଉଁଶ ତଳୁ ଯେପରି ନିଁଆ କହୁଳି ଥାଏ ଠିକ ସେଭଳି ଭାବରେ ପୁଣି ଥରେ ଟୁଙ୍ଗୁରୁ ଭୋଳ ଙ୍କ ର ବର୍ଷା ଙ୍କ ପାଇଁ ପ୍ରେମ ପୁଣି ଯାଗୃତ ହୋଇଛି ଟୁଙ୍ଗୁର ଙ୍କ ନାମ ରେ ବର୍ଷା ଦୁ-ଷ୍କର୍ମ ର ଅଭିଯୋଗ ଆଣିବା ପରେ ଟଙ୍ଗୁରୁ ଏବେ ଜେଲ ରେ ଅଛନ୍ତି ଏବଂ ଜେଲ ରେ ରହି ବର୍ଷା କହୁଛନ୍ତି କି ବର୍ଷା ତୁ ମୋ ପାଖକୁ ଫେରିଆ ଆମେ ଏଇ ଜେଲ ରେ ବିବାହ କରିବା ମୋ ଠାରୁ ତତେ କେହିବି ଅଲଗା କରି ପାରିବେ ନାହିଁ ତୁ ଏକା ମୋର ମୁଁ ତ ପାଇଁ ଏବେ ସବୁ କିଛି କରିବାକୁ ରାଜୁ ଅଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *