ଅର୍ଚ୍ଚନା ମୁହିଁରେ ଜମାନାହିଁ ପଶ୍ଚାତାପ ଲକ୍ଷଣ, ହେଲେ ତଥାପି ଅଛି ମୁହଁ ଟାଣ |

Archana Nag

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଅର୍ଚ୍ଚନା ଙ୍କ ମୁହଁ ରେ ନାଁ ରହିଛି ଗ୍ଲାନୀ ନା ଅଛି ପଶ୍ଚାତାପ ଜାନୁ ସେ ସେମିତି ଚମକୁଛି ଯେମିତି ଚମକୁଥିଲା ଜେଲ ଯିବା ପୂର୍ବରୁ । ଏହି କଥା ଆମେ କହୁନାହୁଁ ବରଂ କହୁଛନ୍ତି ସେଠାରେ ଉପସ୍ଥିତ ଥିବା ଲୋକ । ତେବେ ଅର୍ଚ୍ଚନା ଜେଲ ମଧ୍ୟରେ ହେଲେ ଜେଲ ଭିତରେ ତା ବିଷୟ ରେ କିଏ କଣ ଖବର କରୁଛି ସେହି ବିଷୟ ରେ ତା ପାଖରେ ସଂମ୍ପର୍ଣ୍ଣ ଖବର ଥିଲା । ନହେଲେ ସେ ଜାଣିଲା କେମିତି କି ଗଣମାଧ୍ୟମରେ ତା ବିଷୟ ରେ କଣ ଖବର ଚାଲିଛି।

ସତରେ ଗଣମାଧ୍ୟମ କୁ ଆଜି ଅନେକ କିଛି କଥା କହିଦେଇଚନ୍ତି ଅର୍ଚ୍ଛନା ନାଗ । ଏହା ସହିତ ସେ କହିଦେଇଥିଲେ କି ତଦନ୍ତ ହେଉ ସବୁ ସତ ସାମ୍ନା କୁ ଆସିବ । ତେବେ ପୋଲିସ ର ସତ ଚେଷ୍ଟା ପରେ ବି ମୁହଁ ଖୋଲି ଫଁ ଫଁ କରିଛନ୍ତି । ଆଉ ସେ କଥା ଟିକକ ହେଲା ସେ ଗଣ ମାଧ୍ୟମ କୁ ଏଠାରେ ଦୋଶୀ କରଛନ୍ତି । ନା ହିଁ ସେ କହିଲେ ମୁଁ ନିର୍ଦୋଶ ନା ହିଁ ସେ କହିଲେ ଏହା ପଛରେ ଆଉ କେହି ତାଙ୍କୁ ଫସେଇ ଦେଇଛନ୍ତି ବୋଲି ।

Archana

ଆଉ ସେ ଏମିତି କିଛି ନକହି ସେ କେବଳ ଏତିକି କହିଲେ ସବୁ କିଛି ତଦନ୍ତ ପରେ ହିଁ ହେବ ଏବଂ ଆଜି ଭୁବନେଶ୍ୱର SDGM କୋର୍ଟ ରେ ପହଁଚିଥିଲେ ଅର୍ଚ୍ଚନା ନାଗ ଏବଂ ବିଧି ବ୍ୟବସ୍ଥା ଏମିତି ଥିଲା ଯେ ଅର୍ଚ୍ଚନା ନାଗ ତାଙ୍କର ଇଚ୍ଛା ବିନା ଯେମିତି କିଛି କାହାକୁ ସେ ନକହି ପାରିବେ । ସେହିଥଇ ପାଇଁ ପୋଲିସ ବନ୍ଦବସ୍ତରେ ରହିଥିଲା ।

ଯେତେ ବେଳେ କଳା କପଡା ଘୋଡା ଭ୍ୟାନ ରେ ଅଣାଗଡା ଏହା ପରେ ତୁରନ୍ତ ତାଙ୍କୁ କୋର୍ଟ ଭିତର କୁ ନିଆଗଲା କୋର୍ଟ କାମ ସରିବାପରେ ଯେଉଁ ଭଳି ଭାବେ ତାଙ୍କୁ ପୁଣିଥରେ ଭ୍ୟାନ ଭିତର କୁ ନେଇ ଚାଲିଗଲେ ଏହିଥିରୁ ଜଣା ପଡୁଛି ଅର୍ଚ୍ଚନା ନାଗ ଅଧିକ ଯେମିତି ଗଣ ମାଧ୍ୟମ ସାମ୍ନାରେ ଅଧିକ ଯେମିତି କିଛି ନକୁହନ୍ତୁ ସେହିଥି ପାଇଁ ପୋଲିସ ସବୁ ପ୍ରକାରର ବ୍ୟବସ୍ଥା କରି ରଖିଥିଲା ।

ଗତ ଥର ଭିଡ଼ିଓ କୋନଫ୍ରାନ୍ସିଂ ମାଧ୍ୟମରେ ସୁଣାଣଇ କରାଜାଇ ଥିଲା । ହେଲେ କୋର୍ଟ ର ନିତୀ ନିୟମ ଅନୁସାରେ ପ୍ରତି 14 ଦିନରେ ଥରେ ଆସାମୀ ଙ୍କୁ କୋର୍ଟରେ ହାଜର କରାଯିବାର ବ୍ୟବସ୍ଥା ରହିଛି ଆଉ ଯେଉଁଥି ପାଇଁ ଆସି ପହଁତିଥିଲେ ଅର୍ଚ୍ଚନା ନାଗ । ତେବେ ଏଠାରେ ଏହାବି ଦେଖିବା ପାଇଁ ମିଳିଥିଲା କି ଅର୍ଚ୍ଚନା ଯେତିକି କୋନଫିଡେଣ୍ଟ ନଥିଲେ ଏହାଠାରୁ ଅଧିକ କୋନଫିଡେଣ୍ଟ ରହିଥିବାର ବି ନଜର ଆସିଥିଲେ । ତେବେ ଏହି ସବୁ କୁ ନେଇ ତେବେ ଦେଖିବାକୁ ବାକି ରହିଲା ଏହା ଉପରେ ଆଗକୁ କଣ କାର୍ଯ୍ୟାନୁଷ୍ଟାନ ଗ୍ରହଣ ହେଉଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *