ପ୍ରଥମ ଥର ତୃପ୍ତିଙ୍କ ପାଇଁ ରୋଷଇ କଲେ ବାବୁସାନ…

Babusan Mohanty

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ନୂଆ ଖବର ଆଣିଛୁ ଯାହାକି ଆପଣ ମାନଙ୍କ ର ଜାଣିବା ନିହାତି ଦରକାର , ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ନିକଟରେ ବାବୁସାନ ଙ୍କ ର ଶରୀର ଅସୁସ୍ଥ ରହିଥିଲା ଯେଉଁ କାରଣ ରୁ ତାଙ୍କୁ ଭୂବନେଶ୍ୱର ର ଏକ ଘରଇ ହସପିଟାଲ ରେ ତାଙ୍କର ଚିକିତ୍ସା କରାଯାଉଥିଲା , ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ସମୟ ରେ ତାଙ୍କର ପତ୍ନୀ ତୃପ୍ତୀ ତାଙ୍କୁ ଦେଖି କରିବା ପାଇଁ ଆସିଥିଲେ ,

ତେବେ ଆପଣ ମାନେ ଜାଣିଥିବେ କି ନିକଟ ଅତିତ ରେ ବାବୁସାନ ଏବଂ ପ୍ରକୃତି ମିଶ୍ର ଙ୍କୁ ନେଇ ଯେଉଁ ବାଦ ବିବାଦ ହୋଇଥିଲା ସେହି କାରଣ କୁ ରାଗ ରଖି ବାବୁସାନ ଙ୍କ ର ପତ୍ନୀ ତୃପ୍ତୀ ସତପଥୀ ବାବୁସାନ ଙ୍କ ଉପରେ ରାଗି ତାଙ୍କ ର ବାପା ଙ୍କ ଘରକୁ ଚାଲିଯାଇଥିଲେ , ତେବେ ବାବୁସାନ ହସ୍ପିଟାଲ୍ ରେ ରହିଥିବା ଖବର ଶୁଣି ତୃପ୍ତି ସମସ୍ତ ରାଗକୁ ଭୁଲି ବାବୁସାନ ଙ୍କୁ ଦେଖା କରିବା ପାଇଁ ଚାଲି ଆସିଥିଲେ ,

babu 1

ତେବେ ତୃପ୍ତି ସେଠାରେ ହସ୍ପିଟାଲ୍ ରେ ରହି ବାବୁସାନ ଙ୍କ ର ସେବା କରିଥିଲେ ତେବେ ପରେ ବାବୁସାନ ସୁସ୍ଥ ହେବା ପରେ ତୃପ୍ତୀ ବାବୁସାନ ଙ୍କୁ ଘରକୁ ଫେରାଇ ଆଣିଛନ୍ତି , ତେବେ ବାବୁସାନ ଙ୍କ ର ଏପରି ଶରୀର ଅସୁସ୍ଥ କଣ ପାଇଁ କଣ ଆପଣ ଜାଣିଛନ୍ତି ,

ତେବେ ବାବୁସାନ ତାଙ୍କର ଆଗାମୀ ଫିଲ୍ମ ଦମନ ଆସୁଥିବା ର ନେଇ ସେ ସେହି ଫିଲ୍ମ ର ପ୍ରୋମଶନ କୁ ନେଇ ସେ ଲଦାଖ ଯାଇଥିଲେ ତେବେ ସେଠାରେ ତାଙ୍କୁ ପାଖା ପାଖି 600 କିଲୋମିଟର ବାଇକ ଚଲାଇବାକୁ ପଡିଥିଲା , ତେବେ ସେଠାରେ ଏପରି କାର୍ଯ୍ୟ କରିବାରୁ ତାଙ୍କର ଅକ୍ସିଜେନ ଲେଭଲ କମିଯାଇଥିଲେ ଯାଉଁ କାରଣ ରୁ ତାଙ୍କର ଏପରି ଶରୀର ଅସୁସ୍ଥ ହୋଇଥିଲା ,

babu

ତେବେ ସେ ସୁସ୍ଥ ହୋଇ ହସପିଟାଲ ରୁ ଆସିବା ପରେ ବାବୁସାନ ଙ୍କୁ ଏବେ ବେଶ ଖୁସି ଥିବାର ଦେଖା ଯାଇଛି ଏବଂ ବାବୁସାନ ତାଙ୍କର ସ୍ତ୍ରୀ ତୃପ୍ତୀ ଙ୍କୁ ଖୁସି କରିବା ପାଇଁ ସେ ତାଙ୍କ ପାଇଁ ନିଜ ହାତରେ ରୋଷେଇ ପ୍ରସ୍ତୁତ କରୁଛନ୍ତି । ତେବେ ଆପଣ ମାନେ ଜାଣିଥିବେ କି ବାବୁସାନ ଏବଂ ତୃପ୍ତି ତାଙ୍କର ଅଷ୍ଟମ ଶ୍ରେଣୀ ରୁ ଭଲ ପାଇ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ , ତେବେ ଉଭୟ ଙ୍କୁ ଏବେ ବେସ ଖୁସି ରେ ରହିଥିବାର ଦେଖାଯାଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *