ଅର୍ଚ୍ଚନା ଥିଲା କଲେଜ୍ ର ସବୁଠୁ Bright ସାଇନ୍ସ ଷ୍ଟୁଡେଣ୍ଟ୍,ଆଉ ଏତେ ଭଦ୍ର ଯେ ସମସ୍ତେ କରୁଥିଲେ ପ୍ରଶଂସା,କିନ୍ତୁ କାହିଁକି ବଦଳିଗଲା ସବୁ…

Archana aa

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଜଣେ ବିଜ୍ଞ୍ୟାନ ବିଭାଗ ର ଛାତ୍ରୀ ରହିଥିଲେ ଅର୍ଚ୍ଚନା ଆଉ ତାଙ୍କର ଦିମାଗ ମଧ୍ୟ କେତେ ସାତିର ଥିଲା ଆପଣ ମାନେ ତାଙ୍କର ଏକାଡେମିକ ରେକର୍ଡ ରୁ ଜାଣି ପାରିବେ । ତେବେ ବନ୍ଧୁଗଣ ଦେଖନ୍ତୁ ଏହି ଏକାଡେମିକ ରେକର୍ଡ । ତେବେ ବନ୍ଧୁଗଣ ଦେଖନ୍ତୁ ଏହି କଲେଜ ରେକର୍ଡ । ଆଉ ଏହି ନେଇ କଲେଜ ପ୍ରିନ୍ସପାଲ 2014 ରୁ 2016 ମସିହା ମଧ୍ୟରେ ସେ ଯୁକ୍ତ ଦୁଇ ପଢୁଥିଲେ । ଆଉ ତାଙ୍କର ସ୍ୱାମୀ ଜଗବନ୍ଧୁ ହିଁ ତାଙ୍କୁ କଲେଜ ନେବା ଆଣିବା କରୁଥିଲେ ।

ତେବେ କୁହନ୍ତି ଯେ ଆଉ ଯେଉଁମାନେ ମିଡିଲ ଥାଆନ୍ତି ସେମାନେ ଆର୍ଟସ କିମ୍ବା କମର୍ସ ନିଅନ୍ତି। ତେବେ ଏହି କଥାଟି କେତେ ଯୁକ୍ତି ଯୁକ୍ତ ତାହା ଆପଣ କୁହନ୍ତୁ । ଏହି କଥା ସତଯେ ସାଇନ୍ସ ପାଠ ପଢୁଥିଲେ ନିଶ୍ଚିତ ଭାବେ ବ୍ରେନ ନିହାତି ଦରକାର ଆଉ ଦାହା ଥିଲା ଅର୍ଚ୍ଚନା ଙ୍କ ପାଖରେ ତେବେ ଅନଲାଇନ ରେ ଆଡମିଶନ କରିଥିଲେ ଅର୍ଚ୍ଚନା । ଆଉ ଏହା ସହ ସେ ସେଠାରେ ପାଠପଢ଼ା ଆରମ୍ଭ କରିଥିଲେ ।

archana

ତେବେ ଏହା ଭିତରେ ଆଉ ଯେଉଁ କଥା ସାମ୍ନାକୁ ଆସୁଛି ତାହା ହେଉଛି ଅର୍ଚ୍ଚନା ଯେତେ ବେଳେ ଆସୁଛି ତାହା ହେଉଛି ଅର୍ଚ୍ଚନା ଯେବେ ଖରାପ କାମ ହେଇଥିଲେ ଏହାପରେ ସେ ଜାଗା ଛାଡିଦେଇ ଥିଲେ । ଆଉ ରାଗି ଯାଇ ମୁମ୍ବାଇ ଚାଲିଯାଇଥିବା କଥା ମଧ୍ୟ କହିଛନ୍ତି ଲିଙ୍ଗରାଜ ଆଜାଦ । ଏବଂ ଯେଉଁଠାକୁ ଅର୍ଚ୍ଚନାଙ୍କ ବାପା ତାଙ୍କୁ ଖୋଜିବାକୁ ଯାଇଥିଲେ ହେଲେ ସେ ସେଠାରେ ତାଙ୍କୁ ବହୁତ ଖୋଜା ଖୋଜି କରିବା ପରେ ମଧ୍ୟ ପାଇ ନଥିଲେ ।

ଓ ଏହା ପରେ ସେ ତାଙ୍କ ବାପାଙ୍କୁ କଲ କରି କହିଥିଲେ। କାରଣ ସେତେବେଳେ ତାଙ୍କ ସହିତ ଯାହା ଘଟିଥିଲା ତାକୁ ନେଇ ସେ ସଂମ୍ପର୍ଣ୍ଣ ଚହଲି ଯାଇଥିଲେ । ଅତୀତର ସେ ଘଟଣା ଗୁଡ଼ିକ ସବୁବେଳେ ମନେ ପଡ଼ୁଥିଲା ତାଙ୍କର । ତେବେ ଏହି ସବୁଠୁ ବାହାରିବା ପାଇଁ ତାଙ୍କୁ କିଛି ସମୟ ଲାଗିଥିଲା ।

ଆଉ ସେଠାରୁ ଆସିବା ପରେ ସେ ଯୁକ୍ତ ଦୁଇ ଆରମ୍ଭ କଲେ । ପ୍ରିନ୍ସିପାଲଙ୍କ କହିବା ଅନୁସାରେ 2014 ରେ ସେ ଅନଲାଇନ ଜରିଆରେ ଆପ୍ଳାୟ କରି ଆମ କଲେଜରେ ଆଡମିଶନ ହେଇଥିଲା । ଏବଂ ପରେ ସେ 2017 ରେ ଏଠାରୁ ପାସ ଆଉଟ ହୋଇଥିଲେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *