ପାଣିରେ ନିଶା ଦେଇ ନ-ଗ୍ନ ଭିଡିଓ ସୁଟ କରୁଥିଲେ ଅର୍ଚ୍ଚନା ! | Archana Nag

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବ୍ଲାକ୍ ମେଲ କୁଇନ ଙ୍କର ସାଙ୍ଘାତିକ ସଢଯନ୍ତ୍ର ପାନିୟ ନିଶା ଦେଇ ନ-ଗ୍ନ ଭିଡ଼ିଓ କରୁଥିଲେ ଅର୍ଚ୍ଚନା । ଖଣ୍ଡଗିରି ଥାନାରେ ଜଣେ ପୀଡିତା କରିିଥିବା ଏତଲା ରୁ ସାଙ୍ଘାତିକ ତଥ୍ୟ ସାମ୍ନାକୁ ଆସିଛି । ତେବେ ଧିରେ ଧିରେ ଖୋଲୁଛି ବ୍ଲାକମେଲର କୁଇନ ଅର୍ଚ୍ଚନା ନାଗ ଙ୍କର ପେଡି । ତାଙ୍କର ସଂମ୍ପର୍କ ରେ ଗୁରୁତ୍ୱ ପୂର୍ଣ୍ଣ ତଥ୍ୟ ହସ୍ତଗତ ହେବାରେ ଲାଗିଛି ।

ଅର୍ଚ୍ଚନା ବ୍ଲାକମେଲ କରିବା ପାଇଁ ସଂମ୍ପର୍ଣ୍ଣ ଏକ ଚକ୍ରବିହ୍ୟୁ ରଚିଥିଲେ । ଅଥି ସତର୍କତା ର ସହ ଗୋଟିଏ ପରେ ଗୋଟିଏ ତାର ଯୋଡି ସବୁ ମହରା କୁ ସାମ୍ନାକୁ ଆଣିଥିଲେ । ଆଉ ତା ପରେ ଆରମ୍ଭ ହୋଇଜାଇଥିଲା ଗୋଟି ଚାଳନା ଖଣ୍ଡଗିରି ଥାନାରେ ଜଣେ ପୀଡିତା କରିିଥିବା ଏତଲା ରୁ ସାଙ୍ଘାତିକ ତଥ୍ୟ ସାମ୍ନାକୁ ଆସିଛି ।

archana nag 2

ତେବେ ପାନିୟ ରେ ନିଶା ଦେଇ ଅର୍ଚ୍ଚନା ନ-ଗ୍ନ ଭିଡିଓ କରିଥିବା ଏତଲା ରେ ଉଲ୍ଲେଖ ରହିଛି । ଖଣ୍ଡଗିରି ଥାନା ରେ ଗତ 2 ତାରିଖ ଦିନ ଲିଖିତ ଅଭିଯୋଗ କରିଥିବା ପୀଡିତା ଙ୍କର ଏଫାୟାର କପି ଗଣମାଧ୍ୟମ ସାମ୍ନାରେ ହସ୍ତଗତ ହୋଇଛି । ଯେଉଁଥିରେ ପୀଡିତା ସ୍ପଷ୍ଟ ଭାବେ ଲେଡି ବ୍ଲାକ୍ ମେଲର ଅର୍ଚ୍ଚନା ନାଗ ଏବଂ ତାଙ୍କର ସ୍ୱାମୀ ଜଗବନ୍ଧୁ ଚାନ୍ଦ ଙ୍କ ସହିତ ସହଯୋଗୀ ଖଗେଶ୍ୱର ଙ୍କ ନାମ ଉଲ୍ଲେଖ କରିଛନ୍ତି ,

ତେବେ ଚାକିରି ଦେବାକୁ କହି କେମିତି ଅର୍ଚ୍ଚନା ନାଗ ତାଙ୍କୁ ବ୍ଲାକ ମେଲିଂ କରିଥିଲେ ଏବଂ ଏକ ପାଣ୍ଠୀ ରେ ନିଶା ପାନିୟ ଦେଇ ତାଙ୍କର ଅ-ଶ୍ଲୀଳ ଭିଡ଼ିଓ ତିଆରି କରିଥିଲେ । ଏମିତି କି ଅର୍ଚ୍ଚନା ଙ୍କ ସହଯୋଗୀ ଏବଂ ଖଗେଶ୍ୱର ଲୋକ ମାନଙ୍କ ଠାରୁ କୋଟି କୋଟି ଟଙ୍କା ଆଦାୟ ବି କରିଥିଲେ । ତେବେ ଆଗକୁ ଦେଖିବାର ରହିଲା ଏହି ଘଟଣା କୁ ନେଇ କେଉଁ ମୋଡ ଆସୁଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *