ବର୍ଷା ଛାଡ଼ିଲେ ଶାଶୁ ଘର ॥

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ କେନ୍ଦ୍ରାପଡ଼ା ସାଂସଦ ଯିଏକି ଅନୁଭବ ମହାନ୍ତି ଏବଂ ତାଙ୍କର ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ଙ୍କ ବିବାଦ ମଧ୍ୟରେ ଆସିଛି ଏକ ବଡ଼ ଖବର । ତେବେ ସମ୍ପୁର୍ଣ୍ଣ ଖବର ବିଷୟ ରେ ଜାଣିବା ପାଇଁ ହେଲେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ ।

ତେବେ ବନ୍ଧୁଗଣ ଏବେ ବର୍ଷା ଛାଡିଛନ୍ତି ତାଙ୍କର ଶାଶୂ ଘର ଅର୍ଥାତ୍ ବର୍ଷା ପ୍ରିୟଦର୍ଶିନୀ ରହୁଥିଵା ତାଙ୍କ ସ୍ଵାମୀ ଅନୁଭବ ମହାନ୍ତି ଙ୍କ କଟକ ସ୍ଥିତ ଵାସଭଵନ ଏବେ ଛାଡି ଦେଇଛନ୍ତି , ଆଉ ସେହି ଘରକୁ ବର୍ତ୍ତମାନ ପ୍ରବେଶ କରିବା ପାଇଁ ସାଂସଦ ଅନୁଭବ ମହାନ୍ତି ପୋଲିସ ସାହାୟତା ଲୋଡିଛନ୍ତି ,

barsha

ଚଳଚିତ୍ର ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଘରେ ପ୍ରବେଶ କରିବା ପାଇଁ ଶନିବାର ଦିନ ପୁରୀ ଘାଟ ଥାନା ପୋଲିସର ସାହାୟତା ଲୋଡିଛନ୍ତି , ଏକ ମାସ ଭିତରେ ଘର ଛାଡ଼ିବା ପାଇଁ ଅଦାଲତ ଅଗଷ୍ଟ ୩୦ ତାରିଖ ରେ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ଆଦେଶ ଦେଇଥିଲେ ଏବଂ ଏହା ସହ ଏମିତି କି ବର୍ଷା ଙ୍କୁ କିଛି ଆର୍ଥିକ ସାହାୟତା କରିବା ପାଇଁ ମଧ୍ୟ ସାଂସଦ ଅନୁଭବ ମହାନ୍ତି ଙ୍କୁ ନିର୍ଦେଶ ଦିଆଯାଇଥିଲା ଆଉ ସାଂସଦ ଅନୁଭବ ମହାନ୍ତି ମଧ୍ୟ ସେ ନିର୍ଦେଶ କୁ ପାଳନ କରିଥିଲେ

କିନ୍ତୁ ଶୁକ୍ରବାର ଦିନ ସମୟ ସୀମା ପୁରଣ ହୋଇଥିବା ବେଳେ ବର୍ଷା ତାଙ୍କ ଶାଶୂଘର ଛାଡି ନିଜ ଘରକୁ ଚାଲିଯାଇଛନ୍ତି ଏବଂ ସବୁଠାରୁ ବଡ଼ କଥା ଏହାକି ଯେ ପୋଲିସ ଉପସ୍ଥିତିରେ ହିଁ ଅନୁଭବ ମହାନ୍ତି ଘରେ ପ୍ରବେଶ କରିବା ପାଇଁ ପୁରୀ ଘାଟ ଥାନାରେ ଲିଖିତ ଭାବରେ ଆବେଦନ କରିଛନ୍ତି , ଆଉ ଏହାକୁ ପୋଲିସ ଗ୍ରହଣ କରିବା ସହିତ ସମସ୍ତ ପ୍ରକାରର ସାହାୟତା ଯୋଗାଇ ଦେବାକୁ ପ୍ରତିସୃତି ମଧ୍ୟ ଦେଇଥିବା ବିଶେଷ ସୂତ୍ରରୁ ଜଣା ପଡିଛି ।

anubhav

ଏଠି କହି ରଖିବାକୁ ଚାହିଁବୁ କି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଏବଂ ତାଙ୍କର ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ଙ୍କ ମାମଲା ଏବେ କଟକ ର ପରିବାର ଅଦାଲତରେ ଵିଚାର ଚାଲିଛି ପୂର୍ବରୁ ଦୁଇ ଦୁଇଟି ପର୍ଯ୍ୟାୟରେ ଉଭୟଙ୍କ ମଧ୍ୟରେ ମଧ୍ୟସ୍ଥା ଜାରି ରହିଥିଲା କିନ୍ତୁ କିଛି ଫଳା ଫଳ ମିଳି ନଥିଲା ଵିଵାଦର ସମାଧାନ ପାଇଁ ଯେତେ ଉଦ୍ୟମ କରାଯାଇଥିଲେ ବି ତାହା ବିଫଳ ହୋଇଛି ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *