ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଅର୍ଚ୍ଚନା ଙ୍କୁ ନେଇ ଉଟି ବୁଲିବାକୁ ଜାଇଥିଲେ ବିଧାୟକ ଏୟାର ପୋର୍ଟରେ ନେଇଥିଲେ ସେଲ୍ଫି । ପୋଲିସ ହାତରେ ଲାଗିଲା ଫୋଟ ଏବଂ ଭିଡ଼ିଓ କ୍ଲିପ୍ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଙ୍କ ଉପରେ ନୂଆ ନୂଆ ତଥ୍ୟ ପଦାକୁ ଆସୁଛି । ଗୋଟିଏ ପରେ ଗୋଟିଏ ନେତାଙ୍କ ସହିତ ଯୋଡିତ ପ୍ରମାଣ ପୋଲିସ ହାତରେ ଲାଗୁଛି ।
ତେବେ ଢେଙ୍କାନାଳ ଜିଲ୍ଲାର ଜଣେ ବିଧ୍ୟାୟକ ଅର୍ଚ୍ଚନା ଙ୍କୁ ନେଇ ଓଟି ବୁଲିବାକୁ ଜାଇଥିଲେ । ଏହାର ଫୋଟ ଏବଂ କିଛି ଭିଡ଼ିଓ ପୋଲିସ ହାତରେ ଲାଗିଛି ତେବେ ବିଧାୟକ ଙ୍କୁ ବ୍ଲାକମେଲ କରି ଅର୍ଚ୍ଚନା କେତେ ଯେ ଟଙ୍କା ନେଇଛନ୍ତି ତାହା ଜଣା ପଡିନାହିଁ । ତେବେ ଢେଙ୍କାନାଳ ଜିଲ୍ଲାର ଏହି ବିଧାୟକ ଙ୍କ ସହିତ ହୋଇଥିବା କିଛି ଚାର୍ଟିଂ ଏବଂ ଫୋଟ ଏବଂ ଚାର୍ଟିଂ ର ସ୍କ୍ରିନ ସର୍ଟ ପାଇଛି ପୋଲିସ ।
ଏହି ବିଧାୟକ ଜଣଙ୍କ ଅର୍ଚ୍ଚନା ଙ୍କୁ ନେଇ ଭାଇଜାକ ସହିତ ବାଙ୍ଗାଲୋର ଜାଇଥିଲେ । ଏବଂ ପରେ ପରେ ସେଠାରୁ ଓଟି ଜାଇ ସେଠାରେ ରାତି ବିତେଇ ଥିଲେ । ଚାର୍ଟିଂ ରୁ ଜଣା ପଡୁଛି ଯେ ଅର୍ଚ୍ଚନା ବିଧାୟକ ଙ୍କୁ ଗାଡି ପୁଡି ବିଷୟ ରେ ପଚାରୁଛନ୍ତି । ଉତ୍ତର ରେ ବିଧାୟକ କହୁଛନ୍ତି ସେ ପାଗଳି ପ୍ରେମିକା କହି ପଛରେ ପଡି ଜାହା କଲା କଲା ସେଟେଲମେଣ୍ଟ ପରେ ବି ଚିପ୍ ବସିଲାଣି । ପୂର୍ବରୁ ଭୁବନେଶ୍ୱରରେ ଥରେ ଗାଡି ପୁଡିିଥିଲା ପୁଣି ନିର୍ବାଚନ ମଣ୍ଡଳୀ ରେ ଥରେ ଗାଡି ପୁଡିଛି ।
ଦେଢ ବର୍ଷ ହେଲାଣି ଟିକେ ବି ଶାନ୍ତି ନାହିଁ । ଏହା ପରେ ଅର୍ଚ୍ଚନା କହୁଛନ୍ତି ଟାଇମ ବାହାର କରି ବୁଲି ଆସ । ଏହା ପରେ ଅର୍ଚ୍ଚନା ସାଙ୍ଗରେ ଯିବା ନେଇ ପ୍ରସ୍ତାବ ଦେଉଛି । ଏହା ପରେ ଅର୍ଚ୍ଚନା ଭାଇଜାକ୍ ଦେଇ ବାଙ୍ଗାଲୋର ଜାଇଛନ୍ତି । ହୋଟେଲ ରେ ଯେଉଁଠାରେ ଥିଲେ ସେହି ହୋଟେଲ ଫୁଟେଜ ଅର୍ଚ୍ଚନା ଆଣିଛନ୍ତି ।
ତେବେ ସେ କଣ ପାଇଁ ଏହି ସିସିଟିଭି ଫୁଟେଜ ଆଣିଥିଲେ ତାହା ତଦନ୍ତ କଲେ ଜଣା ପଡିବ । ତେବେ ଆଗାମୀ ସମୟ ରେ ଏହାକୁ ନେଇ କଣ ତଦନ୍ତ ହେଉଛି ଦେଖିବାକୁ ବାକି ରହିଲା ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।