ଅର୍ଚ୍ଚନା ଙ୍କୁ Jamin ନିହାତି ମିଳିବ,ଏହିଦିନ ବାହାରକୁ ଆସିବେ ନେଇ ହେଲା ଜୋରଦାର ଚର୍ଚା ଆଉ ତାପରେ…

Jamin

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଅର୍ଚ୍ଚନାଙ୍କ ଓକିଲ କହୁଛନ୍ତି,ମୁଁ ଯେତିକି ଡିଟେଲକୁ ଯାଇଛି ସେଠି ମତେ ଲାଗୁନି ଯେ ଏଠି ED କିଛି ଆବଶ୍ୟକ ଅଛି ବୋଲି । ଯାହା ଆପଣଙ୍କ ପାଖରେ ମଧ୍ୟ ଖବର ଅଛି ଆଉ ଆମେ ଆମର ରଖୁଛୁ । ଆଉ ଖାଲି SDGM କୋର୍ଟ ଜାମିନକୁ ଖାରଜ କରିଛନ୍ତି ।ଆଉ ପରବର୍ତ୍ତୀ ସମୟରେ ଆମେ ତାଙ୍କର ସେସନ କୋର୍ଟରେ ଜାମିନ ଆବେଦନ କରିବୁ । ଆଉ ଯାହା ଯାହା ଡକ୍ୟୁମେଣ୍ଟ ଦରକାର ସେ ସବୁ ଆମେ ଆପ୍ଲାଏ କରିଥିଲୁ ସେ ସବୁ ଆସିଛି ଆଉ କିଛି କିଛି ବି ଆସି ନାହିଁ ।

ଆଉ ସେଇ ଆସିଗଲେ ଆମର ଯାହା ଯାହା ସବୁ ଦରକାର ଜାମିନ ପାଇଁ ଆମେ ସେ ସବୁ ଜିନିଷ ରେଡି କରିକି ରଖିଛୁ । ଯାହା ଯାହା ଥିଲେ ଆସିଗଲେ ଥରେ ଆମେ ସିଧା ସେସନ କୋର୍ଟରେ ଜାମିନ ପାଇଁ ଆପ୍ଲାଏ କରିବୁ । ଜଉଟା ଆପଣ କହୁଛନ୍ତି ମୁଁ ସେଇ କଥାକୁ କହିବି । ଆପଣ ବି ଦେଖୁଛନ୍ତି ଆମେ ମଧ୍ୟ ସେହି ମିଡିଆ ଟିଭି ମାଧ୍ୟମରେ ଦେଖୁଛି ଯେ କୁଆଡେ ଇଡି ଜେରା କରିବେ କି ଇଡି ମାଗିଛନ୍ତି ସେଇଟା କେବଳ ମିଡିଆର ଚର୍ଚ୍ଚା ।

archana nag 1

ଆଉ ଏହି କଥାର ସତ୍ୟତା କେତେ ସେଇଟା ପୋଲିସ କହି ପାରିବ ନହେଲେ ଇଡି କହି ପାରିବ ଆମେ କହି ପାରିବା ନାହିଁ । ମିଡିଆ କହୁଛନ୍ତି ସାର ଏଠି ଇଡିର କିଛି ଆବଶ୍ୟକତା ରହିଛି କି । ଅର୍ଚ୍ଚନାଙ୍କ ଓକିଲ କହୁଛନ୍ତି ମତେ ତ କାଇଁ ସେମିତି ଲାଗୁନି ମୁଁ ଯେତେ କେସ ଧରିଛି କି ଜାଣିଛି ସେ ଭିତରେ ମୁଁ କେବେ ଦେଖିନି ଆଉ ଯେଉଁ ସବୁ ଚର୍ଚ୍ଚା ହଉଛି ଏ ହଉଛି ଆପଣ ମାନଙ୍କର କମାଲ ଆପଣ ମାନେ କହୁଛନ୍ତି ଏମିତି ହେଇ ଯାଇଛି ।

ଏତେ ଟଙ୍କା ନେଇଛି । ଏତେ ଘର କରିଛି ଇତ୍ୟାଦି ଇତ୍ୟାଦି । କିନ୍ତୁ ସତ୍ୟତା ତଦନ୍ତ ପରେ ଜଣା ପଡ଼ିବ । ଆଉ ମୋ ପାଖରେ ଯେତିକି ସୂଚନା ଅଛି ତା ପାଖରେ କିଛି ସମ୍ପତି ନାହିଁ । ଖାଲି ଘର ଖଣ୍ଡିଏ ଅଛି । ଆଉ ଗାଡି ତ ଲୋନରେ ଅଛି ଆଉ । ଆଉ ଅନ୍ୟ କିଛି ତ ନାହିଁ ।

ହେଲେ ପୋଲିସ ଯଦି ତାଙ୍କ ତଦନ୍ତରେ ଅନ୍ୟ କିଛି ଦର୍ଶେଇବ ତାହେଲେ ଦେଖିବା କାରଣ ବର୍ତ୍ତମାନ ସୁଦ୍ଧା ତ ଆମ ପାଖରେ କିଛି ଅଧିକ ସୂଚନା ନାହିଁ । ଯାହା ହେବ ସବୁ ଟ୍ରାଏଲ କୋର୍ଟରେ ଦେବେ ସେମାନେ ଆଉ ଏବେ ଖାଲି ତାର ଜାମିନ ପାଇଁ ଆବେଦନ କରିବା ଚାଲିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *